Browsing Category

ଦେଶ ବିଦେଶ

ଆଜି ବି କଂଗ୍ରେସ କରିବ ପ୍ରତିବାଦ : ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି

କନକ ବ୍ୟୁରୋ : ଆଜି ବା ସାରା ଦେଶରେ କଂଗ୍ରେସ ମୋଦୀ ସରକାର ବିରୋଧରେ ପ୍ରତିବାଦ କରିବ । ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ସରକାରକୁ ଘେରିବ କଂଗ୍ରେସ । ସଂସଦରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇପାରେ ବିରୋଧୀ । ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା ପରେ ଏବେ କଂଗ୍ରେସ ଆକ୍ରାମଣାତ୍ମକ…
Read More...

ଆମେରିକା, ୟୁରୋପ ପରେ ଜର୍ମାନୀରେ ବ୍ୟାଙ୍କିଂ କ୍ଷେତ୍ରରେ ସଙ୍କଟ : ଖସୁଛି ସେୟାର, ଉଠିଲା ପ୍ରଶ୍ନ ବୁଡିଯିବ କି ଡ୍ୟୁସ୍…

କନକ ବ୍ୟୁରୋ : ଆମେରିକା, ସୁଇଜରଲ୍ୟାଣ୍ଡ ପରେ ଜର୍ମାନୀରେ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଛି ବଡ ସଙ୍କଟ । ଜର୍ମାନୀର ସବୁଠୁ ବଡ ବ୍ୟାଙ୍କ ଡ୍ୟୁସ୍ ବ୍ୟାଙ୍କର ଆର୍ଥିକ ସ୍ଥିତି ନେଇ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିଛନ୍ତି । ଫଳରେ ସିଲିକଲ ଭେଲି ବ୍ୟାଙ୍କ ଭଳି ଏହି ବ୍ୟାଙ୍କ ବୁଡିବା…
Read More...

ମହିଳା ପ୍ରିମିୟର ଲିଗ : ପ୍ରଥମଥର ଚାମ୍ପିୟନ ହେଲା ମୁମ୍ବାଇ ଇଣ୍ଡିଆନ୍ସ

କନକ ବ୍ୟୁରୋ : ପ୍ରଥମ ଥର ଲାଗି ଆୟୋଜିତ ହୋଇଥିବା ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ହରାଇ ଚାମ୍ପିୟନ ହୋଇଛି ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ…
Read More...

ଭାରତ ଏମିତି ଗାଁ: ଯେଉଁଠି ଛୁଇଁଲେ ଦେବାକୁ ପଡେ ଜରିମାନା

କନକ ବ୍ୟୁରୋ: ଭାରତରେ ଏମିତି କିଛି ଗାଁ ରହିଛି ଯାହା ଏବେ ବି ନିୟମ କାନୁନରେ ଚାଲୁଛି । ଏଠାକୁ ଯିବା ପୂର୍ବରୁ ଯଦି ଆପଣ ଏହି ଗାଁର ନିୟମ କାନୁନ ବିଷୟରେ ଅଜଣା ଅଛନ୍ତି ତେବେ ଆପଣ ବିପଦରେ ପଡିପାରନ୍ତି । ଆଉ ଆପଣଙ୍କୁ ଜରିମାନା ଲାଗିପରେ । ଏମିତି ଏକ ଗାଁ ହେଉଛି ସିମଲା କୁଲ୍ଲୁ ଜିଲ୍ଲାର…
Read More...

ଖଣ୍ଡପଡାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିଆରା ଉଦ୍ୟମ। ମହିଳା ସମାବେଶରେ ମହିଳାଙ୍କୁ ଅଗ୍ରାଧିକାର।

କନକ ବ୍ୟୁରୋ: ମହିଳା ସମାବେଶରେ ମହିଳାଙ୍କୁ ଅଗ୍ରାଧିକାର । ମହିଳାଙ୍କ ଦ୍ୱାରା ମଞ୍ଚ ସଞ୍ଚାଳନ ସହ ନିର୍ବାଚିତ ଜନପ୍ରତିନିଧି ତଥା ମହିଳା କର୍ମୀଙ୍କୁ ଗୁରୁତ୍ୱ । ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅଧୀନ ବନମାଳିପୁର ସୋମନାଥ ଦେବଙ୍କ ମେଳଣ ପଡିଆରେ । ଆଜି…
Read More...

