କାଳବୈଶାଖୀ ପ୍ରଭାବରେ ଚିଲିକାରେ ବୁଡିଲା ଡଙ୍ଗା। ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ। 

195

କନକ ବ୍ୟୁରୋ :  ଚିଲିକାରେ ବୁଡିଲା ଡଙ୍ଗା । କାଳବୈଶାଖୀ ପ୍ରଭାବରେ ଚିଲିକାରେ ଡଙ୍ଗା ବୁଡିଯାଇଛି । କାଳୁପଡା ଘାଟ ନିକଟରେ ମାଛଧରା ଡଙ୍ଗା ବୁଡିଯାଇଛି । ଡଙ୍ଗାରେଥିବା ଲକ୍ଷାଧିକ ଟଙ୍କାର ମାଛ, ଜାଲ ବୁଡିଯାଇଥିବା ବେଳେ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।