Daily Archives

September 25, 2018

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା କୃଷି ମନ୍ତ୍ରୀଙ୍କ ଦୁଇଟି ସ୍ୱାମୀ ଉପାଖ୍ୟାନ ! ଦାମ କହିଲେ, ଏଭଳି କହିବା ଠିକ୍ ନୁହେଁ,…

କନକ ବ୍ୟୁରୋ : ସୋସିଆଲ ମିଡିଆରେ ପ୍ରଦୀପ ମହାରଥୀଙ୍କ ବୟାନକୁ ନେଇ ବିବାଦ । ମହାରଥୀ କହିଛନ୍ତି ଯେ ଜଣେ ମହିଳାଙ୍କ ଦୁଇଜଣ ସ୍ୱାମୀ । ମହାରଥୀଙ୍କ ଏପରି ମନ୍ତବ୍ୟକୁ କଡା ସମାଲୋଚନା କରାଯାଇଛି । ବିଜେଡିରୁ ବହିଷ୍କୃତ ଦାମୋଦର ରାଉତ ଏହାକୁ ନିନ୍ଦା କରିଥିବା ବେଳେ ବିରୋଧି ଦଳ ମୁଖ୍ୟ ସଚେତକ…

ଦାମ ବନାମ ବାମ ! ପାରାଦୀପରେ କାହାକୁ ମିଳିବ ବିଜେଡି ଟିକେଟ, ପୁଅ ନା ଝିଆରୀ

କନକ ବ୍ୟୁରୋ : ପୁଣି ବରିଷ୍ଠ ନେତା ଦାମୋଦର ରାଉତ ବିଜେଡି ବିରୋଧରେ ଅଭିଯୋଗ ଆଣିଛନ୍ତି । ଏଥର ଅଭିଯୋଗ ଟିକେଟ ବଂଟାକୁ ନେଇ । ବିଜେଡି ତାଙ୍କ ପୁଅକୁ ଟିକେଟ ନ ଦେଇ ଝିଆରୀଙ୍କୁ ଟିକେଟ୍ ଦେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଦାମ । ଏହା ବିଜେଡିର କାପୁରୁଷତା ବୋଲି ଦାମ କହିଛନ୍ତି…

ଶ୍ରୀମନ୍ଦିରରେ କନକ ନ୍ୟୁଜର ରିୟଲିଟି ଚେକ୍ ! ମନ୍ଦିରରେ ରହିଛି ଦାନ ଥାଳି, ହେଲେ ଦକ୍ଷିଣା ଦାବି କରୁ ନାହାନ୍ତି…

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କ ଗସ୍ତ ପରେ କଣ ଆସିଛି ଶ୍ରୀମନ୍ଦିରରେ ସଂସ୍କାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଆମିକସକ୍ୟୁରୀ ୩ ସପ୍ତାହ ସମୟ ଦେଇଥିବା ବେଳେ କେମିତି ରହିଛି ଶ୍ରୀମନ୍ଦିରର ବ୍ୟବସ୍ଥା ।…

କାଲି ଆସିବ ଆଧାର ଉପରେ ବଡ ରାୟ ! ଜାଣନ୍ତୁ ଆପଣଙ୍କ ଉପରେ ଏହାର କଣ ରହିବ ପ୍ରଭାବ ।

ଆଧାର କାର୍ଡ ବ୍ୟବହାର ବାଧ୍ୟତାମୂଳକ ହେବ କି ନାହିଁ ତାହା ଖୁବ ଶିଘ୍ର ସ୍ପଷ୍ଟ କରିବାକୁ ଯାଉଛି ସୁପ୍ରୀମ କୋର୍ଟ । ଆଧାର କାର୍ଡକୁ ନେଇ ଚାଲିଥିବା ଦ୍ୱନ୍ଦ ଉପରେ ଆସନ୍ତା କାଲି ହାଇକୋର୍ଟର ୫ ଜଣିଆ ଖଣ୍ଡପିଠ ଶୁଣାଣି ଜଣାଇବେ । ତେବେ ଆଧା କାର୍ଡ ନଥିବା ଲୋକମାନେ କୌଣସି ପ୍ରକାର ସୁବିଧା…

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନର ସାଂଘାତିକ୍ ପ୍ରଭାବ ! ଜଳିଗଲା ଘର, ପହଞ୍ଚିଲେନି ଅଗ୍ନିଶମ କର୍ମଚାରୀ, ଚାହୁଁ ଚାହୁଁ…

କନକ ବ୍ୟୁରୋ : ୬ ଦଫା ଦାବି ନେଇ ଦୁଇ ଦିନ ହେଲା ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ । ଯାହା ଫଳରେ ରାଜ୍ୟର ସବୁ ଫାୟାର ଷ୍ଟେସନ୍ ଠପ୍ ହୋଇଯାଇଛି । ହେଲେ ଏହି ଆନ୍ଦୋଳନର ପ୍ରଭାବ ଏଭଳି ଭାବରେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିବ୍ରତ କରି ଦେଉଛି । ଅଗ୍ନିଶମ କର୍ମଚାରୀ ପହଂଚି…

ମହିଳା ନିର୍ଯାତନା ପ୍ରସଙ୍ଗରେ ବିଜେପିକୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆକ୍ଷେପ : କହିଲେ, ନିଜ ମୁହଁ ଆଗ ନିଜ ଦର୍ପଣରେ ଦେଖ

କନକ ବ୍ୟୁରୋ : ଦେଶରେ ମହିଳାଙ୍କ ପ୍ରତି ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ମହିଳାଙ୍କ ପ୍ରତି ହିଂସା ବଢ଼ୁଛି । ତେବେ ମୋଦି ଓ ଅମିତ ଶାହ ଆସି ନାରୀ ନିର୍ଯାତନା ନେଇ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ । ଆଉ ଏହାର ପ୍ରତିକ୍ରିୟା ରଖିଛି ବିଜେଡ଼ି । ରାଜ୍ୟସଭା ସାଂସଦ …