Daily Archives

May 21, 2018

ଭୋକିଲାଙ୍କୁ ମୁହଁରେ ହସ ଫୁଟାଉଛନ୍ତି ହାଇଦ୍ରବାଦର ଅଜହର ! ୬ବର୍ଷ ହେବ ମାଗଣାରେ ଯୋଗାଉଛନ୍ତି ଖାଦ୍ୟ

ଆଜିକାଲି ଦୁନିଆ ଏପରି ହେଲାଣି ଲୋକେ ନିଜକୁ ନେଇ ବ୍ୟସ୍ତ । ଅନ୍ୟ କଥା ଚିନ୍ତା କରିବା ପାଇଁ କାହା ପାଖରେ ଯେପରି ସମୟ ହିଁ ନାହିଁ । ବର୍ତ୍ତମାନ ସମୟରେ କାହାର ଦୁର୍ଘଟଣା ହେଲେ ଲୋକେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ତା’ର ଭିଡ଼ିଓ ତିଆରି କିରବା ପାଇଁ ଅଧିକ ପସନ୍ଦ…

ବେଲଗାମ୍ ହେଉଛି ପେଟ୍ରୋଲ ଦର, ସାରା ଦେଶରେ ଅସନ୍ତୋଷ ! ଓଡ଼ିଶାରେ ଟପିଲା ୭୬, ମୁମ୍ବାଇରେ ଦର ୮୪

କନକ ବ୍ୟୁରୋ : ବେଲଗାମ ହୋଇଯାଇଛି ପେଟ୍ରୋଲ ଦର । ଦିନକୁ ଦିନ ଦର ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ନିର୍ବାଚନ ପରେ ପରେ ପ୍ରତ୍ୟକ ଦିନ ଦର ବଢ଼ୁଥିବା ଲକ୍ଷ୍ୟ କରାଯାଇଛି । ଆଜି ପେଟ୍ରୋଲ ଦର ଓଡିଶାରେ ୭୬ ଟଙ୍କା ଟପିଯାଇଛି । ସେପଟେ ଡିଜେଲ ଦର ମଧ୍ୟ ଓଡିଶାରେ ୭୩ ଟଙ୍କା ଟପି ଯାଇଛି । ସେପଟେ…

ସାଧାରଣ ଲୋକଙ୍କୁ ଝଟକା ଦେବ ଆରବିଆଇ ! ବଢ଼ିପାରେ ଋଣର ଇଏମଆଇ

ପେଟ୍ରୋଲ ଡିଜେଲର ବଢ଼ୁଥିବା ଦର ମଧ୍ୟରେ ଆଗାମୀ ମାସରେ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଲାଗିପାରେ । ଏଥର ଏହି ଝଟକା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ମିଳିବ । ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ, ଆରବିଆଇ ରେପୋ ରେଟ ବୃଦ୍ଧି କରିପାରେ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ । ଆଉ…

ଜନସାଧାରଣଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ : ଓଡ଼ିଶା ଯାତାୟାତ କରୁଥିବା ୨ଟି ଟ୍ରେନ୍…

ଦିଲ୍ଲୀ ସରାଇ ରୋହିଲ୍ଲା, ହଜରତ୍ ନିଜାମୁଦ୍ଦିନ୍, ନୂଆଦିଲ୍ଲୀ, ଦିଲ୍ଲୀ ଏବଂ ଆନନ୍ଦ ବିହାର ଟର୍ମିନାଲରୁ ଚଳାଚଳ କରୁଥିବା ୧୮ଟି ଟ୍ରେନର (ଅପ୍-ଡାଉନ୍) ଟର୍ମିନାଲ୍ ପରିବର୍ତ୍ତନ କରିଛି ଭାରତୀୟ ରେଳବାଇ। ୧୮ଟି ଟ୍ରେନରୁ (୯ଟି ଅପ୍/ଡାଉନ୍) ତିନୋଟି ଟ୍ରେନର ଟର୍ମିନାଲ୍ ଥିଲା ଦିଲ୍ଲୀ ସରାଇ…

‘ରେସ୍ – ଥ୍ରୀ’ ସେଟରେ ସଲମାନଙ୍କ ଭିନ୍ନ ଅନ୍ଦାଜ : ଆକ୍ଟିଂ ଛାଡି ନିର୍ଦ୍ଦେଶନା ଦେଲେ ବଲିଉଡ୍ ଭାଇଜାନ୍

ଯେବେଠାରୁ ‘ରେସ୍–ଥ୍ରୀର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି, ଫିଲ୍ମକୁ ନେଇ ରିତିମତ କିଛି ନା କିଛି ନୂଆ ଖବର ଆସୁଛି । ପ୍ରଥମେ ଆକ୍ସନରେ ଭରପୁର ଟ୍ରେଲର୍ ଦେଖି ଫ୍ୟାନମାନେ ହେଲେ ଉତ୍ସାହିତ । ଏହାପରେ ଆସିଲା ଫିଲ୍ମର ପ୍ରଥମ ଡ୍ୟାନ୍ସ ସଙ୍ଗ । ଆଉ ଏହି ଗୀତକୁ ବି ଦର୍ଶକ କଲେ ଢେର୍ ପସନ୍ଦ ।…

ଆପଣାନ୍ତୁ ଏହି ୫ଟି ଉପାୟ ! ଶସ୍ତାରେ ପାଇପାରିବେ ପେଟ୍ରୋଲ ଏବଂ ଡିଜେଲ ।

ତେଲ ଦର ଦିନକୁ ଦିନ ବଢିବାରେ ଲାଗିଛି । ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତ ଭାବେ ବଢିବା କାରଣରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋମବାର ଦିନ ପେଟ୍ରୋଲ ଦର ୩୩ ରୁ ୩୪ ପଇସା ବଢିଥିବା ବେଳେ ଡିଜେଲ ଦର ୨୫ ରୁ ୨୭ ପଇସା ବଢିଛି । ଏହା ସହିତ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର…