Browsing Category

ଦେଶ ବିଦେଶ

ଟଳିଗଲା ବଡ ଦୁର୍ଘଟଣା । ଜରୁରୀକାଳିନ ଅବତରଣ କଲା ଇଣ୍ଡିଗୋ ବିମାନ

କନକ ବ୍ୟୁରୋ : ଜରୁରୀକାଳିନ ଅବତରଣ କଲା ବାଙ୍ଗାଲୁରୁରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନ । ଏଥିରେ ୧୩୭ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନାରୁ ଜଣାପଡିଛି । ସୂଚନା ଅନୁସାରେ, ବିମାନଟି ବାଙ୍ଗାଲୁରୁରୁ ବାରଣାସୀକୁ ଉଡାଣ ଭରିଥିଲା । ଅଧା ବାଟରେ ବିମାନରେ…
Read More...

‘ଜୱାବ୍ ଦୋ ପୋଷ୍ଟକାର୍ଡ’ : ମୋଦୀଙ୍କୁ ଯୁବ କଂଗ୍ରେସର ୩ ପ୍ରଶ୍ନ ?

କନକ ବ୍ୟୁରୋ : ବିଜେପିର କଂଗ୍ରେସକୁ ଫାଇଲ୍ସକୁ ଟାର୍ଗେଟ୍ କରି ଯୁବ କଂଗ୍ରେସ ଆରମ୍ଭ କରୁଛି ‘ଜୱାବ ଦୋ ପୋଷ୍ଟକାର୍ଡ’ ଅଭିଯାନ । କଂଗ୍ରେସ ଯୁବ ଶାଖା ଦ୍ୱାରା ଏହି ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଛି । ଏଥିରେ ଯୁବ କଂଗ୍ରେସ କର୍ମୀମାନେ ଲୋକଙ୍କ ଘରକୁ ଘର ବୁଲି ଅଭିଯାନ ଚଳାଇବେ । ପ୍ରତ୍ୟେକ…
Read More...

ବିଜେପି ଜାରି କଲା ‘କଂଗ୍ରେସ ଫାଇଲ୍ସ’ ଦ୍ୱିତୀୟ ଭାଗ : ରାଣାଙ୍କୁ ପଦ୍ମଭୂଷଣ ଦେବା ପାଇଁ ଗାନ୍ଧୀ ପରିବାର…

କନକ ବ୍ୟୁରୋ : ବିଜେପି ଜାରି କରିଛି ‘କଂଗ୍ରେସ ଫାଇଲ୍ସ’ର ଦ୍ୱିତୀୟ ଭାଗ । କଂଗ୍ରେସ ଅମଳରେ ହୋଇଥିବା ଜାଲିଆତି ଓ ଦୁର୍ନୀତି ବାବଦରେ ଦ୍ୱିତୀୟ ଭାଗରେ ସୂଚନା ଦିଆଯାଇଛି । ଏଥିରେ ବିଜେପି ଅଭିଯୋଗ କରିଛି ଯେ, ଏମ୍ ଏଫ୍ ହୁସେନଙ୍କ ପେଟିଂକୁ ପ୍ରିୟଙ୍କା ଗାନ୍ଧୀ ବିକ୍ରି କରିଥିଲେ । ୟେସ୍…
Read More...

ଟ୍ରେନରୁ ଜିନିଷ ଚୋରି ହୋଇଗଲେ କ’ଣ କରିବେ? ରେଳବାଇ ତରଫରୁ କେମିତି ମିଳିଥାଏ କ୍ଷତିପୂରଣ? ଜାଣନ୍ତୁ…

କନକ ବ୍ୟୁରୋ : ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି । ଲମ୍ବା ଯାତ୍ରା ପାଇଁ ଲୋକେ ଟ୍ରେନକୁ ହିଁ ପ୍ରାଥମିକତା ଦେଇଥାନ୍ତି । ଯେଉଁମାନେ ଟ୍ରେନରେ ଯାତ୍ରା କରୁଥିବେ ସେମାନେ ନିଶ୍ଚୟ ଜାଣିଥିବେ କି, ନିଜ ଜିନିଷ ନିଜେ ସମ୍ଭାଳି ରଖିବା ପାଇଁ ଟ୍ରେନରେ ଲୋକଙ୍କୁ ପରାମର୍ଶ…
Read More...

ଏବେ ନୂଆ ଲୁକରେ ଟ୍ୱିଟର : ନୀଳ ପକ୍ଷୀ ବଦଳରେ ‘ଡଗି’ ହେଲା ନୂଆ ଲୋଗୋ

କନକ ବ୍ୟୁରୋ : ଏବେ ନୂଆ ଲୁକରେ ଟ୍ୱିଟର । ଲୋଗୋ ବଦଳାଇଲା ଟ୍ୱିଟର । ଏଣିକି ନୀଳ ପକ୍ଷୀ ବଦଳରେ 'ଡଗି' ଫଟୋ ଦେଖିବାକୁ ମିଳିବ । ଟ୍ୱିଟର ମାଲିକ ଏଲନ୍ ମସ୍କ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଗତକାଲି ରାତି ୧୨ଟା ୩୦ରେ ଏଲନ୍ ମସ୍କ ଏକ ଫଟୋ ଟ୍ୱିଟ୍ କରିଥିଲେ । ଯେଉଁଥିରେ ଏକ ଡଗି…
Read More...

