ଖାଉଥିବା ବେଳେ ତଣ୍ଟିରେ ଲାଗିଲା କୁରକୁରି ! ଚାଲିଗଲା ଛାତ୍ରୀଙ୍କ ଜୀବନ ।
ଝାରସୁଗୁଡା ଜିଲ୍ଲା ବେଲପାହାଡ ସହରରେ ଜଣେ କଲେଜ ଛାତ୍ରୀ କୁରକୁରି ଖାଉଥିବା ବେଳେ ତଣ୍ଟିରେ ଲାଗିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ଘଟିଛି। ବେଲପାହାଡ଼ ଫାଟକ ପାଖରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷୀୟା ଝିଅ ସୁଚିତ୍ରା ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ଘରେ…