Browsing Category

ଦେଶ ବିଦେଶ

ହ୍ୱାଇଟ୍ ହାଉସ ନୁହେଁ ବରଂ ଏହି କୋଠା ବିଶ୍ୱର ସବୁଠାରୁ ସୁରକ୍ଷିତ । କେଉଁଠି ଏ କୋଠା ଓ ଏହା ମଧ୍ୟରେ ରହିଛି କ’ଣ ?…

କନକ ବ୍ୟୁରୋ : ଯେତେବେଳେ ବିଶ୍ୱର ସବୁଠୁ ହାଇସିକ୍ୱିରିଟି ବିଲ୍ଡିଂ କଥା ଉଠେ ସେତେବେଳେ ମନକୁ ଆପଣା ଛାଏଁ ଆସେ ହ୍ୱାଇଟ୍ ହାଉସ କଥା । ପ୍ରାୟତଃ ଅଧିକାଂଶ ଲୋକେ ବିଶ୍ୱାସ କରନ୍ତି, ଯେ ଆମେରିକାରେ ଥିବା ହ୍ୱାଇଟ୍ ହାଉସ ହେଉଛି ବିଶ୍ୱର ସର୍ବାଧିକ ସୁରକ୍ଷିତ ସ୍ଥାନ । ହ୍ୱାଇଟ୍ ହାଉସରେ ରହିଛି…
Read More...

ବଢୁଛି ବିନା ଟିକେଟରେ ଯାତ୍ରା କରୁଥିବା ରେଳଯାତ୍ରୀଙ୍କ ସଂଖ୍ୟା । ୨୦୨୨-୨୩ ବର୍ଷରେ ଧରାପଡିଛନ୍ତି ୩ କୋଟିରୁ ଅଧିକ…

କନକ ବ୍ୟୁରୋ : ବିନା ଟିକେଟରେ ରେଳଯାତ୍ରା କରିବା ଆଇନଗତ ଅପରାଧ । ତଥାପି ପ୍ରତିଦିନ ଅନେକ ଯାତ୍ରୀ ବିନା ଟିକେଟରେ ଯାତ୍ରା କରନ୍ତି । ଏପରିକି ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ୟପଟେ କଡ଼ାକଡ଼ି ଚେକିଂ ପାଇଁ…
Read More...

ରିଜର୍ଭବ୍ୟାଙ୍କ ଗଭର୍ଣ୍ଣରଙ୍କ ବଡ ସୂଚନା, ବ୍ୟାଙ୍କକୁ ଫେରିଲାଣି ୧.୮ଲକ୍ଷ କୋଟି ଟଙ୍କାର ଦୁଇହଜାର ଟଙ୍କିଆ ନୋଟ୍

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି କି, ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କକୁ ୧.୮ଲକ୍ଷ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ଫେରସ୍ତ ଆସିଛି । ଏହାସହ ସେ କହିଛନ୍ତି କି ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯେତିକି ୨ ହଜାର ଟଙ୍କିଆ ନୋଟ୍…
Read More...

୧୫  ବର୍ଷ ପରିବାର ଠାରୁ ଅଲଗା ରହିଲେ, ଏୟାରଫୋର୍ସ ଚାକିରି ଛାଡି ସନ୍ନ୍ୟାସୀ ହେଲେ, ଏବେ ପୁଣି ଏପରି ଭେଟିଲେ

କନକ ବ୍ୟୁରୋ:  ବିହାର ମୋତିହାରୀରୁ ଆସିଛି ସ୍ୱାମୀ –ସ୍ତ୍ରୀଙ୍କ ନିଆରା ପ୍ରେମ କାହାଣୀ । ୧୫ ବର୍ଷ ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଘରୋଇ ମନୋମାଳିନ୍ୟକୁ ନେଇ ବିଶୃଙ୍ଖଳା ଦେଖାଦେଇଥିଲା । ଫଳରେ ରାଗରେ ପତ୍ନୀ ସନ୍ଦୀପ ଦେବୀ  ବର୍ଷକର ପୁଅକୁ ନେଇ ବାପ ଘରକୁ ପଳାଇଥିଲେ । ସେଠାରେ ନିଜ…
Read More...

କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ।

କନକ ବ୍ୟୁରୋ: କେରଳ ଛୁଇଁଲା ମୌସୁମୀ ବାୟୁ । ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ‘ବିପର୍ଯ୍ୟୟ’ବ୍ୟାତ୍ୟା ପ୍ରଭାବ ଥିବାରୁ ସପ୍ତାହେ ବିଳମ୍ବରେ ମୌସୁମୀ…
Read More...

