Browsing Category

ଦେଶ ବିଦେଶ

ମୃତ୍ୟୁର କିଛି କ୍ଷଣ ପୂର୍ବର ଫଟୋ! ଜଣେ ବୁଡିଗଲା , ତାକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ୬ ଭାଇ ଭଉଣୀ

କନକ ବ୍ୟୁରୋ: କାନପୁରରେ ପାଣିରେ ବୁଡି ମୃତ୍ୟୁ ଘଟଣାରେ ହଇଚଇ ସୃଷ୍ଟି ହୋଇଛି । କାନପର ବିହ୍ଲୌର ସ୍ଥିତ ଗଙ୍ଗାଘ।।ଟରେ ପାଣିରେ ପଶି ଫଟୋ ଉଠାଉଥିବା ସମୟରେ ପାଣିରେ ବୁଡିଯାଇ ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟମାନଙ୍କୁ…
Read More...

ଅନ୍ଧାରରେ ବାଂଲାଦେଶ: ଜରୁରୀ ସେବା ଅଚଳ, ଜନଜୀବନ ପ୍ରଭାବିତ

କନକ ବ୍ୟୁରୋ: ବାଂଲାଦେଶରେ ମଙ୍ଗଳବାରଦିନ ଗ୍ରୀଡ ବିଫଳ ହେବାରୁ ଦେଶରେ ଅଧିକାଂଶ ଅଂଚଳ ଅନ୍ଧାରକୁ ଚାଲିଯାଇଛି । ଏହା ଫଳରେ ଦେଶର ଅନେକ ଅଂଚଳରେ ଜରୁରୀ ସେବା ଓ ଜନଜୀବନ ପ୍ରଭାବିତ ହୋଇଛି । ବାଂଲାଦେଶର ସମ୍ବାଦପତ୍ର ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଅପରାହ୍ନ ୨ଟା…
Read More...

ଶୋପିଆନ୍‌ରେ ଏନକାଉଣ୍ଟର : ୩ ଆତଙ୍କବାଦୀ ନିପାତ, କମ୍ବିଂ ଅପରେସନ୍ ଜାରି

କନକ ବ୍ୟୁରୋ: ମଙ୍ଗଳବାର ରାତିରେ ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହେବାରୁ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି ।ଏମାନେ ଜୈଶ-ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି । ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁ କାଶ୍ମୀର…
Read More...

ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା, ୩୨ ଜଣ ଯାତ୍ରୀଙ୍କ ମୃତ୍ୟୁ : ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ଏସଡିଆରଏଫ୍ ଟିମ୍ ସାମିଲ

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣାରେ ୩୨ ଜଣ ଯାତ୍ରୀଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ ପୌରି ଗଡୱାଲରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ୫୦୦ ମିଟର ଖାତକୁ ବସ୍ ଖସି ପଡିଥିଲା । ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି…
Read More...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବଡ ବୟାନ ଦେଲେ ଶଶି ଥରୁର : କହିଲେ, ସେ ନିର୍ବାଚନ ନ ଲଢନ୍ତୁ ବୋଲି ଚାହୁଁଛନ୍ତି…

କନକ ବ୍ୟୁରୋ : ଅକ୍ଟୋବର ୧୭ରେ ହେବ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ନେତା ତଥା ନିର୍ବାଚନର ଅନ୍ୟତମ ପ୍ରାର୍ଥୀ ଶଶି ଥରୁର ଏକ ବଡ ବୟାନ ଦେଇଛନ୍ତି । ଶଶି କହିଛନ୍ତି ଦଳର ଏମିତି କିଛି ନେତା ଅଛନ୍ତି ଯେଉଁମାନେ ଏକଥା ଚାହୁଁ ନାହାନ୍ତି କି ଶଶି କଂଗ୍ରେସ…
Read More...

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ : କହିଲେ, ଯୁଦ୍ଧ ଜରିଆରେ ବାହାରିବନି ରୁଷ୍-ୟୁକ୍ରେନ…

କନକ ବ୍ୟୁରୋ : ରୁଷ୍-ୟୁକ୍ରେନ ଯୁଦ୍ଧର ସାମରିକ ସମାଧାନ ନୁହେଁ, ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ ବାହାର କରାଯିବା ଉଚିତ । ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମୋର ଜେଲେନ୍ସକିଙ୍କ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଯୁଦ୍ଧ ନୁହେଁ ବରଂ ଶାନ୍ତି ଉପରେ…
Read More...

