Daily Archives

February 12, 2019

ପ୍ରିୟଙ୍କା ଗାନ୍ଧିଙ୍କ ଶାଶୁ କିଏ? ଯାହାଙ୍କୁ ଜୟପୁରରେ ଜେରା କରିଛି ଇଡି

ଜୟପୁର ଇଡି କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କୁ ଜେରା । ଜମି ଦୁର୍ନୀତି ମାମଲାରେ ଆଜି ଜୟପୁର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା । କେବଳ ରବର୍ଟ ନୁହେଁ ବରଂ ପ୍ରିୟଙ୍କାଙ୍କ ଶାଶୁ ମୌରୀନ ଭଦ୍ରାଙ୍କୁ ମଧ୍ୟ ଜେରା କରିଛି ଇଡି । ଯାହାକୁ ନେଇ ରବର୍ଟ ଭଦ୍ରା…

ଦିଲ୍ଲୀରେ ବୈଜୟନ୍ତ, ପଲ୍ଲୀରେ ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ! ବୈଜୟନ୍ତଙ୍କ ବାହାମାସ ଟିକସ ଠକେଇ ମାମଲାରେ…

କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡରିଂର ଅଭିଯୋଗ ଆଣି ଆଜି ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତୃହରି ମହତାବ । ଦିଲ୍ଲୀରେ ବୈଜୟନ୍ତଙ୍କୁ ଦଳ ଟାର୍ଗେଟ କରିଥିବା ବେଳେ ପଲ୍ଲୀରେ ଧର୍ମେନ୍ଦ୍ର ଓ ବିଜେପିକୁ ଘେରିଛି ବିଜେଡି । ବୈଜୟନ୍ତଙ୍କ…

ଜୟପୁର ଇଡି କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କୁ ଜେରା । ବାହାରେ ଲାଗିଲା ପ୍ରିୟଙ୍କାଙ୍କ ସହ ପୋଷ୍ଟର, ଜୋର ଧରିଲା…

କନକ ବ୍ୟୁରୋ : ଜୟପୁର ଇଡି କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କୁ ଜେରା । ଆଉ କାର୍ଯ୍ୟାଳୟ ବାହାରେ ଲାଗିଲା ପୋଷ୍ଟର । ଏକାଧିକ ପୋଷ୍ଟରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧି ଓ ସ୍ୱାମୀ ରବର୍ଟ ଭଡ୍ରାଙ୍କ ଫଟୋ ସ୍ଥାନ ପାଇଛି । ଏଥିସହ ଲେଖାଯାଇଛି ଆଗାମୀ ଲୋକସଭା…

ଗାନ୍ଧୀ ପରିବାରରୁ ଆସିଛନ୍ତି ବୋଲି କଣ ରାଜନୀତି କରିବେନି ପ୍ରିୟଙ୍କା? ଲୋକଙ୍କ ଉପରେ ଛାଡି ଦିଆଯାଉ, କିଏ ଜିତିବ କିଏ…

କନକ ବ୍ୟୁରୋ : ଦେଶର ରାଜନୀତିରେ ଗାନ୍ଧି ପରିବାର କଥା କହିଲେ ସାମନାକୁ ଆସିଯାଏ କିଛି ଏହିପରି ନାଁ ଯେଉଁମାନେ ଦେଶବାସୀଙ୍କୁ ସକ୍ରିୟ ରାଜନୀତିରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ସେ ଭୋଟଦାନ ମାଧ୍ୟମରେ ହେଉ ଅବା ରାଜନୀତି ପାଇଁ ମନରେ ଆଗ୍ରହ ସୃଷ୍ଟି କରାଇ ହେଉ । ଦେଶରେ ବିଭିନ୍ନ…

ମିଗ୍-୨୭ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ! ଅଳ୍ପକେ ବର୍ତ୍ତିଲେ ପାଇଲଟ୍ !

ଋଷ ନିର୍ମିତ ମିଗ ବିମାନ ଭାରତୀୟ ବାୟୁସେନାର ଅନେକ ସେବା କରିଛି । କିନ୍ତୁ ଆଧୁନିକ ଯୁଗରେ ଏହି ଲଢୁଆ ବିମାନ ପୁରୁଣାକାଳିଆ ହୋଇଗଲାଣି । ବାରମ୍ବାର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ବାୟୁସେନା ନିଜର ପାଇଲଟମାନଙ୍କୁ ହରାଉଛି । ଏବେ ମିଗ ବିମାନକୁ ଉଡନ୍ତା କଫିନ ବୋଲି କୁହାଯାଉଛି । ଆଜି…

ଚୟନ ହେଲେ ଲୋକାୟୁକ୍ତ ଅଧ୍ୟକ୍ଷ ! ସର୍ବସମ୍ମତି କ୍ରମେ ଚୂଡ଼ାନ୍ତ ହେଲା ନାଁ , ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ…

କନକ ବ୍ୟୁରୋ: ଲୋକାୟୁକ୍ତ ଚୟନ କମିଟି ବୈଠକରେ ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକରେ ମୁଖ୍ୟ ଶାସନ ସଚିବ ସୂଚନା…