ଜୁନ୍ ୨୩ରେ ବିରୋଧୀଙ୍କର ହେବ ମହାମେଳି । ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦୀ ବିରୋଧୀ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ…

କନକ ବ୍ୟୁରୋ : ଆସନ୍ତା ଜୁନ୍ ୨୩ ତାରିଖରେ ବିହାରରେ ହେବ ବିରୋଧୀଙ୍କ ମହାମେଳି । ଏକାଠୀ ହେବେ ମୋଦୀ ବିରୋଧୀ । ଗୋଟିଏ ମଂଚରେ ବସିବେ ରାହୁଲ ଗାନ୍ଧୀ, ଅରବିନ୍ଦ କେଜରିୱାଲ, ନୀତିଶ କୁମାର, ମମତା ବାନାର୍ଜୀ, ଏମକେ ଷ୍ଟାଲିନ । କଂଗ୍ରେସ, ଟିଏମସି, ଆପ୍, ଜେଏଏମଏମ, ଜେଡିୟୁ, ଆରଜେଡି ,…
Read More...

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ସାଧାରଣ ଲୋକଙ୍କୁ ଆଶ୍ୱସ୍ତି

କନକ ବ୍ୟୁରୋ: ଅପରବର୍ତିତ ରହିଲା ରେପୋ ରେଟ୍ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ତଥା ସୁଧ ହାର ଅପବର୍ତ୍ତିର୍ତ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି । ଫଳରେ ସୁଧ ହାର ୬.୫ ପ୍ରତିଶତ ରହିଛି । ସେଂଟ୍ରାଲ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଦେଉଥିବା ରଣର ସୁଧ ହାରକୁ ରେପୋ ରେଟ…
Read More...

ମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀ । ୧୨ ବର୍ଷ ହେବ ପାଳନ କରି ଆସୁଛନ୍ତି ପରମ୍ପରା ।

କନକ ବ୍ୟୁରୋ : ରାଜନୈତିକ ସ୍ତରରେ ମମତା-ମୋଦୀଙ୍କ ମଧ୍ୟରେ କଣ ସମ୍ପର୍କ ତାହା ବୋଧହୁଏ କାହାକୁ ଅଛପା ନାହିଁ । ଉଭୟଙ୍କ ମଧ୍ୟରେ ରାଜନୈତିକ ମତଭେଦକୁ ନେଇ ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚା ହୁଏ । କିନ୍ତୁ ଏହି ରାଜନୈତିକ ମତଭେଦ ବ୍ୟକ୍ତିଗତ ସମ୍ପର୍କକୁ ଖରାପ କରିନି । ପଶ୍ଚିମବଙ୍ଗର…
Read More...

ଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ । ପ୍ରଶଂସକଙ୍କ ମଧ୍ୟରେ ଶୋକ

କନକ ବ୍ୟୁରୋ: ଖ୍ୟାତନାମା ଟେଲିଭିଜନ ଉପସ୍ଥାପିକା ତଥା ଦୂରଦର୍ଶନର ପ୍ରଥମ ମହିଳା ଇଂରାଜୀ ନ୍ୟୁଜ୍ ଉପସ୍ଥାପିକା ଗୀତାଞ୍ଜଳି ଆୟାରଙ୍କର ବୁଧବାର ଦିନ ପରଲୋକ ଘଟିଛି। ଟିଭି ସାମ୍ବାଦିକତା କ୍ଷେତ୍ରରେ ଗୀତାଞ୍ଜଳି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେ ତାଙ୍କର ୩ ଦଶନ୍ଧିର…
Read More...

ନୂଆ ସଂସଦ ଭବନରେ ‘ଅଖଣ୍ଡ ଭାରତ’ ନକ୍ସାକୁ ନେଇ ଖପ୍ପା ବାଂଲାଦେଶ ସରକାର । ମାଗିଲେ ସ୍ପଷ୍ଟିକରଣ ।

କନକ ବ୍ୟୁରୋ: ଭାରତର ନୂଆ ସଂସଦ ଭବନରେ ‘ଅଖଣ୍ଡ ଭାରତ’ ନକ୍ସାକୁ ନେଇ କ୍ଷୋଭ ପ୍ରକାଶ କଲେ ବାଂଲାଦେଶ ସରକାର । ଭାରତର ନକ୍ସାରେ କାହିଁକି ବାଂଲାଦେଶକୁ ସଂଲଗ୍ନ କରାଯାଇଛି ଏନେଇ ସ୍ପଷ୍ଟିକରଣ ରଖିବାକୁ ଦାବି କରିଛନ୍ତି ବାଲାଂଦେଶ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଶହରିୟାର ଆଲମ୍ । ଏହା ପୂର୍ବରୁ…
Read More...