Browsing Category

ଦେଶ ବିଦେଶ

ସିନେମା ସୁଟିଂର ବିଚିତ୍ର ଘଟଣା । ଗୋଟିଏ ମିନିଟର ସିନ ପାଇଁ ୩ଦିନ ଲାଗିଲା ସୁଟିଂ, ଜାଣନ୍ତୁ କିଏ ସାଜୁଥିଲା ବାଧକ ?

କନକ ବ୍ୟୁରୋ : ଆମେ ହଲରେ ୩ ଘଂଟାର ଫିଲ୍ମ ଦେଖିବା ପରେ ଏହାକୁ ନେଇ ଅନେକ କଥା କହିଥାଉ । କେବେ ଫିଲ୍ମକୁ ପସନ୍ଦ କରିଥାଉ ତ ଆଉ କେତେବେଳେ ନିନ୍ଦା ମଧ୍ୟ ଦେଇଥାଉ । କିନ୍ତୁ ଗୋଟିଏ ୩ ଘଣ୍ଟିଆ ସିନେମାର ସୁଟିଂ ପାଇଁ କେତେ ସମୟ ଲାଗେ ? ତାହା ପ୍ରଯୋଜକ, କଳାକାର ଓ ସୁଟିଂ ସେଟର ପରିବେଶ ଉପରେ…
Read More...

ଟ୍ରେନ ଭିତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରେନ ଭିତରେ ସ୍ୱଚ୍ଛତା ପରଖିବା ସହ ଯାତ୍ରୀଙ୍କ ସହ କଥା ହେଲେ

କନକ ବ୍ୟୁରୋ: ରେଳ ଭିତରେ ରେଳ ମନ୍ତ୍ରୀ । ଦିଲ୍ଲୀରୁ ଅଜମେର ଯାଉଥିବା ଶତାବ୍ଦୀ ଏକ୍ସପ୍ରେସରେ ଆଜି ହଠାତ୍ ଆସି ପହଞ୍ଚିିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେବଳ ଗୋଟିଏ ଘଣ୍ଟା ପୂର୍ବରୁ ସୂଚନା ଦେଇ ଅଶ୍ୱିନୀ ପ୍ଲାଟଫର୍ମରେ ପହଞ୍ଚିଥିଲେ । କର୍ମଚାରୀମାନଙ୍କ ସହିତ କଥା ହେବା ପରେ…
Read More...

ପୂର୍ବ ନାସା ବୈଜ୍ଞାନିକଙ୍କ ବଡ ଦାବି । କହିଲେ, କେବଳ ପୃଥିବୀ ନୁହେଁ ପୃଥିବୀ ବାହାରେ ମଧ୍ୟ ମିଳିଛି ଜୀବନର ସନ୍ଧାନ

କନକ ବ୍ୟୁରୋ : ପୂର୍ବ ନାସା ବୈଜ୍ଞାନିକ ଓ ଏୟାରସ୍ପେଶ ଇଂଜିନିୟର ଡ.ଅନିତା ସେନଗୁପ୍ତା ସେହି ମହିଳା ଯେ କି, ନାସାର କ୍ୟୁରିୟୋସିଟି ରୋବର ଲ୍ୟାଣ୍ଡିଂ କରିବା ପାଇଁ ପାରାଚ୍ୟୁଟ୍ ମଡେଲର ବିକଶିତ କରିଥିଲେ । ଏହା ବାବଦରେ କଥା ହେଉଥିବା ବେଳେ ସେ କହିଛନ୍ତି କି ମଙ୍ଗଳ ଗ୍ରହରେ ରୋବରକୁ ଲ୍ୟାଣ୍ଡ…
Read More...

ଦିଲ୍ଲୀରେ ଥମୁନି ମହିଳାଙ୍କୁ ହତ୍ୟା ମାମଲା, ଶ୍ରଦ୍ଧା ୱାଲେକରଙ୍କ ପରେ ଏବେ ପଲିଥିନ ଭିତରୁ ମିଳିଲା ମହିଳାଙ୍କ ଖଣ୍ଡ…

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀ ଏବେ ମହିଳାଙ୍କ ପାଇଁ ଏକ ବିପଦପୂର୍ଣ୍ଣ ସ୍ଥାନ ବୋଲି ଗଣନା କରାଯାଉଛି । କିଛିଦିନ ତଳେ ଦିଲ୍ଲୀରେ ଶ୍ରଦ୍ଧା ୱାଲେକରଙ୍କୁ ତାଙ୍କ ପ୍ରେମିକ ୫୨ ଖଣ୍ଡ କରି କାଟି ହତ୍ୟା କରିବା ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏକ ଜଙ୍ଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ…
Read More...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ବୟାନ । କହିଲେ, ଆରଏସଏସ ପୁସ୍ତକରୁ ଶିକ୍ଷାଲାଭ କରିଛନ୍ତି ଇମ୍ରାନ ଖାନ

କନକ ବ୍ୟୁରୋ : ତୋଶାଖାନା ମାମଲାରେ ଏବେ ଅଡୁଆରେ ପଡିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏହାକୁ ନେଇ ଏବେ ପାକିସ୍ତାନର ରାଜନୀତି ସରଗରମ ରହିଛି । ହଟ୍ଟଗୋଳ, ଗୁଳିଚାଳନା ଓ ହିଂସାକୁ ନେଇ ବାରମ୍ବାର ଖବର ଆସୁଛି । ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ…
Read More...

ତୁର୍କୀ ପରେ ଏହି ଦେଶରେ ଆସିଲା ପ୍ରଳୟଙ୍କାରୀ ଭୂମିକମ୍ପ, ଭଙ୍ଗା କୋଠା ତଳେ ଚାପିହୋଇ ୧୨ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱାଡୋରରେ ଭୟଙ୍କର ଭୂମିକମ୍ପ ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ବୋଲି କୁହାଯାଇଛି । ଏଜେନ୍ସି ମୁତାବକ ଗୁୟାସରେ ହୋଇଥିବା ଭୂମିକମ୍ପ ଏତେ ଭୟଙ୍କର ଥିଲା କି ପୁରା ସହର ଥରି ଉଠିଥିଲା । ଭୂମିକମ୍ପ ଫଳରେ କିଛି କୋଠା…
Read More...

ଭାରତ ଯୋଡ ଯାତ୍ରାବେଳେ ଦେଇଥିଲେ ବିବାଦୀୟ ବୟାନ, ଏବେ ପ୍ରମାଣ ମାଗିବାକୁ ରାହୁଲଙ୍କ ବାସଭବନରେ ପହଞ୍ଚିଲା ଦିଲ୍ଲୀ…

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କ୍ରମରେ ଶ୍ରୀନଗର ଠାରେ ମହିଳାଙ୍କ ଉପରେ ଦେଇଥିବା ବୟାନକୁ ନେଇ ଅଡୁଆ ବଢିବାରେ ଲାଗିଛି । ଏହି ମାମଲାରେ ରବିବାର ଦିନ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛି । କୁହାଯାଉଛି କି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର…
Read More...

ବୈଶ୍ୱିକ ମିଲେଟ୍ ସମ୍ମିଳନୀ ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡିଆକୁ ନେଇ ଚର୍ଚ୍ଚା । ୧୦୭ ବର୍ଷୀୟା ବୃଦ୍ଧା…

କନକ ବ୍ୟୁରୋ: ମୁଣ୍ଡିଆ ମାରିଲେ ମୋଦୀ । ଅବସର ଥିଲା ବୈଶ୍ୱିକ ମିଲେଟ ସମ୍ମିଳନୀ । ଏହି ସମୟରେ ଅନେକ ଅତିଥି ଯୋଗଦେଇଥିଲେ । ଯେଉଁଥିରୁ ଥିଲେ ପଦ୍ମଶ୍ରୀ ପପ୍ପମଲ । ୧୦୭ ବର୍ଷୀୟ ଏହି ମହିଳା ଚାଷୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଭେଟଘାଟର ଦୃଶ୍ୟକୁ ଦେଖନ୍ତୁ । କିଭଳି ଜୈବିକ…
Read More...

ମହାନଦୀ ଜଳବିବାଦ ମାମଲା: ଟ୍ରିବ୍ୟୁନାଲ ଅବଧି ଶେଷ ହୋଇଯାଇଥିବାରୁ ଆଗକୁ ବଢ଼ିବ କି ନାହିଁ ଅନିଶ୍ଚିତତା । ଖୁବଶୀଘ୍ର…

କନକ ବ୍ୟୁରୋ: ମହାନଦୀ ଜଳବିବାଦ ମାମଲା ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲର ଅବଧି ଶେଷ ହୋଇଯାଇଛି । ମାର୍ଚ୍ଚର୍ ୧୧ରେ ଅବଧି ଶେଷ ହୋଇଯାଇଛି । ତେଣୁ ଏବେ ଆଗକୁ ଅବଧି ବଢିବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି । କାର୍ଯ୍ୟକାଳ ବୃଦ୍ଧି ନହେବାରୁ ୨୫ ତାରିଖରେ ହେବାକୁ ଥିବା ଶୁଣାଣିକୁ…
Read More...

ଆଜି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ଦଳକୁ ଫେରିଲେ ନିୟମିତ ଅଧିନାୟକ ରୋହିତ ଶର୍ମା ।…

କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ବିଶାଖାପାଟଣାରେ ଖେଳାଯିବାକୁୁ ଥିବା ଏହି ମ୍ୟାଚରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିବ । ବ୍ୟକ୍ତଗତ କାରଣ ଯୋଗୁଁ ପ୍ରଥମ ମ୍ୟାଚ୍ ଖେଳିପାରିନଥିବା ରୋହିତ ଦଳକୁ ଫେରିବା ପରେ…
Read More...