Daily Archives

September 9, 2018

ଗାନ୍ଧି ଜୟନ୍ତୀ ପାଇଁ ରେଳବାଇ ପ୍ରସ୍ତୁତ କଲା ସ୍ୱତନ୍ତ୍ର ଖାଦ୍ୟ ତାଲିକା ! ଅକ୍ଟୋବର ୨ରେ ଯାତ୍ରୀଙ୍କୁ ମିଳିବ କେବଳ…

ଯଦି ଆପଣ ଅକ୍ଟୋବର ଦୁଇରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା ରଖିଛନ୍ତି ତେବେ ଏହି ଦିନ ଟ୍ରେନରେ କେବଳ ନିରାମିଷ ଖାଦ୍ୟ ଖାଇବାକୁ ପଡ଼ିବ। ଅକ୍ଟୋବର ୨ ତାରିଖ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆଇଆରସିଟିସି ସ୍ୱତନ୍ତ୍ର ନିରାମିଷ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛି। ଏଥିରେ…

ଆଇଆରସିଟିସିର ନୂଆ ନାମ ଚୟନ ପାଇଁ ଚାଲିଛି ପ୍ରତିଯୋଗିତା ! ଆପଣ ବି ଭାଗନିଅନ୍ତୁ ଓ ଆକର୍ଷଣୀୟ ପୁରସ୍କାର ରାଶି ଜିତନ୍ତୁ

କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ । ସରକାରଙ୍କ ଜରିଆରେ ଆପଣ ଅତି ସହଜରେ ଲକ୍ଷେ ଟଙ୍କାର ମାଲିକ ହୋଇପାରିବେ । କେବଳ ଜଣେ ବ୍ୟକ୍ତି ହିଁ ଏହାର ଭାଗ୍ୟଶାଳୀ ବିଜେତା ହୋଇପାରିବେ । ଦୁଇ ମାସ ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ।…

ସଡ଼କ କଡ଼େ କଡ଼େ ଥାଏ ଭିନ୍ନ ଭିନ୍ନ ରଙ୍ଗର ପଥର ! ଜାଣନ୍ତୁ ଏହାର ଅର୍ଥ କ’ଣ ?

ବୁଲାବିଲି କରିବା ପାଇଁ ସମେସ୍ତ ପସନ୍ଦ କରନ୍ତି । ସଡ଼କରେ ଯାତ୍ରା କରିବାର ମଜା କିଛି ଅଲଗା ଥାଏ । ସାଙ୍ଗ ସାଥୀ ହୁଅନ୍ତୁ କିମ୍ବା ପରିବାର ସହ ଯାତ୍ରା, ସମସ୍ତଙ୍କ ପାଇଁ ଆଣିଦେଇଥାଏ ନିଆରା ଅନୁଭୂତି । କିନ୍ତୁ ଏହି ଯାତ୍ରା କରିବା ସମୟରେ କେବେ ଧ୍ୟାନ ଦେଇଛନ୍ତି କି ରାସ୍ତା କଡରେ…

କୋଟି କୋଟି ଟଙ୍କାରେ ନିର୍ମାଣ ହେଲା ପୋଲ ! ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ, କିନ୍ତୁ ମାତ୍ର ୩ ମାସରେ ଭାସିଗଲା ପୋଲ ।

ଲୋକାର୍ପଣ ହେବାର ମାତ୍ରା କିଛିଟା ଦିନ ପରେ ପାଣି ସ୍ରୋତରେ ଭାସିଗଲା ଏକ ବଡ ପୋଲ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୋହରି ଠାରେ । ଗତ ତିନି ମାସ ତଳେ କେନ୍ଦ୍ରମନ୍ତ୍ରୀ କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ପୋଲଟିକୁ ଉଦଘାଟନ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ,…

ଦିଲ୍ଲୀ ଏନସିଆର୍ ଅଂଚଳରେ ଭୂମିକମ୍ପ ! ଭୟରେ ପଦାକୁ ବାହାରି ଆସିଲେ ଲୋକେ

କନକ ବ୍ୟୁରୋ : ଦିଲ୍ଲୀ-ଏନସିଆର ଅଂଚଳରେ ରବିବାର ଅପରାହ୍ନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାଜଧାନୀ ଦିଲ୍ଳୀର ଅନେକ ସ୍ଥାନରେ ଭୂକମ୍ପ ହୋଇଛି ବୋଲି ରାଜଧାନୀ ବାସିନ୍ଦା ଟୁଇଟ୍ କରିଛନ୍ତି । ଭାଗ୍ୟକୁ ଏହି ଭୂକମ୍ପ ପ୍ରଭାବରେ କୌଣସି କ୍ଷତି ଘଟିନାହିଁ। ତଥାପି ଭୟରେ ଭୂମିକମ୍ପ ଝଟକା…

ଜେଜେଙ୍କ ହାତରୁ କୁନି ଶିଶୁକୁ ଝାମ୍ପିନେଲା ମାଙ୍କଡ ! ରାସ୍ତାରେ ପଡି ଚାଲିଗଲା ନବଜାତ ଶିଶୁର ଜୀବନ ।

ରାଜସ୍ଥାନର ଧୋଲପୁଲ ଜିଲ୍ଲା ରାଜାଖୋଡାସ୍ଥିତ ବୈଷିକ ସ୍କୁଲ ସାମ୍ନାରେ ଏକ ଅଭାବନୀୟ ଓ ଲୋମ ଟାଙ୍କୁରା ଘଟଣା ଘଟିଛି। ଗୋଟିଏ ମାଙ୍କଡ଼ ଛାତ ଉପରେ ବୁଲୁଥିବା ଜେଜେଙ୍କ ହାତରୁ ତାଙ୍କ ନାତିକୁ ନେଇ ଚମ୍ପଟ ମାରିଥିଲା । ମାଙ୍କଡ଼ଟି ଛାତ ଉପରେ ଦଉଡୁ ଥିବା ସମୟରେ ତାର ହାତରୁ ଶିଶୁଟି ଖସି ପଡ଼ିଥିଲା…