Daily Archives

December 14, 2019

ନାଟକର ନାଁ ଲୁଟ୍ : ଆୟକର ଫାଙ୍କିବାକୁ ଝାରସୁଗୁଡ଼ାରେ ମିଥ୍ୟା କାହାଣୀ ରଚିଥିଲେ ଲୁୁଟେରା, ୧୦ ଲକ୍ଷ ଟଙ୍କାର ଲୁଟ୍ କଥା…

କନକ ବ୍ୟୁରୋ : ମିଛ ଥିଲା ଝାରସୁଗୁଡାର ଲୁଟ୍ କାହାଣୀ । ସେଦିନ କେହି ଲୁଟେରା ଆସିନଥିଲେ । କିଛି ବି ଲୁଟ୍ ହୋଇନଥିଲା । କେବଳ ସତ ଲୁଚାଇବାକୁ ରଚାଯାଇଥିଲା ମିଛ କାହାଣୀ । ଖୋଲିଲା ଝାରସୁଗୁଡାରୁ ୧୦ ଲକ୍ଷ ଟଂକା ଲୁଟ୍ର ରହସ୍ୟ । ଟିକସ ଫାଙ୍କିବାକୁ ବ୍ୟବସାୟୀ ରଚିଥିଲେ ଲୁଟ୍ ନାଟକ । ଏହାକୁ…

ମରିଗଲା ମାନବିକତା, ଡାକ୍ତରୀ ପେଶାରେ ଲାଗିଲା ଦାଗ :ଏଚଆଇଭି ସଂକ୍ରମିତ ଗର୍ଭବତୀ ମହିଳାଙ୍କୁ ଛୁଇଁଲେନି ଡାକ୍ତର ଓ…

କନକ ବ୍ୟୁରୋ : ବାରିପଦାର ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲ ବିରୋଧରେ ଏପରି ଅଭିଯୋଗ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଚଆଇଭି ସଂକ୍ରମିତ ଗର୍ଭବତୀ ମହିଳା, ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ହେଲେ ତାଙ୍କୁ ଛୁଇଁଲେନି ଡାକ୍ତର ଓ ନର୍ସ । ଫଳରେ ଦୁନିଆ ଦେଖିବା…

ଲାଲଗଡରୁ ଆରମ୍ଭ ହେଲା ପୋଲିସ ଡିଜିଙ୍କ ୬ ସୂତ୍ରୀ ଫର୍ମୁଲା । ନକ୍ସଲ ପ୍ରଭାବିତ ଅଞ୍ଚଳକୁ ଅଭୟଙ୍କ ପ୍ରଥମ ଗସ୍ତ ଦେଉଛି…

କନକ ବ୍ୟୁରୋ : ଲାଲଗଡରେ ପୋଲିସ ଡିଜି ଅଭୟ । ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଗସ୍ତରେ କୋରାପୁଟରେ ପହଞ୍ଚିଛନ୍ତି ଅଭୟ । ଏସପିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ପଶ୍ଚିମ ଓଡିଶା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ଡିଜିପି ।…

ନାଗରିକତା ବିଲକୁ ନେଇ ବଙ୍ଗଳାରେ ବୋବାଲ : ଓଡ଼ିଶାରେ ଅନେକ ଟ୍ରେନ୍ ବାତିଲ୍, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

କନକ ବ୍ୟୁରୋ : ନାଗରିକତା ସଂଶୋଧନ ବିଲକୁ ନେଇ ସାରା ଦେଶରେ ନିଆଁ ଜଳୁଛି । ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଦେଶର କେତେକ ସ୍ଥାନରେ ହିଂସା, ଉତ୍ତେଜନା ଓ ଅଶାନ୍ତ ବାତାବରଣ ଲାଗି ରହିଛି । ଆସାମ ପରେ ଏବେ ପଶ୍ଚିମବଙ୍ଗକୁ ଡେଇଁଛି ବିଦ୍ରୋହର ସ୍ୱର । ଗତକାଲି ପଶ୍ଚିମବଙ୍ଗର…

ଲାଲଗଡରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇଲେ ମାଲକାନଗିରି ଏସପି । ସ୍ୱାଭିମାନ ଅଂଚଳର ହନ୍ତାଳଗୁଡାରେ ଆଉ ଚଳିବନି…

କନକ ବ୍ୟୁରୋ : ଲାଲଗଡରେ ଫରଫର ହୋଇ ଉଡିଲା ତ୍ରିରଙ୍ଗା । ଚିତ୍ରକୋଣ୍ଡାର ହନ୍ତାଳଗୁଡାରେ ପ୍ରଥମ ବିଏସଏଫ୍ କ୍ୟାମ୍ପ ସ୍ଥାପନ ହୋଇଛି । ସୁରକ୍ଷାକର୍ମୀଙ୍କ ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା କରି ତ୍ରିରଙ୍ଗା ଉଡାଇଲେ ମାଲକାନଗିରି ଏସପି । ଆଉ ଆଗକୁ ମାଓ ଗତିବିଧି ଉପରେ କଡା ନଜର ରଖିବା ସହ…

ରାହୁଲ ଗାନ୍ଧି ହଜାର ଥର ଜନ୍ମ ନେଲେ ମଧ୍ୟ ସାବରକରଙ୍କ ଭଳି ହୋଇପାରିବେ ନାହିଁ । ରାହୁଲଙ୍କ ବୟାନ ଉପରେ କଡା ଜବାବ…

କନକ ବ୍ୟୁରୋ : ରେପ୍ ଇନ୍ ଇଣ୍ଡିଆ ବୟାନ ଉପରେ କ୍ଷମା ନ ମାଗିବାକୁ ସଫା ସଫା ମନା କରିବା ସହ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମୁଁ ରାହୁଲ ସାବରକର ନୁହେଁ, ମୁଁ ରାହୁଲ ଗାନ୍ଧି ତେଣୁ ଏହି ପ୍ରସଙ୍ଗରେ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ।…