ଉତ୍ତରାଖଣ୍ଡରେ ବଡ ଧରଣର ବସ ଦୁର୍ଘଟଣା: ଘାଟିକୁ ଖସିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ବଡ ଧରଣର ବସ ଦୁର୍ଘଟଣା ଘଟିଛି । ୪୫ରୁ ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟିକୁ ଖସିଯାଇଛି । ପୌଡି ଜିଲ୍ଲାରେ ଏଭଳି ଏକ ଅଘଟଣ ଘଟିଛି । ଏଯାଏଁ ମୃତାହତ ନେଇ କୌଣସି ସୂଚନା ମିଳିନି । ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି…
Read More...

ବିବାଦରେ ଫିଲ୍ମ ‘ଆଦିପୁରୁଷ’: ଫିଲ୍ମର ଦୃଶ୍ୟ ଓ ଚରିତ୍ରକୁ ନେଇ ବିବାଦ

କନକ ବ୍ୟୁରୋ: ବଲିଉଡର ଅପକମିଂ ଫିଲ୍ମ ଆଦିପୁରୁଷକୁ ନେଇ ଛିଡା ହୋଇଛି ବଡ ବିବାଦ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଚରିତ୍ର ଓ ଦୃଶ୍ୟକୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାକୁ ନେଇ ଆରମ୍ଭ ହୋଇଛି ବିରୋଧ ଓ ସମାଲୋଚନା । ବିବାଦ ତେଜିବା ସହ ଫିଲ୍ମର ନିର୍ଦ୍ଦେଶକ ଓମ…
Read More...

ଉତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ବରଫ ଅତଡା ଭିତରେ ୧୦ଜଣଙ୍କ ମୃତ୍ୟୁ, ୮ ଉଦ୍ଧାର

କନକ ବ୍ୟୁରୋ: ଉତରାଖଣ୍ଡରେ ଅଘଟଣ । ବର୍ଷା ପରେ ହଠାତ ରାଜ୍ୟରେ ଆରମ୍ଭ ହୋଇଛି ତୁଷାରପାତ । ଦ୍ରୌପଦୀ ଦାଣ୍ଡା ପର୍ବତ ନିକଟରେ ହୋଇଥିବା ହିମସ୍ଖଳନରେ ଏବେ ସୁଦ୍ଧା ୧୦ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ସେପଟେ ନିଖୋଜ ବାକି ପର୍ବତାରୋହୀଙ୍କ ଖୋଜାଖୋଜି ଚାଲିଛି । ତୁଷାରପାତ ଭିତରେ…
Read More...

ଶିଶୁ ପୁତ୍ର ତୁଳନାରେ ଦେଶରେ କମୁଛି ଶିଶୁ କନ୍ୟା ମୃତ୍ୟୁହାର । ନୂଆ ସର୍ବେକ୍ଷଣରୁ ଆସିଲା ତଥ୍ୟ

କନକ ବ୍ୟୁରୋ: ଭାରତ ନାଁରେ ଗୋଟିଏ ବଡ ଅପବାଦ ରହିଥିଲା ଯେ, ଭାରତରେ ଶିଶୁ ପୁତ୍ର ମୃତ୍ୟୁ ହାର ତୁଳନାରେ ଶିଶୁ କନ୍ୟା ମୃତ୍ୟୁ ହାର ସର୍ବାଧିକ । ୨୦୧୧ର ତଥ୍ୟ ଅନୁସାରେ ଏହି କଥାଟି ସତ୍ୟ ପ୍ରମାଣିତ ହୋଇଥିଲା । କିନ୍ତୁ ୯ବର୍ଷ ଭିତରେ ବଦଳି ଯାଇଛି ଚିତ୍ର । ୨୦୨୦ର ତଥ୍ୟ କହୁଛି ଶିଶୁ ପୁତ୍ର…
Read More...