Daily Archives

April 21, 2020

ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଗକୁ ଆହୁରି ସମସ୍ୟା ଆଣିପାରେ ଭୂତାଣୁ ସଂକ୍ରମଣ, ବିଶ୍ୱ ଦେଖିପାରେ…

କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣ ଦିଗରେ ଆଗକୁ ଆହୁରୀ ଖରାପ ସମୟ ଦେଇ ଗତି କରିବାକୁ ପଡିପାରେ । ଏପରି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ଚେତାବନୀ । କରୋନା ଭୂତାଣୁକୁ ନେଇ ବିଶ୍ୱ ଅତ୍ୟନ୍ତ ଖରାପ ସମୟ…

କରୋନାର ବଡ଼ ପ୍ରଭାବ: ପାଣିଠାରୁ ଶସ୍ତା ହେଲା ଅଶୋଧିତ ତେଲ । ରେକର୍ଡ ସ୍ତରରେ ପହଂଚିଲା ତୈଳ ଦର ।

କନକ ବ୍ୟୁରୋ: ତେଲ ବଜାର ଉପରେ କରୋନା ମାଡ । ଅଶୋଧିତ ତୈଳ ବଜାରକୁ ଧରାଶାୟୀ କରିପକାଇଛି କରୋନା ଭୂତାଣୁର ପ୍ରଭାବ । ଏପ୍ରିଲ ୨୦ ତାରିଖ ସୋମବାର ନ୍ୟୁୟର୍କରେ ଅଶୋଧିତ ତୈଳର ପ୍ରତିଶ୍ରୁତି ଦର ଅବିଶ୍ୱସନୀୟ ଭାବେ ହ୍ରାସ ଘଟିଛି । - ଆମେରିକା ୱେଷ୍ଟ ଟେକ୍ସାସ ଇଂଟରମିଡିଏଟରେ ବ୍ୟାରେଲ ପ୍ରତି…

ଅଣ ହଟସ୍ପଟ ଜିଲ୍ଲା ପାଇଁ ଜାରି ହେଲା ଏସଓପି । ଶ୍ରମିକଙ୍କ ଯାତାୟତ ପାଇଁ ମିଳିବ ପୂର୍ଣ୍ଣ ଅନୁମତି । ଗାଡି ମରାମତି…

କନକ ବ୍ୟୁରୋ: ଅଣ ହଟସ୍ପଟ ଜିଲ୍ଲା ପାଇଁ ଜାରି ହେଲା ଏସଓପି । ଶ୍ରମିକମାନଙ୍କ ଯାତାୟତ ପାଇଁ ଏସଆରସି ଜାରି କଲେ ଏସଓପି । କମ୍ପାନୀ ଦେଇଥିବା ପରିଚୟ ପତ୍ର ଦେଖାଇ ଶ୍ରମିକ କାମ କରିବାକୁ ଯାଇ ପାରିବେ । ଅନୁମତିପ୍ରାପ୍ତ ବ୍ୟବସାୟ ପ୍ରତିଷ୍ଠାନ ଜାରି କରିବେ ପରିଚୟ ପତ୍ର । ତେବେ ଚାଲିଚାଲି…

କଟକଣା କୋହଳ ହେବା ପରେ ଏବେ ବିଲ ମୁହାଁ ଚାଷୀ । ହେଲେ ଫସଲ ଅମଳ ପରେ ବିଲରେ ପଡୁନି ବ୍ୟବସାୟୀ କି ଗ୍ରାହକଙ୍କ ପାଦ ।

କନକ ବ୍ୟୁରୋ: ଚାଷୀଙ୍କ ଉପରେ କଟକଣା କୋହଳ ହେବା ପରେ ଏବେ କିଛି ଚାଷୀ ବିଲ ମୁହାଁ ହୋଇଛନ୍ତି । ନିଆଳିରେ ମୁଗଚାଷୀ ବିଲରେ ଯେତିକି ଫଶଲ ରହିଛି ତାକୁ ଅମଳ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ଧର୍ମଗଡରେ ଲଙ୍କା ଚାଷ କରି କାନ୍ଦୁଛି ଚାଷୀ । ଲଙ୍କା ଅମଳ ହେବା ପରେ ବିକ୍ରି ହୋଇପାରୁନି ଯାହା…

କରୋନାର କୋଲକାତା ଲିଙ୍କ ପରେ ଆସିଲା ବଡ ସତ । ପଶ୍ଚିମବଙ୍ଗରୁ ଓଡିଶା ଆସିବା ପାଇଁ ରହିଛି ୯୦ଟି ରାସ୍ତା । ସୁବ୍ରତ…

କନକ ବ୍ୟୁରୋ: ରାଜ୍ୟର କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ସ୍ପଷ୍ଟ ହେବା ପରେ ଏବେ ପ୍ରଶ୍ନ ଉଠିଛି, ପଶ୍ଚିମବଙ୍ଗରୁ ଓଡିଶାକୁ ଯେଉଁ ରାସ୍ତା ରହିଛି, ସେହି ରାସ୍ତା ଦେଇ ଓଡିଶାକୁ କରୋନା ସଂକ୍ରମିତ ଆସିବେ ନାହିଁ ତ । କାରଣ ଗୋଟିଏ ଦୁଇଟି ନୁହେଁ ରହିଛି ୯୦ଟି ରାସ୍ତା ରହିଛି । ଯେଉଁ…