ବିଧାନସଭାରେ ଚାରା ଘୋଟାଲାକୁ ନେଇ ହଙ୍ଗାମା : ବିତର୍କ ପାଇଁ ଅଡ଼ି ବସିିଲେ ବିରୋଧୀ
କନକ ବ୍ୟୁରୋ : ଆଜି ବିଧାନସଭା ଆରମ୍ଭ ହେବାମାତ୍ରେ ଚାରା ଘୋଟାଲାକୁ ନେଇ ହଙ୍ଗାମା ହୋଇଥିଲା । ଏହି ପ୍ରସଙ୍ଗରେ ବିତର୍କ ପାଇଁ ଆଡି ବସିଥିଲେ ବିରୋଧୀ । ଏପରିକି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଜବାବ ରଖନ୍ତୁ ବୋଲି ବିରୋଧି ଦାବି କରିଥିଲେ ।…