ଡୋନାଲ୍ଡ ଟ୍ରମ୍ପଙ୍କୁ ଘାରିଛି ଗିରଫ ଭୟ : ଆଜି କୋର୍ଟରେ କରିପାରନ୍ତି ଆତ୍ମସମପର୍ଣ

କନକ ବ୍ୟୁରୋ : ଆଜି କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏକ ଚାର୍ଟାର୍ଡ ପ୍ଲେନ୍ରେ ନ୍ୟୁର୍କରେ ପହଞ୍ଚିଛନ୍ତି ଟ୍ରମ୍ପ । ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ସବୁଠୁ ଶକ୍ତିଶାଳୀ ଦେଶର…
Read More...

ଚନ୍ଦ୍ରକୁ ଯିବେ ପ୍ରଥମ ମହିଳା ମହାକାଶଚାରୀ : ଓରିଅନ ସ୍ପେଶକ୍ରାଫ୍ଟରେ ଚନ୍ଦ୍ର ଅଭିଯାନ କରିବେ ଖ୍ରୀଷ୍ଟିନା କୋଚ୍

କନକ ବ୍ୟୁରୋ : ଚନ୍ଦ୍ରକୁ ଯିବେ ପ୍ରଥମ ମହିଳା ମହାକାଶଚାରୀ । ଏନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଘୋଷଣା କରିଛି । ଖୁବଶୀଘ୍ର ଚନ୍ଦ୍ରକୁ ଆଉ ଏକ ଅଭିଯାନରେ ଯାଉଛନ୍ତି ୪ ଜଣ ମହାକାଶଚାରୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଖ୍ରୀଷ୍ଟିନା କୋଚ୍ । ପ୍ରଥମ ମହିଳା ମହାକାଶଚାରୀ ଭାବେ…
Read More...

ସଙ୍କଟରେ ଆମେରିକା-ୟୁରୋପ ବ୍ୟାଙ୍କ: ଚାଲିଯିବ ୩୬ହଜାର ଚାକିରି, ଭାରତ ଉପରେ କି ପ୍ରଭାବ ପଡିବ?

କନକ ବ୍ୟୁରୋ: ଆମେରିକା ଓ ୟୁରୋପରେ ଜଟିଳ ହେଉଛି ବ୍ୟାଙ୍କ ସେକ୍ଟରରେ ଦେଖାଯାଇଥିବା ସଙ୍କଟ । ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଆମେରିକା ଓ ୟୁରୋପ ଅନେକ ବଡ ବ୍ୟାଙ୍କ । ତେବେ ଏହାର ପ୍ରଭାବ ଆଗକୁ କଣ ପଡିବ ଏନେଇ ଚିତ୍ର ସ୍ପଷ୍ଟ ହୋଇନଥିବାବେଳେ ଏବେ ସ୍ୱିଜରଲ୍ୟାରଣ୍ଡର ସବୁଠୁ ବଡ ବ୍ୟାଙ୍କ…
Read More...

ଜାତିସଂଘ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରିବ ରୁଷିଆ: ୟୁକ୍ରେନ କ୍ଷୁବ୍ଧ, ଯୁଦ୍ଧ ଅପରାଧୀ ଅଭିଯୁକ୍ତ କହି ଉଠାଇଲା…

କନକ ବ୍ୟୁରୋ: ୧୫ମାସ ପରେ ପୁଣି ଥରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିଛି ରୁଷିଆ । ଯାହାକୁ ବିରୋଧ କରିବା ସହ ପ୍ରଶ୍ନ ଉଠାଇଛି ୟୁକ୍ରେନ । ୟୁକ୍ରେନ କହିଛ ଜଣେ ଯୁଦ୍ଧ ଅପରାଧୀ ଅଭିଯୁକ୍ତକୁ ଅଧ୍ୟକ୍ଷତା ପାଇଁ କାହିଁକି ମିଳିଲା ସୁଯୋଗ ? ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ…
Read More...

କମାଲ କରୁଛି ଆଟିଫିସିଆଲ ଇଣ୍ଟେଲିଜେନ୍ସି: ଚାଟ୍-ଜିପିଟି ବ୍ୟବହାର କରି ଟଙ୍କା ଫେରି ପାଇଲେ କାଲିପଣ୍ଣିଆର ‘ଡୁ-ନଟ୍ ପେ’…

କନକ ବ୍ୟୁରୋ: ଘରେ ବସିବେ ଓ ଆପଣଙ୍କ ପାଖକୁ ଆସିବ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏକଥା ସତ ପ୍ରମାଣିତ ହୋଇସାରିଛି । ଏହି କଳ୍ପନାକୁ ସତ କରି ଦେଖେଇଛି ଆଟିଫିସିଆଲ ଇଂଟେଲେଜନସି ଆପ୍ଲିକେସନ ଚାଟ୍ଜିପିଟି । ‘ଡୁନଟ୍ ପେ’ କମ୍ପାନୀର ସିଇଓ ଜୋସୁଆ ବ୍ରାଉଡର ଏନେଇ ନିଜର…
Read More...