Browsing Category

ଦେଶ ବିଦେଶ

୨୦୨୪ରେ ଲୋକସଭା ନିର୍ବାଚନ, ସେମିକଣ୍ଡକ୍ଟର ଯୋଗୁ ତିଆରି ହୋଇପାରୁନାହିଁ ଇଭିଏମ ।

କନକ ବ୍ୟୁରୋ: ଦେଶରେ ଆଉକିଛି ଦିନ ପରେ ବିଭିନ୍ନ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ । ୨୦୨୩ରେ ୯ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଇଭିଏମର ଆବଶ୍ୟକତା ରହିଛି । ତେବେ ଏଥିପାଇଁ ଏକ ବଡ ସମସ୍ୟା ଦେଖାଦେଇଛି । ନିର୍ବାଚନ ଆୟୋଗ ପାଖରେ କମ ପରିମାଣର ଇଭିଏମ ରହିଛି । ଏହାର କାରଣ…
Read More...

କେରଳରେ ଟଳିଳା ବଡ ବିପଦ, ଦୁର୍ଘଟଣାରୁ ବର୍ତ୍ତିଲା କୋଷ୍ଟଗାର୍ଡ ହେଲିକପ୍ଟର।

କନକ ବ୍ୟୁରୋ: କେରଳରେ ଏକ ହେଲିକପ୍ଟର ଜରୁରୀ ଅବତରଣ ବେଳେ ଦୁର୍ଘଟଣାର ଶିକାର ହୋଇଛି । ଭାରତୀୟ କୋଷ୍ଟଗାର୍ଡରେ ଏହି ହେଲିକପ୍ଟର ଦୁର୍ଘଟଣାର ସାମ୍ନା କରିଛି । କୋଚିନ୍ ବିମାନବନ୍ଦରରେ ଯେତେବେଳେ ହେଲିକପ୍ଟର ୨୫ଫୁଟ ଉଚ୍ଚରେ ରହିଥିଲା ସେହି ସମୟରେ କୌଣସି କାରଣରୁ ଏହା ଦୁର୍ଘଟଣାର ସାମ୍ନା…
Read More...

ସଲମାନ ଖାନଙ୍କୁ ଦେଇଥିଲା ହତ୍ୟା ଧମକ । ଯୋଧପୁରରୁ ଗିରଫ କଲା ମୁମ୍ବାଇ ପୋଲିସ

କନକ ବ୍ୟୁରୋ : କିଛିଦିନ ହେବ କେହି ଜଣେ ଅଜଣା ବ୍ୟକ୍ତି ବାରମ୍ବାର ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଦେବାରେ ଲାଗିଥିଲା । ଏହାକୁ ନେଇ ସଲମାନ ଖାନ ପୋଲିସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା । ଶେଷରେ ସଲମାନଙ୍କୁ ହତ୍ୟା…
Read More...

ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୪ ଜଣ । କୌଣସି କାରଣରୁ ମାନସିକ ବିଷାଦରେ ଥିବା ସୂଚନା ।

କନକ ବ୍ୟୁରୋ: ବିଷ ପିଇ ଜୀବନ ହାରିଛନ୍ତି ଗୋଟିଏ ପରିବାରର ୪ଜଣ । ହାଇଦ୍ରାବାଦ କୁଶାଇଗୁଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରେ ଅଛନ୍ତି ପତି, ପତ୍ନୀ ଓ ତାଙ୍କର ୨ ଶିଶୁ । ପ୍ରଥମେ ପିଲାଙ୍କୁ ବିଷ ଦେଇ ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ…
Read More...

ପରିବାରର ରକ୍ଷା ପାଇଁ ଲଢେଇ କରିଥିଲେ ଭଗବାନ ରାମ, କଣ ସେ ବି ପରିବାର ବାଦୀ ଥିଲେ କି?

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କଂଗ୍ରେସ ସଙ୍କଳ୍ପ ସତ୍ୟାଗ୍ରହ କରୁଛି । ଏହି ସତ୍ୟାଗ୍ରହରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୋଦୀ ସରକାର ଉପରେ ବର୍ଷିଛନ୍ତି । ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ବିଜେପି ସବୁବେଳେ ଗାନ୍ଧୀ ପରିବାର ଉପରେ ପରିବାରବାଦ ଏବଂ ବଂଶବାଦର…
Read More...

