Daily Archives

December 14, 2019

ଗୁରୁଗ୍ରାମର ଜଣେ ପୋଲିସ କର୍ମଚାରୀଙ୍କ ବେଲଜ୍ଜାକର ମନ୍ତବ୍ୟ : ସୁରକ୍ଷା ଦେବା ବଦଳରେ ଛୋଟ ପୋଷାକ ପିନ୍ଧୁଥିବା ଝିଅଙ୍କୁ…

କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ଦୁଷ୍କର୍ମ ବଢ଼ିବାର କାରଣ ବୋଲି କୁହାଯାଉଛି । ଅଧିକାଂଶ ଲୋକ ଝିଅମାନଙ୍କ କ୍ଷୁଦ୍ର ପୋଷାକକୁ ଦୁଷ୍କର୍ମ ବଢ଼ିବାର କାରଣ ବୋଲି ମତ ରଖୁଛନ୍ତି । ସାଧାରଣ ଲୋକଙ୍କ କଥା ଭିନ୍ନ, ଗୁରୁଗ୍ରାମର ଜଣେ ପୁଲିସ୍‌ କର୍ମୀ ଏବେ ଏପରି ବୟାନ ଦେଇ ଚର୍ଚ୍ଚାର ପରିସରକୁ…

ବଦଳିଲା ସଚିବାଳୟ ମାର୍ଗର ନାମ । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ରାସ୍ତାକୁ ଲୋକସେବା ମାର୍ଗ ନାମରେ ନାମିତ କଲେ ରାଜ୍ୟ…

କନକ ବ୍ୟୁରୋ : ବଦଳିଲା ସଚିବାଳୟ ମାର୍ଗର ନାମ  । ସଚିବାଳୟ ମାର୍ଗକୁ ଲୋକସେବା ମାର୍ଗ ଭାବେ ନାମିତ କଲେ ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ପୂର୍ବରୁ ସଚିବାଳୟ ମାର୍ଗ ଥିବା ବେଳେ…

କାନଭାସରେ ଚିତ୍ର କଳାର ନୈପୁଣ୍ୟତା  : ଦର୍ଶକଙ୍କୁ ଆକୃଷ୍ଟ କରୁଛି ‘ରାମକୃଷ୍ଣ’ଙ୍କ ଚିତ୍ରକଳା 

କନକ ବ୍ୟୁରୋ : କଥାରେ ଅଛି ଦୃଢ ମନବଳ ଆଗରେ ପଙ୍ଗୁ ବି ପର୍ବତ ଶୀଖରରେ ପହଁଚି ପାରେ । ସେହି ଆତ୍ମ ବିଶ୍ୱାସ ଓ ମନୋବଳ ଯୋଗୁଁ ନିପଟ ମଫସଲ ଗାଁର ଯୁବକ ଚିତ୍ରକର ଏବେ ଆଗକୁ ବଢିବାକୁ ସ୍ୱପ୍ନ ଦେଖୁଛନ୍ତି । ସେହି ଯୁବକ ଚିତ୍ରକର ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚାନ୍ଦକୁସୁମି…

ଅମଳ ଅପେକ୍ଷା ଧାନରେ ଲାଗିଛି ପୋକ  : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ କେଣ୍ଡାରେ ଲାଗିଛି ସାଆର ପୋକ, ଅମଳ…

କନକ ବ୍ୟୁରୋ : ପାଚି ଆସିଲାଣି ଧାନ । ଅନେକ ସ୍ଥାନରେ ଧାନ କଟା ମଧ୍ୟ ଆରମ୍ଭ ହେଲାଣି । ମାତ୍ର ଅମଳ ସମୟରେ ଧାନ କେଣ୍ଡାରେ ସାଆର ପୋକ ଲାଗିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ  ପଡିଛନ୍ତି । ଏହି ସାଆର ରୋଗ ପୋକ ଲାଗିବା ଯୋଗୁଁ ଧାନ ପରିବର୍ତେ  ଅଗାଡି ହାର ଅଧିକ…

ପରିଶ୍ରମ ହିଁ ସଫଳତାର ଚାବିକାଠି । ପ୍ରାଣୀ ଚିକିତ୍ସା ଓ ବିଜ୍ଞାନ ସମ୍ମିଳନୀରେ ୧୮ ଟି ପଦକ ସହ ଡିଗ୍ରୀ ହାସଲ କରି…

ତାମିଲନାଡୁର ପ୍ରାଣୀ ଚିକିତ୍ସା ଓ ବିଜ୍ଞାନ ସମ୍ମିଳନୀରେ ୧୮ ଟି ପଦକ ସହ ଡିଗ୍ରୀ ହାସଲ କରିଛନ୍ତି ବର୍ତ୍ତମାନ ଯୁଗରେ ଅସମ୍ଭବକୁ ସମ୍ଭବ କରିବା ପାଇଁ ବିଭିନ୍ନ ପରିସ୍ଥିତିକୁ ମୁକାବିଲା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ବନେଇବାରେ ସକ୍ଷମ ହେଉଛି ମଣିଷ । କେବଳ କଠୋର ପରିଶ୍ରମ ଓ ଆତ୍ମବିଶ୍ୱାସ…

ମାଲକାନଗିରି ମାଥିଲିରେ ଭାଲୁ ଆତଙ୍କ । ଜଙ୍ଗଲ ଭିତରୁ ଆସିଲା, ସ୍କୁଲ ଭିତରେ ପଶିଲା

କନକ ବ୍ୟୁରୋ : ମାଲକାନଗିରି ମାଥିଲିରେ ଭାଲୁ ଆତଙ୍କ । ଖଇରପୁଟ ବ୍ଲକ ଗୋବିନ୍ଦପାଲି ଏସସିଏସଟି ସ୍କୁଲ କ୍ୟାମ୍ପସରେ ଜଙ୍ଗଲ ପଟୁ ୩ଟି ଭାଲୁ ପଶିଥିବାର ଦେଖିବାକୁ ମିଳିଛି । ତେବେ କିଛି ଛାତ୍ର ଭାଲୁକୁ ଦେଖି ଘଉଡାଇବାକୁ ଉଦ୍ୟମ କରିଥିଲେ । ୩ଟି ଭାଲୁ ସ୍କୁଲ କ୍ୟାମ୍ପସରୁ ଗେଟ ଡେଇଁ ପଳାଉଥିବା…