Browsing Category

ଦେଶ ବିଦେଶ

ବନ୍ଦ ହେବ ମାଗଣା କଲ୍‌ ଓ ଡାଟା ସେବା ! ‘ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ’(ଟ୍ରାଇ) କରୁଛି ବିଚାର

ମାଗଣାରେ କଲ୍‌ ଏବଂ ଡାଟା ବ୍ୟବହାର କରୁଥିବା ମୋବାଇଲ୍‌ ଗ୍ରାହକଙ୍କ ଖୁସି ବେଶି ଦିନ ରହି ନପାରେ । ଦୂରସଂଚାର କ୍ଷେତ୍ରର ନିୟାମକ ସଂସ୍ଥା ‘ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ’(ଟ୍ରାଇ) କଲ୍‌ ଏବଂ ଡାଟାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା ଉପରେ ବିଚାର କରୁଛି । ଏ ନେଇ ଆଲୋଚନା…
Read More...

ତିବତ ସୀମାରେ ଚୀନର ଶକ୍ତି ପ୍ରଦର୍ଶନ ! ଯୁଦ୍ଧାଭ୍ୟାସ କଲା ପିପୁଲସ୍ ଲିବରେସନ୍ ଆର୍ମି

କନକ ବ୍ୟୁରୋ: ଚୀନ ପୁଣି ଦେଖାଇଛି ଶକ୍ତି । ତିବତ ସୀମାରେ ଯୁଦ୍ଧାଭ୍ୟାସ କରିଛି ଚୀନର ପିପୁଲସ୍ ଲିବରେସନ୍ ଆର୍ମି ବା ପିଏଲଏ । ଚୀନ ମିଡିଆ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ତିବତ ସୀମାରେ ପିଏଲଏ ଯୁଦ୍ଧାଭ୍ୟାସ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ସେନାର କ୍ଷମତାକୁ ବଢାଇବା । ଯୁଦ୍ଧ…
Read More...

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ! ଅପରାହ୍ନ ୫ଟା ଯାଏଁ ଚାଲିବ ମତଦାନ

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି  । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ବିରୋଧୀ ଦଳଙ୍କ ପ୍ରାର୍ଥୀ ମୀରା କୁମାରଙ୍କ ମଧ୍ୟରେ ମୁକାବିଲା ହେଉଛି  । ସବୁ ରାଜ୍ୟର ବିଧାନସଭାରେ ସକାଳ ୧୦ ଟାରୁ ମତଦାନ ଆରମ୍ଭ ହୋଇଛି  । ସଂଧ୍ୟା ୫ଟା…
Read More...

ଏନପିଏ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବ ଆରବିଆଇ !

ନନ୍‌ ପରଫରମିଙ୍ଗ ଆସେଟ୍‌ (ଏନପିଏ)କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଗାମୀ ଦିନରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଶିଳ୍ପ ଚାମ୍ବର ଆସୋଚାମ୍‌ ଆକଳନ କରିଛି । ବ୍ୟାଙ୍କଗୁଡ଼ିକର ୮ ଲକ୍ଷ କୋଟି ଟଙ୍କାର ଏନପିଏ ସମସ୍ୟାର ସମାଧାନ ୨୦୧୯ ମାର୍ଚ ସୁଦ୍ଧା କରାଯାଇପାରେ ବୋଲି ଆସୋଚାମ୍‌…
Read More...

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ !

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଏହି ଅଧିବେଶନକୁ କିପରି ସୁରୁଖୁରୁରେ ଶେଷ କରାଯିବ ସେନେଇ ଆଲୋଚନା ହୋଇଛି । ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ । ବୈଠକରେ ଗୋରକ୍ଷା ଓ…
Read More...