ରାଜସ୍ଥାନରେ ତୀବ୍ର ହେଉଛି ଡାକ୍ତରଙ୍କ ଆନ୍ଦୋଳନ । ଜରୁରୀକାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ରାଜସ୍ଥାନରେ ତୀବ୍ର ହେଉଛି ଡାକ୍ତରଙ୍କ ଆନ୍ଦୋଳନ । ୧୪ ହଜାରରୁ ସରକାରୀ ଓ ଘରୋଇ ଡାକ୍ତର ଆନ୍ଦୋଳନରେ ଯାଇଥିବାରୁ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ବ୍ୟାହତ ହୋଇଛି । ଫଳରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ରୋଗୀ । ଫଳରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ…
Read More...

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ନାଟୋକୁ ଋଷର ଚେତାବନୀ । ବେଲାରୁସରେ ପରମାଣୁ ଅସ୍ତ୍ର ନିୟୋଜିତ କରିବେ ପୁଟିନ୍

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଗୋଟିଏ ବର୍ଷରୁ ଅଧିକ ହୋଇଥିବା ବେଳେ ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଏକ ବଡ ଘୋଷଣା କରିଛନ୍ତି । ପୁଟିନ କହିଛନ୍ତି କି, ଏବେ ଋଷ ବେଲାରୁସ ଠାରେ ପରମାଣୁ ଅସ୍ତ୍ର ନିୟୋଜିତ କରିବ । ଏହା ନ୍ୟୁକ୍ଲିୟର ଟ୍ରିଟ ଆଇନର ଉଲଂଘନ…
Read More...

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା। ବାରଣାସୀର ଏକ ହୋଟେଲରେ ରସି ଲଗାଇ ଆତ୍ମହତ୍ୟା।

କନକ ବ୍ୟୁରୋ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା । ବାରଣାସୀର ସାରନାଥ ଥାନାର ଏକ ଘରୋଇ ହୋଟେଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଆକାଂକ୍ଷା ଭଦୋହୀ ଜନପଥ ପରସୀପୁରରେ ବାସିନ୍ଦା । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଥିଲେ…
Read More...

ସୂଚନା ଅଧିକାର ଆଇନ ବଳରେ ବଡ ଖୁଲାସା । ନୋଟ୍ ଓ କଏନ ଛାପିବାରେ ଏତେ ଟଙ୍କା ଖର୍ଚ୍ଚ କରିଥାଏ ଆରବିଆଇ । ନୋଟ୍ ତୁଳନାରେ…

କନକ ବ୍ୟୁରୋ : ପକେଟ୍ ରେ ଟଙ୍କା ଥିଲେ ଖର୍ଚ୍ଚ କରିବାକୁ ଭାରି ମନ ହୁଏ । ହେଲେ କେବେ ଭାବିଛନ୍ତି ଆପଣ ବ୍ୟବହାର କରୁଥିବା ନୋଟ୍ କିମ୍ବା କଏନ୍ ତିଆରି କରିବା ପଛରେ କେତେ ଟଙ୍କା ଖର୍ଚ୍ଚ ହୁଏ? ଆମେ ବ୍ୟବହାର କରୁଥିବା କାଗଜ ଟଙ୍କା କିମ୍ବା କଏନ୍ ତିଆରି ପାଇଁ ରିଜର୍ଭ ବ୍ୟାଙ୍କ କେତେ ଖର୍ଚ୍ଚ…
Read More...

ରାଜସ୍ଥାନରେ ପୁଣି ଭୂମିକମ୍ପ, ମଙ୍ଗଳବାର ହୋଇଥିଲା ପ୍ରଥମ ଝଟକା

କନକ ବ୍ୟୁରୋ: ରାଜସ୍ଥାନ ବିକାନେରରେ ଭୂକମ୍ପର ଝଟକା ପୁଣିଥରେ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରେକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଛି । ଗତ ମଙ୍ଗଳବାର ମଧ୍ୟ ରାଜସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଫଳରେ ଏଠାରେ ଲୋକେ ଭୟଭୀତ…
Read More...