ଆମ ଲୋକ ସାହାଯ୍ୟ ମାଗୁଛନ୍ତି. ଅନ୍ୟ ଦେଶର ଲୋକେ ହସ୍ତକ୍ଷେପ କରୁଛନ୍ତି… ରାହୁଲଙ୍କୁ ଟାର୍ଗେଟ କଲେ ଜୟଶଙ୍କର

କନକ ବ୍ୟୁରୋ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦେଶର ରାଜନୀତି ବାବଦରେ ବିଦେଶୀ ହସ୍ତକ୍ଷେପ ଉପରେ ମତ ରଖିଛନ୍ତି । ଶୁକ୍ରବାର ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ ବେଳେ ସେ ନିଜର ମତ ରଖିଛନ୍ତି । ଏଠାରେ ସେ ଇସାରା ଇସାରରେ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ…
Read More...

୨୦୨୪ରେ ଲୋକସଭା ନିର୍ବାଚନ, ସେମିକଣ୍ଡକ୍ଟର ଯୋଗୁ ତିଆରି ହୋଇପାରୁନାହିଁ ଇଭିଏମ ।

କନକ ବ୍ୟୁରୋ: ଦେଶରେ ଆଉକିଛି ଦିନ ପରେ ବିଭିନ୍ନ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ । ୨୦୨୩ରେ ୯ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଇଭିଏମର ଆବଶ୍ୟକତା ରହିଛି । ତେବେ ଏଥିପାଇଁ ଏକ ବଡ ସମସ୍ୟା ଦେଖାଦେଇଛି । ନିର୍ବାଚନ ଆୟୋଗ ପାଖରେ କମ ପରିମାଣର ଇଭିଏମ ରହିଛି । ଏହାର କାରଣ…
Read More...

କେରଳରେ ଟଳିଳା ବଡ ବିପଦ, ଦୁର୍ଘଟଣାରୁ ବର୍ତ୍ତିଲା କୋଷ୍ଟଗାର୍ଡ ହେଲିକପ୍ଟର।

କନକ ବ୍ୟୁରୋ: କେରଳରେ ଏକ ହେଲିକପ୍ଟର ଜରୁରୀ ଅବତରଣ ବେଳେ ଦୁର୍ଘଟଣାର ଶିକାର ହୋଇଛି । ଭାରତୀୟ କୋଷ୍ଟଗାର୍ଡରେ ଏହି ହେଲିକପ୍ଟର ଦୁର୍ଘଟଣାର ସାମ୍ନା କରିଛି । କୋଚିନ୍ ବିମାନବନ୍ଦରରେ ଯେତେବେଳେ ହେଲିକପ୍ଟର ୨୫ଫୁଟ ଉଚ୍ଚରେ ରହିଥିଲା ସେହି ସମୟରେ କୌଣସି କାରଣରୁ ଏହା ଦୁର୍ଘଟଣାର ସାମ୍ନା…
Read More...

ସଲମାନ ଖାନଙ୍କୁ ଦେଇଥିଲା ହତ୍ୟା ଧମକ । ଯୋଧପୁରରୁ ଗିରଫ କଲା ମୁମ୍ବାଇ ପୋଲିସ

କନକ ବ୍ୟୁରୋ : କିଛିଦିନ ହେବ କେହି ଜଣେ ଅଜଣା ବ୍ୟକ୍ତି ବାରମ୍ବାର ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଦେବାରେ ଲାଗିଥିଲା । ଏହାକୁ ନେଇ ସଲମାନ ଖାନ ପୋଲିସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା । ଶେଷରେ ସଲମାନଙ୍କୁ ହତ୍ୟା…
Read More...

ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୪ ଜଣ । କୌଣସି କାରଣରୁ ମାନସିକ ବିଷାଦରେ ଥିବା ସୂଚନା ।

କନକ ବ୍ୟୁରୋ: ବିଷ ପିଇ ଜୀବନ ହାରିଛନ୍ତି ଗୋଟିଏ ପରିବାରର ୪ଜଣ । ହାଇଦ୍ରାବାଦ କୁଶାଇଗୁଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରେ ଅଛନ୍ତି ପତି, ପତ୍ନୀ ଓ ତାଙ୍କର ୨ ଶିଶୁ । ପ୍ରଥମେ ପିଲାଙ୍କୁ ବିଷ ଦେଇ ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ…
Read More...