Daily Archives

September 25, 2018

କାଳେ ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ , ଡରିଗଲା ପାକିସ୍ତାନ? ରାତିଅଧିଆ କଲା ଏଭଳି କାମ

ଭାରତୀୟ ସେନାଧ୍ୟକ୍ଷଙ୍କ ସର୍ଜିକାଲ ଷ୍ଟ୍ରାଇକ ବୟାନକୁ ନେଇ ପାକିସ୍ତାନ ମନରେ ଛନକା ପଶିଛି । କାଳେ ଭାରତୀୟ ସେନା ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିଦେବ ସେଥିପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ସଜାଗ ହୋଇ ଉଠିଛି ପାକ୍ ସେନା । ପାକିସ୍ତାନ ସରକାର ଓ ସେନାକୁ ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ…

ରାଜ୍ୟ ସରକାର କରାଇବେ ମାଗଣା ହବିଷ ! ପୁରୀରେ ବିଧବା ଏବଂ ବୟସ୍କ ମହିଳାଙ୍କ ପାଇଁ ମାଗଣା ଖାଇବା, ରହିବା ଓ ପୂଜା…

କନକ ବ୍ୟୁରୋ : ଠିକ୍ ମାସକ ପରେ ଆରମ୍ଭ ହେବ କାର୍ତିକ ବ୍ରତ । କାର୍ତିକରେ ହବିଷ ବ୍ରତ ରଖି ରାଇଦାମୋଦରଙ୍କ ପୂଜା କରିବା ପାଇଁ ଶ୍ରୀକ୍ଷେତ୍ରରେ ଜମିବ ହବିଷ୍ୟାଳୀଙ୍କ ଭିଡ । ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ରତଧାରୀ କିଭଳି ମାସକ ଯାକ ସୁବିଧାରେ ରହିବେ, ପୂଜାର୍ଚ୍ଚନା କରିବେ…

ଜୁଏଲଙ୍କ ଖୁଲାସା ! ମୋ ସହ ସର୍ମ୍ପକରେ ଅଛନ୍ତି ଅନ୍ୟ ଦଳର ନେତା , ଜାଣନ୍ତୁ କଣ କହିଲା ବିଜେଡି

କନକ ବ୍ୟୁରୋ : ଆଟାକିଙ୍ଗ ମୁଡରେ ବିଜେପି । ମୋଦି-ଶାହା ଯୋଡି ଓଡିଶା ଗସ୍ତରେ ଆସି ଯେଉଁଭଳି ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ତାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ସେତିକି ନୂଆ ନୁଆ ସମୀକରଣ ଦେଖିବାକୁ ମିଳୁଛି…

ପୁଣି କ୍ୟାପଟେନସି କ୍ୟାପରେ ଧୋନୀ ! ପୁଣି ପଡିଆ ଉପରେ ଦେଖିବାକୁ ମିଳିବ ମାହିଙ୍କ କୁଲ୍ ଅନ୍ଦାଜ ।

କନକ ବ୍ୟୁରୋ : ନିଜ କୁଲ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମହେନ୍ଦ୍ର ସିଂହ ଧୋନୀ । ମଙ୍ଗଳବାର ଏସିଆ କପ୍ ସୁପର ୪ରେ ଭାରତ ସହ ଆଫଗାନିସ୍ତାନର ଲଢେଇ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ପରେ ପ୍ରଥମେ ବୋଲିଂ…

ଏସବିଆଇର ଏହି ଗୋଟିଏ ଆପ୍ ଜରିଆରେ ଘରେ ବସି ମିଳିପାରୁଛି ଅନେକ ଫାଇଦା ! ଜାଣନ୍ତୁ କଣ ଏହି ଆପ୍ ଏବଂ କିପରି କରିବେ…

ଏସବିଆଇର ୟୋନୋ ଆପ ଲୋକମାନଙ୍କ ପାଇଁ ଏବେ ଏକ ସହଜ ଉପାୟ ପାଲଟି ଯାଇଛି । ଏହି ଆପକୁ ମାତ୍ର ୧୦ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକ ଡାଉନଲୋଡ କରି ବ୍ୟବହାର କରୁଛନ୍ତି । ଗତ ୨୪ ନଭେମ୍ବର ୨୦୧୭ରେ ଏହି ଆପକୁ ଏସବିଆଇ ତରଫରୁ ଲଞ୍ଚ କରାଯାଇଥିଲା । ଏସବିଆଇ ତରଫରୁ ଲଞ୍ଚ ହୋଇଥିବା ୟୋନୋ ଆପ ଜରିଆରେ…

ବିଜେପି ଓ ବିଜେଡ଼ିକୁ ଟାର୍ଗେଟ କଲେ ତାରା : କହିଲେ, ଦିଲ୍ଲୀରେ କୋଳାକୋଳି ଓ ଓଡ଼ିଶାରେ ମାଡ଼ଗୋଳ ହେଉଛନ୍ତି ଉଭୟ ଦଳ

କନକ ବ୍ୟୁରୋ : ବିଜେପି ଓ ବିଜେଡ଼ିକୁ ଟାର୍ଗେଟ କଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଉଭୟ ଦଳ ଦିନରେ ମାଡ଼ଗୋଳ ଓ ରାତିରେ କୋଳାକୋଳି ହେଉଛନ୍ତି ବୋଲି କହିଛନ୍ତି ତାରା । ଲୋକ ଦେଖାଣିଆ କେବଳ ଓଡ଼ିଶାରେ ମାଡ଼ପିଟ୍ ହେଉଛନ୍ତି ଉଭୟ ଦଳ । ତେବେ ଏଇଟା ରାଜନୀତି ପାଇଁ କିଛି ନୂଆ କଥା ନୁହେଁ…