Daily Archives

February 8, 2019

ଟିକେଟ ପାଇ ଜିତିଲେ ଏଇଠି ହେବ ଦେଖା ! ଆଗାମୀ ନିର୍ବାଚନ ପାଇଁ ବିଧାୟକ ଦେଲେ ବିଧାୟକଙ୍କୁ ଶୁଭେଚ୍ଛା

କନକ ବ୍ୟୁରୋ : ସରିଲା ପଞ୍ଚଦଶ ବିଧାନସଭାର ଶେଷ କାର୍ଯ୍ୟ ଦିବସ । ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ସହ ବିଧାୟକ ମାନଙ୍କ କାର୍ଯ୍ୟକାଳ ସରିବାକୁ ନେଇ ମଧ୍ୟ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ତେବେ ଅନ୍ତିମ କାର୍ଯ୍ୟଦିବସ ହୋଇଥିବାରୁ ବିଧାନସଭାରେ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ…

ବୈଜୟନ୍ତଙ୍କ ନାଁରେ ଟିକସ ଫାଙ୍କିବା ଅଭିଯୋଗ ! ବିଜେଡି କହିଲା, ବେଆଇନ କାରବାରକୁ ଘଣ୍ଟ ଘୋଡାଇବାକୁ ରାଜନୀତିକୁ…

କନକ ବ୍ୟୁରୋ : ବୈଜୟନ୍ତ ପଣ୍ଡାଙ୍କ ନାଁରେ ଟିକସ ଫାଙ୍କିବା ଅଭିଯୋଗ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବୈଜୟନ୍ତଙ୍କୁ ଟାର୍ଗେଟ କରି ବିଜେଡି କହିଛି, ସେ ଜଣେ ବ୍ୟବସାୟୀ । ଲୋକଙ୍କ ସେବା ନୁହେଁ ବରଂ ନିଜର ବ୍ୟବସାୟିକ ସ୍ୱାର୍ଥ ସିଦ୍ଧି ପାଇଁ ସେ…

ଜାମ୍ମୁ କାଶ୍ମୀରରେ ଭୟଙ୍କର ତୁଷାରପାତ ! ବଢିବାରେ ଲାଗିଛି ଶୀତର ପ୍ରକୋପ, ଦେଖାଯାଉନି ମାଟି, ଗଛପତ୍ରରେ ବି ବରଫର ମୋଟା…

କନକ ବ୍ୟୁରୋ : କାଶ୍ମୀରରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ  । ରାଜ୍ୟର ବିଭିନ୍ନ ଭାଗରେ ବରଫପାତର ଖବର ବି ରହିଛି  । ପାଣିପାଗ ବିଭାଗ ଆଗକୁ ଆଉ କିଛି ଦିନ ଶୀତ ଲାଗିରହିବା ପୂର୍ବାନୁମାନ କରିବା ପରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି  । ତେବେ କେବଳ ଜାମ୍ମୁ କାଶ୍ମୀର ନୁହେଁ…

ବୈଜୟନ୍ତଙ୍କ ନାଁରେ ସାଂଘାତିକ ଅଭିଯୋଗ ! ଜାଲ କମ୍ପାନୀ ଜରିଆରେ ବ୍ୟାପକ କଳାଧନ କାରବାର ।

କନକ ବ୍ୟୁରୋ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗ ନିକଟରେ ଏକ ଗମ୍ଭୀର ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବୈଜୟନ୍ତ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା…

ଆସନ୍ତା ବର୍ଷରୁ ବିଏଡ଼୍ ପାଠ୍ୟକ୍ରମର ଅବଧି ହେବ ୪ ବର୍ଷ ! ଘୋଷଣା କଲେ ପ୍ରକାଶ ଜାଭଡ଼େକର

କନକ ବ୍ୟୁରୋ : ବ୍ୟାଚେଲର ଇନ୍ ଏଜୁକେସନ୍(ବିଏଡ଼୍) ପାଠ୍ୟକ୍ରମର ସୁଧାର ଆଣିବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆସନ୍ତା ବର୍ଷ ଠାରୁ ବିଏଡ଼୍ ପାଠ୍ୟକ୍ରମର ଅବଧି ୪ ବର୍ଷ ହୋଇଯିବ । ଯାହା ଆଗରୁ ୨ ବର୍ଷର ଥିଲା । ଏନେଇ ଘୋଷଣା କରିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ…