Browsing Category

ଦେଶ ବିଦେଶ

ଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହେବ କି ସଦସ୍ୟତା ? ଉପର କୋର୍ଟରେ ମାମଲା ସ୍ଥଗିତ ନ ରହିଲେ କ’ଣ ହେବ ?

କନକ ବ୍ୟୁରୋ : ଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହେବ କି ସଦସ୍ୟତା ? ଉପର କୋର୍ଟରେ ମାମଲା ସ୍ଥଗିତ ନ ରହିଲେ କ’ଣ ହେବ ? ସୁରଟ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ହାଇକୋର୍ଟ ଯିବେ । ଆଇପିସିର ଧାରା ୫୦୦ରେ ରାହୁଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସଦସ୍ୟତା ରଦ୍ଦ ପାଇଁ ବିଜେପି ଦାବି କରି ଆସୁଛି ।…
Read More...

ଅନେକ ରାଜ୍ୟରେ ବିଜେପି ବଦଳାଇଲା ରାଜ୍ୟ ସଭାପତି, ଜାଣନ୍ତୁ ବିହାର ଓ ରାଜସ୍ଥାନରେ କାହାକୁ ମିଳିଲା ସଭାପତି ପଦ

କନକ ବ୍ୟୁରୋ : ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଗାମୀ ନିର୍ବାଚନକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ କେନ୍ଦ୍ର କ୍ଷମତାରେ ଥିବା ବିଜେପି ଆଜି ବିଭିନ୍ନ ରାଜ୍ୟରେ ଥିବା ସଭାପତିଙ୍କୁ ବଦଳାଇ ନୂଆ…
Read More...

ବୁଲା କୁକୁର ମାମଲାରେ ଏହି ଦେଶ ଆଣିଛି କଠୋର ଆଇନ । ଦେଶରେ ନାହାଁନ୍ତି ଗୋଟିଏ ବି ବୁଲା କୁକୁର

କନକ ବ୍ୟୁରୋ : ଗଳିକନ୍ଦି ସବୁଆଡ଼େ ବୁଲା କୁକୁରମାନେ ଆତଙ୍କ ଖେଳାଉଛନ୍ତି । କୁକୁର କାମୁଡ଼ାରେ ଅନେକଙ୍କ ଜୀବନ ମଧ୍ୟ ଯାଇଛି । ଏମିତି କି ରାତିରେ ଏକାକି ଯିବାବେଳେ ଲୋକେ ଭୟ ମଧ୍ୟ କରିଥାନ୍ତି । ଦିନକୁ ଦିନ କୁକୁରଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ିଗଲାଣି କି ଲୋକେ ଭୟ ମଧ୍ୟ କରିବାକୁ ଲାଗିଲେଣି…
Read More...

ଜୋର ଜବରଦସ୍ତ ଋଣ ଆଦାୟ କରିପାରିବ ନାହିଁ ବ୍ୟାଙ୍କ । ଖିଲାପି ଘୋଷଣା କରିବା ପରେ ଏଜେଣ୍ଟ ସହାୟତା ଅସୁଲ କରିପାରିବ…

କନକ ବ୍ୟୁରୋ : ଘର ତିଆରି ହେଉ କିମ୍ବା କାର କିଣା, କିମ୍ବା ପାଠପଢା ବିଭିନ୍ନ କାରଣ ପାଇଁ ଆମେ ବ୍ୟାଙ୍କରୁ ଋଣ ବା ଲୋନ୍ ଆଣିଥାଉ । ବ୍ୟାଙ୍କ କିମ୍ବା ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ପାଖରୁ ଆଣିଥିବା ଟଙ୍କାକୁ ଆମେ କିସ୍ତି ହିସାବରେ ସୁଝିଥାଉ । ଅନେକ ସମୟରେ ଏହି କିସ୍ତି ଭରିବାରେ ବିଳମ୍ବ…
Read More...

