Browsing Category

ଦେଶ ବିଦେଶ

ସିକ୍କିମରେ ଭୟଙ୍କର ହିମସ୍ଖଳନ । ବରଫ ତଳେ ଚାପି ହୋଇ ୬ମୃତ, ଫଶି ରହିଛନ୍ତି ୧୫୦ରୁ ଅଧିକ ପର୍ଯ୍ୟଟକ

କନକ ବ୍ୟୁରୋ : ମଙ୍ଗଳବାର ଦିନ ସିକ୍କିମରେ ହୋଇଥିବା ହିମସ୍ଖଳନ କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫୦ରୁ ଅଧିକ ପର୍ଯ୍ୟଟକ ବରଫ ଝଡରେ ଫଶି ରହିଥିବା ବେଳେ ୮୦ ରୁ ଅଧିକ ପର୍ଯ୍ୟଟକ ବରଫ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ୧୫ମାଇଲ ଜେଏନ ରୋଡ ନିକଟରେ ଏଭଳି…
Read More...

ଦୀର୍ଘ ୫୩ ବର୍ଷ ଧରି ବନ୍ଦୀ ଜୀବନ କାଟୁଛି ଡଲଫିନ୍ ଲୋଳିତା । ଅନେକ ବାଦ ବିବାଦ ପରେ ଏବେ ପାଇବାକୁ ଯାଉଛି ମୁକ୍ତି ।…

କନକ ବ୍ୟୁରୋ : ଲୋଳିତା, ଡଲଫିନ୍ ସମ୍ପର୍କରେ ଆପଣ ପୂର୍ବରୁ ଜାଣିଥିବେ । ସି ଆକ୍ୱାରିମରେ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନମୋହିଥାଏ । । ଲୋଳିତାର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଆଉ ଯିଏବି ଦେଖେ ବାଃବାଃ ନକହି ରହିପାରେନାହିଁ । ତେବେ ଆପଣ ଜାଣିଛନ୍ତି କି,…
Read More...

କେଉଁ ବୟସରେ ସ୍କୁଲ ଯିବେ ପିଲା ? ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅଲଗା ଅଲଗା ବୟସକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ…

କନକ ବ୍ୟୁରୋ: ପାଠ ପଢିବାର ପ୍ରକୃତ ବୟସ କେତେ? ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସରକାର ବୟସ ସୀମା ନିର୍ଦ୍ଦାରଣ କରିଥାନ୍ତି । ପ୍ରଥମେ ଅଙ୍ଗନୱାଡି ଓ ପରେ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଏ । କିନ୍ତୁ ଏବେ ରାଜ୍ୟ ସାରା ଅଭିଭାବକଙ୍କ ମନରେ ଗୋଟିଏ ଦ୍ୱନ୍ଦ୍ୱ…
Read More...

ପୁଟିନଙ୍କ ପାଇଁ ବଢିଲା ଚିନ୍ତା, ଆମେରିକା ସହାୟତାରେ ଋଷର ପଡୋଶୀ ରାଷ୍ଟ୍ର ଫିନଲାଣ୍ଡ ପାଇଲା ନାଟୋର ସଦସ୍ୟତା

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଏକ ବଡ ଝଟକା ଦେଇଛନ୍ତି । ଆମେରିକା ସହାୟତାରେ ଋଷର ପଡୋଶୀ ରାଷ୍ଟ୍ର ଫିନଲାଣ୍ଡ ନାଟୋର ୩୧ ତମ ସଦସ୍ୟ ଭାବେ ଯୋଗ ଦେଇଛି । ସେପଟେ ଋଷର ଅନେକ ପଡୋଶୀ…
Read More...

ବ୍ୟାଙ୍କରେ ଜମା ହୋଇ ରହିଛି ୩୫ହଜାର କୋଟି । ନିସ୍କ୍ରିୟ ଆକାଉଣ୍ଟରେ ୧୦ବର୍ଷ ହେବ ହୋଇନି କୌଣସି ଅପରେଟ୍

କନକ ବ୍ୟୁରୋ : ସରକାରୀ ବ୍ୟାଙ୍କରେ ୧୦.୨୪ କୋଟି ଖାତାରେ ୩୫ ହଜାର କୋଟିରୁ ଅଧିକ ଟଙ୍କା ରହିଛି । ସବୁଠୁ ବଡ କଥା ହେଉଛି ଏହି ଟଙ୍କାର କେହି ବି ମାଲିକ ନାହାନ୍ତି । ଗତ ୧୦ ବର୍ଷ ହେବ ଏହି ଖାତାକୁ କୌଣସି ପ୍ରକାରର ଅପରେଟ୍ କରାଯାଇନାହିଁ । ତେବେ ଏହି କୌଣସି ଉତ୍ତରାଧୀକାରୀ ନଥିବା ଏହି…
Read More...

