Daily Archives

September 3, 2018

ଟ୍ରେନ ଠାରୁ ଶସ୍ତା ହେଲା ବିମାନ ଯାତ୍ରା ! ମାତ୍ର ୯୯୯ ଟଙ୍କାରେ ଏହି କମ୍ପାନୀ ଦେଉଛି ବିମାନ ଯାତ୍ରା କରିବାର ସୁଯୋଗ,…

ଯଦି ଆପଣ କେଉଁଆଡେ ବୁଲି ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଟ୍ରେନ ଠାରୁ ମଧ୍ୟ କମ୍ ଟଙ୍କାରେ ବିମାନରେ ଯାତ୍ରା କରିପାରିବେ । ଦେଶର ସବୁଠାରୁ ବଡ କମ୍ପାନୀମାନଙ୍କ ମଧ୍ୟରେ ଇଣ୍ଡିଗୋ ଆପଣଙ୍କୁ ଏହି ଅଫର ଦେଉଛି । ପ୍ରକୃତ କଥା ହେଉଛି ଇଣ୍ଡିଗୋ ନିଜର ୧୦ ଲକ୍ଷ ସିଟ୍ ପାଇଁ ସେଲ୍ ଆରମ୍ଭ କରିଛି…

ହଜାର ହଜାର ଲୋକଙ୍କ ସାମ୍ନାରେ SP ଝିଅକୁ ସଲାମ କଲେ DCP ବାପା । ଲୋକେ ହୋଇଗଲେ ତାଜୁବ

ପ୍ରତି ବାପା ଓ ମା’ଙ୍କର ସ୍ୱପ୍ନ ଥାଏ କି ସେମାନଙ୍କ ସନ୍ତାନ ଏମିତି କାମ କରୁ ଯାହା ପାଇଁ ସେମାନେ ଗର୍ବ ଅନୁଭବ କରିବେ । ଜଣେ ବାପାଙ୍କ ପାଇଁ ଖୁସିର ମୂହୂର୍ତ୍ତ ସେତେବେଳେ ଆସିଥାଏ ଯେତେବେଳେ ସନ୍ତାନ ମଧ୍ୟ ତାଙ୍କ ଠାରୁ ଅଧିକ ସଫଳତା ଲାଭ କରିଥାନ୍ତି । ଆଉ ସେହି ସମୟରେ ନିଜ ସନ୍ତାନ ପାଇଁ…

ପାର୍ବଣ ପାଇଁ ପ୍ରସ୍ତୁତି । ଦେବୀ ଦୁର୍ଗାଙ୍କ ଧରାବତରଣ ପ୍ରସ୍ତୁତି ନେଇ କୂଆଖାଇ ନଦୀ ପଠାରୁ ମାଟି ଅନୁକୂଳ କଲେ…

ପାଖେଇ ଆସୁଛି ଶାରଦୀୟ ପାର୍ବଣର ଉତ୍ସବ । ମା ଜଗତଜନନୀ ଦେବୀ ଦୁର୍ଗାଙ୍କୁ ଧରାବତରଣରେ ସ୍ୱାଗତ ପାଇଁ ନଦୀ ପଠାରୁ ଆସିଛି ମାଟି। ଏଥିସହ ମନ ମୋହିବାକୁ ମହା ଆଡ଼ମ୍ବରରେ ପାଦ ଥାପିଛି ପାର୍ବଣ ଋତୁ। ଶାରଦୀୟ ଦୁର୍ଗା ପୂଜାର ଆଦ୍ୟ ପର୍ବରେ କୁଆଖାଇ ନଦୀପଠା ଆଜି ଲୋକାରଣ୍ୟ ହୋଇଥିଲା। ଘଣ୍ଟ, ଶଙ୍ଖ,…

ସରୁନି କେରଳବାସୀଙ୍କ ଦୁଃଖ ! ବ୍ୟାପୁଛି ‘ରେଟ୍ ଫିବର’, ନେଲାଣି ୪୦ରୁ ଅଧିକ ଜୀବନ । ଜାଣନ୍ତୁ ଏହାର ଲକ୍ଷଣ

ଗତ ମାସ କେରଳରେ ଆସିଥିବା ଜଳ ପ୍ରଳୟ ପରେ ଏବେ ସେଇଠି ମହାମାରୀର ପ୍ରକୋପ ବ୍ୟାପୁଛି । ଏଥିରେ ସବୁଠାରୁ ଅଧିକ ବିପଦଜନକ ହେଉଛି ‘ରେଟ୍ ଫିବର’ । ସୂଚନା ମୁତାବକ, ଏପର୍ଯ୍ୟନ୍ତ ରେଟ୍ ଫିବରରେ ସେଇଠି ୪୩ ଲୋକଙ୍କ ମୃତ୍ୟୁ ହୋଇସାରିଛି । ରେଟ୍ ଫିବର ଅର୍ଥାତ୍ ଲେପ୍ଟୋସପାଇରୋସିସ୍ ଯୋଗୁଁ ଆଉ ୩…

ନିୟମ ଭାଙ୍ଗିଲେ ବି ଗାଡିରୁ ଚାବି କାଢିପାରିବେନି ଟ୍ରାଫିକ୍ ପୁଲିସ୍ ! ଜାଣନ୍ତୁ କେଉଁ ପରିସ୍ଥିତିରେ ରଦ୍ଦ ହୋଇପାରେ…

ଡ୍ରାଇଭିଂ କରିବାକୁ ଆମକୁ ଯେମିତି ମଜା ଆସିଥାଏ, ସେତିକି ହିଁ ଟେନସନ ମଧ୍ୟ ହୋଇଥାଏ । ଅଜାଣତରେ ହେଉ ସୁଦ୍ଧା ଯଦି ଆମ ଦ୍ୱାରା ଟ୍ରାଫିକର କୌଣସି ବି ନିୟମ ଭାଙ୍ଗ ହୋଇଯାଏ ତେବେ ପକେଟରୁ ୫୦୦ରୁ ୧୦୦୦ଟଙ୍କା ଯିବା ଏକପ୍ରକାରେ ସୁନିଶ୍ଚିତ । କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁଭଳି ଭାବରେ ଆମ…

ପୋଷ୍ଟ ଅଫିସ,ପେ ଟିଏମ୍ ନା ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ! ଜାଣନ୍ତୁ କେଉଁ ପେମେଣ୍ଟ ବ୍ୟାଙ୍କ୍ କେତେ ସୁରକ୍ଷିତ ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ଲଞ୍ଚ୍ କରିଛନ୍ତି । ସେପ୍ଟେମ୍ବର ୧ ତାରିଖରୁ ଏହାର ୬୫୦ ଶାଖା ମଧ୍ୟ କାର୍ଯ୍ୟ କରିବା ଆରମ୍ଭ କରିଦେଇଛି । ତେବେ ଡାକ ବିଭାଗ ତରଫରୁ ଆରମ୍ଭ କରାଯାଇଥିବା ଏହା ପ୍ରଥମ ପେମେଣ୍ଟ୍ ବ୍ୟାଙ୍କ ନୁହଁ । ଏହା ପୂର୍ବରୁ…