ବ୍ୟାଙ୍କ ଋଣ ସୁଝୁନଥିଲେ…୩୩୦ କୋଟିର ସମ୍ପତ୍ତି କିଣିଥିଲେ ମାଲ୍ୟା

କନକ ବ୍ୟୁରୋ: ଭାରତରୁ ଫେରାର ହୋଇଥିବା ବିଜୟ ମାଲ୍ୟାଙ୍କୁ ନେଇ ସିବିଆଇ ବଡ ଦାବି କରିଛି । ନିକଟରେ ସିବିଆଇ ଜାରିକରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ କହିଛି ୨୦୧୫-୧୬ରେ ଯେଉଁ ସମୟରେ କିଙ୍ଗଫିସର ଏୟାରଲାଇନ୍ସ ଆର୍ଥିକ ସଙ୍କଟ ଦେଇ ଗତିକରୁଥିଲା ଯେସ ସମୟରେ ବିଜୟ ମାଲ୍ୟାଙ୍କ ପାଖରେ…
Read More...

ମାନହାନି କେସରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ, ସଙ୍ଗେ ସଙ୍ଗେ ମିଳିଲା ଜାମିନ ।

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ । ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସୁରଟ କୋର୍ଟ । ତେବେ ଜେଲ ଦଣ୍ଡାଦେଶର କିଛି ସମୟ ମଧ୍ୟରେ ହିଁ ରାହୁଲଙ୍କୁ ଜାମିନ ମିଳିଛି । । ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁରଟର ସେସନ କୋର୍ଟ । ୨୦୧୯ ନିର୍ବାଚନ ବେଳେ…
Read More...

ମାନହାନି ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ । ୨୦୧୯ ନିର୍ବାଚନ ପ୍ରଚାର ବେଳେ କହିଥିଲେ ସବୁ ଚୋରଙ୍କ ସରନେମ ମୋଦୀ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ । ୨୦୧୯ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ପ୍ରଚାର ସମୟରେ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ହୋଇଥିବା ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ । ଗୁଜୁରାଟର ସୁରଟ କୋର୍ଟ ୪ ବର୍ଷ ତଳର ଏହି ମାମଲାରେ ରାହୁଲଙ୍କୁ ଦୋଷୀ…
Read More...

ବିଶାଖାପାଟଣାରେ ଭୁଶୁଡିଲା ୩ ମହଲା ଘର, ଚାଲିଗଲା ୩ ଜୀବନ ।

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ଘର ଭୁଶୁଡିପଡିଛି । ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏ ସମସ୍ତଙ୍କ ଶବ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ସେହିଭଳି ଏଠାରେ…
Read More...

ହିଣ୍ଡନବର୍ଗର ନୂଆ ଧମାକା… ଆଦାନୀ ପରେ ଆଉ କିଏ?

କନକ ବ୍ୟୁରୋ: ଆଦାନୀ ଗ୍ରୁପ ନେଇ ଘାତକ ରିପୋର୍ଟ ପ୍ରକାଶ କରିଥିବା ଆମେରିକୀୟ କମ୍ପାନୀ ହିଣ୍ଡନବର୍ଗ ଅନେକ ନିବେଶକଙ୍କ ଟଙ୍କା ବୁଡାଇଦେଇଥିଲା । ତେବେ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କମ୍ପାନୀ ଆଉ ଏକ ନୂଆ ରିପୋର୍ଟ ପ୍ରକାଶ କରିବାକୁ ଯାଉଛି । ଏନେଇ ସାମାଜିକ…
Read More...

ଏକ୍ସବିବି.୧.୧୬ ପ୍ରଜାତି ପାଇଁ ବୃଦ୍ଧି ପାଉଛି ସଂକ୍ରମଣ : ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ…

କନକ ବ୍ୟୁରୋ : କାହିଁକି ବଢୁଛି ସଂକ୍ରମଣ ସେନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି, ଏକ୍ସବିବି.୧.୧୬ ପ୍ରଜାତି ପାଇଁ ବର୍ତମାନ ସଂକ୍ରମଣ ବୃଦ୍ଧି ପାଉଛି । ହେଲେ ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ । ଯେ ପର୍ଯ୍ୟନ୍ତ…
Read More...