Daily Archives

September 3, 2018

ମାଲକାନଗିରିରେ ଜୋର ଧରିଲା ଗୁରୁପ୍ରିୟା ରାଜନୀତି : କଂଗ୍ରେସ ଆଣିଲା ଦୁର୍ନୀତିର ଅଭିଯୋଗ

କନକ ବ୍ୟୁରୋ : ସମ୍ପର୍କର ସେତୁ ଗୁରୁପ୍ରିୟାକୁ ନେଇ ବିବାଦ ଥମୁନଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଜୋର ଧରିିଛି । ପି.ସି.ସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ ଗୁରୁପ୍ରିୟା ଗସ୍ତ କରି ସେତୁ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇ ଥିବା ଅଭିଯୋଗ କରିଛନ୍ତି । ଏହି ଗୁରୁପ୍ରିୟାକୁ…

କ୍ରିକେଟକୁ ବାଏ ବାଏ କଲେ କୁକ୍ । ଭାରତ ବିପକ୍ଷରେ ଓଭାଲରେ ଖେଳିବେ ଶେଷ ମ୍ୟାଚ୍

କ୍ରିକେଟକୁ କୁକଙ୍କ ବାଏ ବାଏ । ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟସମ୍ୟାନ ଆଲିଷ୍ଟର କୁକ୍ ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତି ନେଇଛନ୍ତି । ଭାରତ ବିପକ୍ଷରେ ଓଭାଲରେ ହେବାକୁ ଥିବା ପଞ୍ଚମ ଟେଷ୍ଟ ଖେଳିବା ସହ କ୍ରିକେଟକୁ ଅଲବିଦା କହିବେ କୁକ୍ ।…

କର୍ଣ୍ଣାଟକରେ କଂଗ୍ରେସର ବିଜୟ ଶୋଭାଯାତ୍ରାରେ ଏସିଡ ଆଟାକ୍ । ୧୦ କଂଗ୍ରେସ କର୍ମୀ ଗୁରୁତର ଆହତ

କର୍ଣ୍ଣାଟକରେ ପଞ୍ଚାୟତ ନିର୍ବାଚନରେ ବାଜି ମାରିଛି କଂଗ୍ରେସ । ଆଜି ଭୋଟ ଗଣତି ହେବା ସହ ଗୋଟିଏ ପରେ ଗୋଟିଏ ଆସନର ଫଳାଫଳ ସାମ୍ନାକୁ ଆସୁଛି । ପ୍ରଥମ ସ୍ଥାନରେ କଂଗ୍ରେସ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବିଜେପି ରହିଛି । ସେହିଭଳି ଜେଡିଏସ ଏହି ଦୌଡରେ ତୃତୀୟ ସ୍ଥାନରେ ରହିଛି ।…

ସ୍ୱାଭିମାନ ଅଞ୍ଚଳରେ ବିଜୁଳି ନାହିଁ ! ପୋଲ ଉପରେ ପାଣି ଯାଉଛି ବୋଲି ୩ ଦିନ ଧରି ଆଲୁଅ ଜଳୁନି ।

ଚିତ୍ରକୋଣ୍ଡା ବିଛିନାଞ୍ଚଳ କୁହା ଯାଉଥିବା ବର୍ତମାନର ସ୍ୱାଭିମାନ ଅଂଚଳରେ ଗତ ତିନି ଦିନ ଧରି ବିଦ୍ୟୁତ ସେବା ବନ୍ଦ ରହିଛି । ସାତଟି ପଞ୍ଚାୟତ ର ୧୫୧ ଗ୍ରାମ ବର୍ତମାନ ଅନ୍ଧାରି ଘେରରେ ଛନ୍ଦି ହୋଇପଡ଼ିଛି । କାରଣ ସିଲିଗୁମା ଏବଂ ବୁଡିଗେଟା ନାଳ ମଝିରେ ପୋଲ ସହିତ ତାର ପାଣିରେ ବୁଡି ଯାଇଛି ।…

ଦୁଇ ଓଡିଆ ହକି ଖେଳାଳିଙ୍କୁ ପୁରଷ୍କାର । ହକି ଖେଳରେ ବ୍ରୋଞ୍ଜ ଜିତିଲେ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଲେଖାଏଁ ଦେଲେ

କନକ ବ୍ୟୁରୋ: ଝିଅଙ୍କ ପରେ ଏବେ ପୁଅଙ୍କ ପାଇଁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଥିଲା । ବିପକ୍ଷ ଦଳ ପାକିସ୍ତାନକୁ ୨-୧ ଗୋଲରେ ମାତ୍ ଦେଇ ବ୍ରୋଞ୍ଜ ପଦକ ହାତେଇଥିଲା ଭାରତୀୟ ପୁରୁଷ ହକି ଟିମ୍ । ଯାହାକୁ ନେଇ…

ମନ ଜିଣିନେଲା କେରଳ ଭିକାରୀଙ୍କ ବଦାନ୍ୟତା : ବନ୍ୟା ପୀଡ଼ିତଙ୍କୁ ଦାନ କଲେ ଭିକ ମାଗି ସଂଗ୍ରହ କରିଥିବା ୯୪ ଟଙ୍କା

କେରଳ ବନ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଓ ଅନେକ ଲୋକଙ୍କ ବାସସ୍ଥାନ ଉଜୁଡି ଯାଇଛି । ଶତାବ୍ଦୀର ସବୁଠାରୁ ଭୟଙ୍କର ଦୁ୍ଃଖ ସହୁଥିବା କେରଳକୁ ସାରା ଦେଶରୁ ବଡ଼ ସ୍ତରରେ ସହାୟତା ମିଳୁଛି । ସମସ୍ତ ଲୋକ ନିଜ କ୍ଷମତା ହିସାବରେ କେରଳର ସହାୟତା କରୁଛନ୍ତି । ନେତା, ଅଭିନେତା, ଜନ…