ଆଜିଠୁ ପାର୍ଲାମେଂଟର ମୌସୁମୀ ଅଧିବେଶନ ! ମଧ୍ୟପ୍ରଦେଶ ଚାଷୀ, କଶ୍ମୀର ଓ ୟୁପି ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ…

କନକ ବ୍ୟୁରୋ : ଆଜି ଠାରୁ ସଂସଦରେ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ । ଏହା ଅଧିକ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିରୋଧୀ ଦଳ ଏଥର ସରକାରଙ୍କୁ ଘେରିବାକୁ ମିଳିତ ରଣନୀତି ପ୍ରସ୍ତୁତ କରିଛି । ସବୁ ବିରୋଧୀ ଦଳ ଏକଜୁଟ ହୋଇ ସରକାର ଉପରେ ହମଲା କରିବାକୁ ବିରୋଧୀ ଦଳ ଚାଷୀ, ବେରୋଜଗାର,…
Read More...

ବହୁଚର୍ଚ୍ଚିତ ପାନାମା ଗେଟ୍ ମାମଲା ! ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ସଂପୃକ୍ତି ନେଇ ଆଜି ଶୁଣାଣି କରିବେ…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାନାମା ଗେଟ୍ ଖୁଲାସାରେ ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ସଂପୃକ୍ତି ନେଇ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ । ୬ ଜଣିଆ ଜଏଂଟ୍ ଇନଭେଷ୍ଟିଗେସନ୍ ଟିମ୍, ଜେଆଇଟିର ରିପୋର୍ଟ ଆଧାରରେ ଏହି ଶୁଣାଣି ହେବ । ସରିଫଙ୍କ ସହ ତାଙ୍କ ପରିବାର ବିରୋଧରେ…
Read More...

ଆଜି ରାଷ୍ଟ୍ରପତି ନିର୍ବାଚନ ! ସମସ୍ତ ପ୍ରସ୍ତୁତି ଶେଷ(ରାମନାଥ କୋବିନ୍ଦ ବନାମ ମୀରା କୁମାର)

କନକ ବ୍ୟୁରୋ : ଦେଶର ୧୪ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ବିରୋଧୀ ଦଳଙ୍କ ପ୍ରାର୍ଥୀ ମୀରା କୁମାରଙ୍କ ମଧ୍ୟରେ ମୁକାବିଲା ହେବ । ନିର୍ବାଚନ କମିସନ ଆଜି ହେବାକୁ ଥିବା ଭୋଟିଂ ପାଇଁ ସମସ୍ତ…
Read More...

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ! ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ନେଇ ଦ୍ୱନ୍ଦ୍ୱରେ ବିଜେଡି

କନକ ବ୍ୟୁରୋ : ଆସନ୍ତାକାଲି ରାଷ୍ଟ୍ରପତି ର୍ନିବାଚନ । ହେଲେ ଅଗଷ୍ଟ ୫ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ ଦ୍ୱନ୍ଦ୍ୱରେ ବିଜେଡିି । ଉପରାଷ୍ଟ୍ରପତି ପଦ ପାଇଁ ୟୁପିଏ, ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ…
Read More...

ଆଜି ବିଶ୍ୱ ସାପ ଦିବସ ! କାହିଁକି ପାଳନ ହୁଏ ଏହି ଦିନ ଏବଂ ସାପ ମାନଙ୍କୁ ନେଇ ଜାଣନ୍ତୁ କିଛି ଅଜଣା କଥା

ଆଜି ବିଶ୍ୱ ସାପ ଦିବସ । ସାପ ମାନଙ୍କ ପ୍ରତି ନିଜ ସ୍ନେହ ଦେଖାଇବା ପାଇଁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ପ୍ରକାର ଆୟୋଜନ କରିଥାନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ସାପ ମାନଙ୍କୁ କ୍ଷତି ନପହଂଚାଇବା ପାଇଁ ସଚେତନତା ସୃଷ୍ଟି କରିବା । ସାପ ମାନଙ୍କୁ ଦେଖିବା କ୍ଷଣି ଭୟରେ…
Read More...