Daily Archives

September 14, 2018

ପୋଲିଓ ଛଡେଇ ନେଇଛି ପରିବାରର ହସ ! ଅଭିଶପ୍ତ ଜୀବନ ବିତାଉଛନ୍ତି ଜଗତସିଂହପୁରର ଚନ୍ଦନ ଓ ଲିପିକା, ସ୍ୱାବଲମ୍ବୀ ହେବା…

କନକ ବ୍ୟୁରୋ : ଗରିବ, ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି । ହେଲେ ପ୍ରକୃତ ହୀତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ପହଁଚି ପାରୁନଥିବା ଭଳି ମନେ ହୁଏ । ଏକଥା ଆମେ କହୁନୁ । ଜଗତସିଂହପୁର ଜିଲ୍ଲା ସିଦ୍ଧଳ ଗାଁର ଚନ୍ଦନ ଓ ଲିପିକାଙ୍କୁ ଦେଖିଲେ ସରକାରୀ ଯୋଜନାର…

ସୁନାର ଫସଲ ଧୋଇନେଲା ବୈତରଣୀ ବନ୍ୟା ! ହଜାର ହଜାର ହେକ୍ଟର ଜମିରେ ନଷ୍ଟ ହେଲା ଅମଳକ୍ଷମ ଧାନ ଫସଲ, କ୍ଷତିପୂରଣ ଦାବି ।

କନକ ବ୍ୟୁରୋ : ବର୍ଷା ଉଜାଡି ଦେଇଛି ଫସଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ଫଳାଇଥିବା ସୁନାର ଫସଲ  ନଷ୍ଟ ହେବା ଦେଖି ହତାସ ହୋଇପଡିଛି ଚାଷି । ରୁଆ ଧାନ ବିଲ ସାଙ୍ଗକୁ ଦିନ କେଇଟା ପରେ ଅମଳ ହେବାକୁ ଥିବା ପାଚିଲା ଧାନ କ୍ଷେତରେ ଜମି ରହିଛି ପାଣି । ଫଳରେ କେଉଁଠି ରୁଆ ଧାନ ସବୁ ପଚି…

ଆମେରିକା ବ୍ଲାଷ୍ଟନରେ ଗ୍ୟାସ ପାଇପ୍ ଲାଇନ୍ ବିସ୍ପୋରଣ ! ୭୦ଟି ସ୍ଥାନରେ ଲାଗିଲା ନିଆଁ, ଜଣେ ମୃତ, ୧୨ ଆହତ,…

କନକ ବ୍ୟୁରୋ : ଆମେରିକାର ବ୍ଲାଷ୍ଟନରେ ଗ୍ୟାସ ପାଇପ ଲାଇନ ବିସ୍ପୋରଣ ହୋଇଛି । ଏହି ବିସ୍ପୋରଣରେ ଅନେକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଯେଉଁଠାରେ ଏହି ବିସ୍ପୋରଣ ହୋଇଛି ସେଠାରୁ ରହିଥିବା ଲୋକଙ୍କୁ ସୁରକ୍ଷା…

ପୁଣି ମୁଣ୍ଡ ବିନ୍ଧାଇଲା ତେଲ ଦର ! ମୁମ୍ବାଇରେ ୯୦ ଛୁଇଁଲା ପେଟ୍ରୋଲ, ଶହେ ଟପିଯିବା ଆଶଙ୍କା ପ୍ରକାଶ କଲେ ବିଶେଷଜ୍ଞ,…

କନକ ବ୍ୟୁରୋ : ବଢୁଛି ତୈଳ ଦର । ଦିନକୁ ଦିନ ତୈଳ ଦରର ଦାମ ବଢ଼ିବାରେ ଲାଗିଛି । ତୈଳ ଦର ବଢ଼ିବାକୁ ନେଇ ରାଜନୀତି ମହଲରେ ମଧ୍ୟ ଆରୋପ ପ୍ରତ୍ୟାରୋପ ଦେଖାଦେଇଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୧ ଟଙ୍କା ୨୮ ପଇସା ଥିବା ବେଳେ ଡ଼ିଜେଲ ଲିଟର ପିଛା ୭୩ ଟଙ୍କା ୩୦ ପଇସା ରହିଛି । ସେହିପରି…

ଭାରତର ବିଫଳତା ନେଇ ଗାଭାସ୍କରଙ୍କ ବୟାନ୍ ! କହିଲେ, ଇଂଲଣ୍ଡକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ନଥିଲା ଭାରତ,…

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଭାରତର ୧-୪ରେ ସିରିଜ ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି କ୍ରିକେଟର ସୁନିଲ ଗାଭାସ୍କର । ଗାଭାସ୍କର କହିଛନ୍ତି ବିରାଟ କୋହଲିଙ୍କୁ ଆହୁରି ଶିଖିବାର ଅଛି । ଖାଲି ସେତିକି ନୁହେଁ, ଭାରତ ସିରିଜ ହାରିବାରେ କିଛି…

ଦିନଥିଲା ଜ୍ୟାକ ମାକୁ ଚାକିରି ଦେଇନଥିଲା କେଏଫସି ! କଠିନ ପରିଶ୍ରମ କରି ଛିଡ଼ା କରାଇଲେ ୩ ଲକ୍ଷ କୋଟି ଟଙ୍କାର କମ୍ପାନୀ

କିଛି ଦିନ ପୂର୍ବରୁ ଖବର ଆସିଥିଲା ଇ-କମର୍ସ କମ୍ପାନୀ ଆଲିବାବାର ସହ ପ୍ରତିଷ୍ଠାତା ତଥା କାର‌୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଜ୍ୟାକ୍ ମା ଅବସର ନେବେ । ଏହାପରେ ସେ ଶିକ୍ଷା କ୍ଷେତ୍ରରେ ତଥା ଜନକଲ୍ୟାଣ କାର୍ଯ୍ୟରେ ମନ ଦେବେ । ପୁଣି ପରେ ଖବର ଆସିଥିଲା ସେ କମ୍ପାନୀରୁ ଅବସର ନେବେନି ବରଂ…