Daily Archives

September 14, 2018

ନିଶା ଖୁଆଇଲେ, ୩ ଜିଲ୍ଲା ବୁଲାଇଲେ, ୧୨ ଜଣ ଦୁଷ୍କର୍ମ କଲେ । ଏଭଳି ଅପରାଧୀଙ୍କୁ କେଉଁ ଦଣ୍ଡ ମିଳିବା ଦରକାର?

ଦିନ ଦି’ପହରେ ଜଣେ ଝିଅକୁ ଅପହରଣ କରି, ନିଶା ଖୁଆଇ ହରିୟାଣାର ଗାଡ଼ିରେ ତିନିଟି ଜିଲ୍ଲା ବୁଲାଇବା ପରେ ୧୨ ଜଣ ଲୋକ ତା’ ସହ ଦୁଷ୍କର୍ମ କରିଛନ୍ତି। ରେଓ୍ଵାରି ଅନ୍ତର୍ଗତ କୋସଲି ଗାଁ’ର ପୀଡ଼ିତା ୨୦୧୬ରେ ନିଜ ଶିକ୍ଷାଗତ କୃତ୍ୱିତ୍ୱ ନିମନ୍ତେ ନିକଟ ଅତୀତରେ ଜାତୀୟ ଖବରକାଗଜ ଗୁଡ଼ିକରେ ମୁଖ୍ୟ…

ଓଲଟା ଲଟକି ସାଧନା କରୁଥିଲେ, ଝୁଣା ନିଆଁର ଝାସରେ…

ଦିବ୍ୟାଙ୍ଗ ଯୁବକକୁ ସୁସ୍ଥ ହେବା ପାଇଁ ଏମିତି ଏକ ଅନ୍ଧ ବିଶ୍ୱାସ ପନ୍ଥାକୁ ଆପଣାଛି ଯାହା ଫଳରେ ସେ ଗୁରୁତର ଆହତ ହୋଇଛି। ଏହି ଯୁବକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଭଗମୁଣ୍ଡାସାହିର ଭବାନୀଶଙ୍କର ନନ୍ଦ (୩୦)ବର୍ଷ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଭବାନୀ ଜନ୍ମରୁ ଦିବ୍ୟାଙ୍ଗ। ଭବାନୀ…

ଆସୁଛି ବିଶ୍ୱକର୍ମା ପୂଜା ! ଚଳଚଞ୍ଚଳ ବନ୍ଦରନଗରୀ ପାରାଦୀପ, ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

କନକ ବ୍ୟୁରୋ : ବନ୍ଦର ନଗରୀ ପାରାଦୀପ ଏବେ ଚଳଚଂଚଳ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗର ଦ୍ୱାରା ନିର୍ମାଣ ହେଉଛି ଉଚ୍ଚ ଉଚ୍ଚ ତୋରଣ । ଆଉ କିଛି ଦିନ ପରେ ଆଲୋକ ମାଳରେ ସଜେଇ ହେବ ବନ୍ଦର ନଗରୀ ପାରାଦୀପ ।  କାରଣ ଆସୁଛି ବିଶ୍ୱକର୍ମା ପୂଜା ।…

ଯୌତୁକ ନିର୍ଯ୍ୟାତନା ମାମଲାରେ ବଦଳିଲା ପୁରୁଣା ନିର୍ଦ୍ଦେଶ । ତୁରନ୍ତ ବାନ୍ଧିପାରିବ ପୁଲିସ ।

ଯୌତୁକ ନିର‌୍ୟାତନା ମାମଲାର ତଦନ୍ତ ଉପରେ ପୂର୍ବରୁ ଦେଇଥିବା ଏକ ନିଷ୍ପତ୍ତିକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଆଜି ପୁଣି ଥରେ ବଦଳାଇ ଦେଇଛନ୍ତି। ଏଥିସହ ଯୌତୁକ ନିର‌୍ୟାତନା ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡବିଧି ଆଇନ (ଆପିସି)ର ଧାରା ୪୯୮-ଏ ରେ ଆଗତ ହେଉଥିବା ମାମଲାଗୁଡ଼ିକର…

ଖୋର୍ଦ୍ଧା ଜଟଣୀରେ ଜମୁଛି ଗଣେଶ ପୂଜା ! ସୁନ୍ଦର ମୂର୍ତ୍ତି ସାଙ୍ଗକୁ ମନମୋହୁଛି ଶ୍ରୀମନ୍ଦିର ସିଂହଦ୍ୱାର ଭଳି ତୋରଣ ।

କନକ ବ୍ୟୁରୋ : ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟ ସହର କୁହାଯାଉଥିବା ଜଟଣୀ ସହର । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ଆରମ୍ଭରୁ ସୁଉଚ୍ଚ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି ଜଟଣୀ ସହର । ଚଳିତ ବର୍ଷ…

ପୁଣି ଆସୁଛି ଲଘୁଚାପ ବର୍ଷା ! ଆସନ୍ତା ୧୬ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ଦକ୍ଷିଣ ଓଡିଶା…

କନକ ବ୍ୟୁରୋ : ଆସନ୍ତା ୧୬ରେ ପୁଣି ଆସୁଛି ଲଘୁଚାପ । ପଶ୍ଚିମବଙ୍ଗରୁ ବାଂଲାଦେଶ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏଁ ଏକ ଟ୍ରାପଲାଇନ୍ ଥିବାରୁ ଏହାର ପ୍ରଭାବରେ ଆସନ୍ତା ୧୮ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ଘୂର୍ଣ୍ଣିବଳୟ କାରଣରୁ ଆସନ୍ତା ୧୬ ତାରିଖଠାରୁ…