ଗୋବିନ୍ଦ ସାହୁଙ୍କ ପତ୍ନୀଙ୍କ ବିସ୍ଫୋରକ ବୟାନ, କହିଲେ ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି।

1,864

କନକ ବ୍ୟୁରୋ: ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ବିସ୍ଫୋରକ ବୟାନ । କହିସେ ମୋ ସ୍ୱାମୀଙ୍କୁ କରାଯାଇଛି ହତ୍ୟା । ଯୋଜନାବଦ୍ଧ ଭାବେ ମୋ ସ୍ୱାମୀକୁ ହତ୍ୟା କରାଯାଇଛି । ଜେଲରେ ସୁରକ୍ଷା ଥାଇ କେମିତି ମୋ ସ୍ୱାମୀ ଆତ୍ମହତ୍ୟା କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ କେବଳ ପୋଲିସ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି ।

ମୋ ସହ ଗତକାଲି ୧୧ଟାରେ ଫୋନରେ କଥା ହୋଇ ସବୁ ବିଷୟରେ ପଚାରି ବୁଝିଥିଲେ । ଆଜି ତାଙ୍କର ମୃତ୍ୟୁ ସନ୍ଦେହକୁ ଘନେଇବାରେ ଲାଗିଛି । ସେ ବହୁତ ଦୃଢ ଲୋକେ କେବେହେଲେ ଆତ୍ମହତ୍ୟା କରିପାରିବେ ନାହିଁ ।