Daily Archives

September 9, 2018

ଢେଙ୍କାନାଳ ଜିଲ୍ଲା ହସ୍ପିଟାଲରେ ଅଭାବନୀୟ ଘଟଣା : ଡାକ୍ତରଙ୍କ କଳି ଭିତରେ ଚାଲିଗଲା ରୋଗୀଙ୍କ ଜୀବନ

କନକ ବ୍ୟୁରୋ : ଡାକ୍ତର ମଣିଷ ସମାଜ ପାଇଁ ଭଗବାନ ସଦୃଶ । କାରଣ ତାଙ୍କ ଯୋଗୁଁ ଦୁର୍ଲଭ ଜୀବନ ବଂଚିପାରୁଛି । ହେଲେ ଆମେ ଡାକ୍ତରଙ୍କ ଉପରେ ଯେତେ ବିଶ୍ୱାସ କରୁଛୁ, ସେମାନେ କ’ଣ ତାଙ୍କ କାମ ପ୍ରତି ସେତିକତ ଯତ୍ନଶୀଳ ? ଆଜିକାଲି ବିଭିନ୍ନ ସମୟରେ ଖବର ଆସୁଛି ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ…

ପୁରୀରେ ମଣିଷ ଖପୁରୀକୁ ନେଇ ଚାଂଚଲ୍ୟ : ବସ୍ତା ଭିତରୁ ମିଳିଲା ୭ଟି ଖପୁରୀ, ସମୁଦ୍ର କୂଳ ଥାନା ପୁଲିସର ତନାଘନା

କନକ ବ୍ୟରୋ : ପୁରୀ ସହରରେ ଏକ ହସ୍ପିଟାଲ ପଛପାଖରେ ଖପୁରୀ ମିଳିବାକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ସନ୍ଦେହ କରାଯାଉଛି ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ କେହି ଏହି ଖପୁରୀ ସବୁକୁ ବସ୍ତାରେ ଆଣି ପକାଇଦେଇଛି । ଅନ୍ୟପକ୍ଷରେ ପୋଲିସ ଖପୁରୀର ପରୀକ୍ଷା ପାଇଁ ଫୋରନସିକ ଲ୍ୟାବକୁ ପଠାଇବ ବୋଲି…

ସମସ୍ୟା ବଢ଼ାଇଲା ସାଳନ୍ଦୀ ନଦୀର ଉଗ୍ରରୂପ ! ଭଦ୍ରକରେ ପାଣିରେ ବୁଡ଼ିଲା ରାସ୍ତାଘାଟ, ମନ୍ଦିର ଓ ଘରଦ୍ୱାର, ଚାଷ ଜମିରେ ବି…

କନକ ବ୍ୟୁରୋ : ବର୍ଷା ବନ୍ଦ ହେଲା , ଜଳସ୍ତର ବି କମିଲା । ହେଲେ ବିପଦ ବଢାଇଲା ବନ୍ୟାଜଳ । ଭଦ୍ରକରେ ଫୁଲୁଛି ସାଳନ୍ଦୀ ନଦୀ । ଗାଁ ଗାଁରେ ବନ୍ୟା ପାଣି ପଶିଛି । ସେପଟେ ବୈତରଣୀରେ ଜଳସ୍ତର କମିଥିଲେ ବି ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ୪ ଶହରୁ ଅଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।…

ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆନାରା ! ‘ଅଜେୟ ଭାରତ ଅଟଳ ବିଜେପି’ ।

କନକ ବ୍ୟୁରୋ : ଦିଲ୍ଲୀରେ ଅନୁଷ୍ଠିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଜେପି କର୍ମକର୍ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅଜୟ ଭାରତ ଅଟଳ ବିଜେପି’ର ସ୍ଲୋଗାନ ଦେଇଛନ୍ତି । ସବକା ସାଥ ସବକା ବିକାଶର ସଫଳତା କଥା ଦୋହରାଇଛନ୍ତି ମୋଦି । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଲିସି ଏବଂ…

ଗ୍ରାହକଙ୍କ ପାଇଁ ଏୟାରଟେଲର ଦମଦାର ଅଫର ! ମିଳିବ ୩୦୦ଶହ ଟଙ୍କାର ରିହାତି ସହିତ ୨୦ ଜିବି ଅତିରିକ୍ତ ଡାଟା ।

ଏୟାରଟେଲ କିଛିଦିନ ହେବ ନିଜର ପୋଷ୍ଟପେଡ୍ ପ୍ଲାନ୍ ଉପରେ ଅଧିକ ଧ୍ୟାନ ଦେଉଛି। ଏବେ କମ୍ପାନି ନିଜର ପୋଷ୍ଟପେଡ୍ ଗ୍ରାହକଙ୍କୁ ଏକ ଉପହାର ଦେଇଛି। କମ୍ପାନି ବ୍ୟବହାରକାରିଙ୍କୁ ୩୯୯ଟଙ୍କାର ରିଚାର୍ଜ କରିବା ଦ୍ୱାରା ୬ମାସ ପର‌୍ୟ୍ୟନ୍ତ ୩୦୦ ଟଙ୍କାର (୫୦ଟଙ୍କା/ପ୍ରତିମାସ)ର ଡିସ୍କାଉଣ୍ଟ ଦେଉଛି।…

ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ ଦୀପ୍ତିକୁ ଗିରଫ କଲା କ୍ରାଇମବ୍ରାଞ୍ଚ !  ଜଗତସିଂହପୁର ଓ ଭୁବନେଶ୍ୱରରେ ଚଢ଼ାଉ କରି…

କନକ ବ୍ୟୁରୋ : ଧରାପଡିଲା ଗ୍ୟାଙ୍ଗଷ୍ଟର ଟିଟୋର ‘ଡାହାଣ ହାତ’ । ଉଭୟ ଜଗତସିଂହପୁର ଓ ଭୁବନେଶ୍ୱରରେ ଛାପା ମାରିବା ପରେ ଟିଟୋର ସହଯୋଗୀ ଦୀପ୍ତିରଂଜନ ଦାସକୁ ଉଠାଇ ଆଣିଛି ଏସଟିଏଫ୍ । ଚଢାଉ ବେଳେ ଦୀପ୍ତି ନିକଟରୁ ବନ୍ଧୁକ, ଗୁଳି ଜବତ କରାଯିବା ସହ ଲକ୍ଷ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଓ ବୀମା…