୪ ବର୍ଷରେ ଆତ୍ମହତ୍ୟା କଲେଣି ୧୩ ହଜାର ଛାତ୍ରଛାତ୍ରୀ । ୟୁଜିସି ଜାରି କଲା ଗାଇଡଲାଇନ୍ ।

କନକ ବ୍ୟୁରୋ: ଦେଶରେ ବଢିବାକୁ ଲାଗୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା । ସ୍କୁଲ-କଲେଜରେ ପାଠ ପଢୁଥିବା ପିଲାଙ୍କ ଆତ୍ମହତ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢିବାକୁ ଲାଗୁଛି । ଏ ସମ୍ଭନ୍ଧିତ ରିପୋର୍ଟ ଏବେ ଚିନ୍ତାର କାରଣ ପାଲଟିଛି । ସୂଚନା ମୁତାବକ, ଗତ ଚାରି ବର୍ଷରେ ଦେଶରେ ମୋଟ ୭୩୯୬ ଜଣ…
Read More...

ପୁଣେରେ ଜଗନ୍ନାଥ ସଂସ୍କୃତିକୁ ଜାଗ୍ରତ କରିବାକୁ ପ୍ରୟାସ, ମହା ସମାରୋହରେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପାଳିତ…

କନକ ବ୍ୟୁରୋ : ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପୁଣେର ଳୋହେଗାଓଁରେ ମହାସମାରୋହରେ ଉତ୍କଳ ଦିବସ ୨୦୨୩ ସମର୍ପଣ ଉତ୍ସବ ପାଳିତ ହୋଇଛି । ଜଗଦଗୁରୁ ସ୍ପୋର୍ଟସ କମ୍ପେ୍ଲକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁଣେ କଣ୍ଟେନମେଣ୍ଟ ବୋର୍ଡର ମୁଖ୍ୟ ଏକଜ୍ୟୁକିଟିଭ ଅଫିସର ସୁବ୍ରତ ପାଳ ମୁଖ୍ୟ…
Read More...

ନାମ ବଦଳାଇଲା ଚୀନ୍ : କଡ଼ା ଜବାବ ରଖିଲା ବିଦେଶ ମନ୍ତ୍ରାଳୟ; କହିଲା, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

କନକ ବ୍ୟୁରୋ : ପୁଣି ଚୀନର ମନମାନୀ । ଅରୁଣାଚଳପ୍ରଦେଶ ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଛି ଚୀନ୍ । ଗତ ୫ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏପରି କାମ କରିଛି ଡ୍ରାଗନ । ଏହା ପୂର୍ବରୁ ୨୦୨୧ରେ ଚୀନ୍ ୧୫ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା । ସେହିପରି ୨୦୧୭ରେ ୬ଟି ସ୍ଥାନର ନାମ…
Read More...

ବ୍ୟାଙ୍କରେ ଜମାଥିବା ୩୫ ହଜାର କୋଟି ଟଙ୍କାର କେହି ନାହାଁନ୍ତି ଦାବିଦାର, ରିଜର୍ଭ ବ୍ୟାଙ୍କକୁ ଟଙ୍କା ଫେରାଇଦେଲେ…

କନକ ବ୍ୟୁରୋ: ଏବେ ଦେଶରେ ଜାତୀୟକରଣ ବ୍ୟାଙ୍କମାନେ ଘୋଷଣା କରିଛନ୍ତି କି ସେମାନଙ୍କ ନିକଟରେ ୧୦.୨୪ କୋଟି ଆକାଉଣ୍ଟରେ ଥିବା ୩୫,୦୧୨କୋଟି ଟଙ୍କାର କେହି ଦାବିଦାର ନାହାଁନ୍ତି । ଏହି ସଂଖ୍ୟା ୨୦୨୩ ଫେବୃଆରୀ ମାସ ପର୍ଯ୍ୟନ୍ତ ହିସାବ କରାଯାଇଛି । ଏହାସହ ଏହି ଆକାଉଣ୍ଟଗୁଡିକ ୧୦ ବର୍ଷ ହେବ…
Read More...

ଭାରତୀୟ ବାୟୁସେନା ବନାମ ଆମେରିକା ବାୟୁସେନା । ଏପ୍ରିଲ୍ ୧୦ରେ ବିଶ୍ୱ ଦେଖିବ ଦୁଇ ଶକ୍ତିଶାଳି ରାଷ୍ଟ୍ରର ଶକ୍ତି

କନକ ବ୍ୟୁରୋ : ବିଶ୍ୱର ସର୍ବ ଶକ୍ତିମାନ ଦେଶଙ୍କ କଥା ଆସିଲେ ପ୍ରଥମେ ଆସିଥାଏ ଆମେରିକାର ନାଁ । ଏହି ତାଲିକାରେ ଭାରତ ୪ର୍ଥ ସ୍ଥାନରେ ଆସୁଥିଲେ ବି କୁହାଯାଏ ଭାରତୀୟ ବାୟୁସେନା ଅନ୍ୟ ଦେଶଙ୍କ ବାୟୁସେନାଠୁ ଅଧିକ ଶକ୍ତିଶାଳି । ଆଉ ଏହାରି ମଧୟରେ ଏପ୍ରିଲ ୧୦ତାରିଖରେ ହେବାକୁ ଯାଉଛି ଦୁଇ…
Read More...