Browsing Category

ଦେଶ ବିଦେଶ

ଭୀଷଣ ଖରାରେ ତରଳିଗଲା ରେଲୱେ ଟ୍ରାକ୍! ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲା ନିଳାଂଚଳ ଏକ୍ସପ୍ରେସ୍

କନକ ବ୍ୟୁରୋ: ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା ନିଲାଂଚଳ ଏକ୍ସପ୍ରେସ୍ । ଲୋକୋପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲେ ଶହଶହ ଯାତ୍ରୀ । କାରଣ ଲକ୍ଷ୍ନୌ ନିଗାହୋ ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ ଯାହା ରେଳ ଯାତ୍ରୀଙ୍କ ମନରେ ଛନକା ସୃଷ୍ଟି କରିବାକୁ ଯଥେଷ୍ଟ…
Read More...

ଏକାବେଳେ ଡାକ୍ତର ହେବେ ୩ ଭଉଣୀ । ସମସ୍ତଙ୍କ ପାଇଁ ଉଦାହରଣ ସାଜିଲା ପରିବାର । 

କନକ ବ୍ୟୁରୋ: ଏକାବେଳେ ୩ ଭଉଣୀ ହେବେ ଡାକ୍ତର । ଶ୍ରୀନଗରରେ ଗୋଟିଏ ପରିବାରର ୩ ଭଉଣୀ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପୁରା ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି । ସବୁଠାରୁ ବଡ କଥା ହେଉଛି ୩ ଭଉଣୀ ପ୍ରଥମ ପ୍ରୟାସରେ ହିଁ ଏପରି ସଫଳତା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିଟ୍…
Read More...

ଚଳିତ ବର୍ଷ ମନୁଷ୍ୟ ମସ୍ତିଷ୍କରେ ଲାଗିବ ଚିପ୍ : ଏଲନ ମସ୍କଙ୍କ ଷ୍ଟାର୍ଟଅପ କମ୍ପାନୀ ନ୍ୟୁରାଲିଙ୍କର ଯୋଜନା ପକ୍ଷାଘାତ…

କନକ ବ୍ୟୁରୋ: ଚଳିତ ବର୍ଷ ମଣିଷ ମସ୍ତିଷ୍କରେ ଲାଗିବ ଚିପ୍ । ଏନେଇ ମସ୍କଙ୍କ କମ୍ପାନି ନ୍ୟୁରାଲିଙ୍କର ଯୋଜନା ରହିଛି । ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ତଥା ଉଦ୍ୟୋଗୀ ଏଲନ ମସ୍କଙ୍କ ଷ୍ଟାଟଅପ୍ କମ୍ପାନି ନ୍ୟୁରାଲିଙ୍କ୍ ଚଳିତ ବର୍ଷ ମଣିଷ ମସ୍ତିଷ୍କରେ ଚିପ୍ ରୋପଣ କରିବା ନେଇ ଯୋଜନା ରଖିଛି ।…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କ ୧୦୨ତମ ମନ କି ବାତ୍: ମୋଦୀ ଆମେରିକା ଗସ୍ତରେ ଯାଉଥିବାରୁ ସପ୍ତାହେ ପୂର୍ବରୁ ପ୍ରସାରଣ

କନକ ବ୍ୟୁରୋ: ମାସିକ ରେଡିଓ କାଯ ର୍୍ୟକ୍ରମ ମନ କି ବାତ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ହେଉଛି ମନ କି ବାତ କାର୍ଯ୍ୟକ୍ରମର ୧୦୨ ତମ ଅଧ୍ୟାୟ । ପ୍ରତିମାସରେ ଶେଷ ରବିବାର ମନ କି ବାତ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥାଏ । ତେବେ ଚଳିତ ଥର…
Read More...

କାଳ ହେଉଛି ଭୀଷଣ ଗ୍ରୀଷ୍ମ ପ୍ରବାହ, ୭୨ ଘଣ୍ଟାରେ ଗଲାଣି ୫୪ ଜୀବନ, ୪୦୦ରୁ ଅଧିକ ଅସୁସ୍ଥ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବଲିୟାରେ ଉଚ୍ଚ ତାପମାତ୍ରା ଓ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୭୨ ଘଣ୍ଟାରେ ଗଲାଣି ୫୪ ଜୀବନ । ଅସୁସ୍ଥ ହୋଇପଡିବାରୁ ଏମାନଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । । ତେବେ ମୃତ୍ୟୁର ସଠିକ କାରଣ କ’ଣ…
Read More...

ତାମିଲନାଡୁରେ ଥମୁନି ସରକାର-ରାଜ୍ୟପାଳ ବିବାଦ । ଇଡି ଦ୍ୱାରା ଗିରଫ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ବିଭାଗ ବଂଟନ…

କନକ ବ୍ୟୁରୋ : ତାମିଲନାଡୁରେ ଥମୁନି ସରକାର-ରାଜ୍ୟପାଳ ବିବାଦ । କିଛି ଦିନ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ଗିରଫ ହୋଇଥିଲେ ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ । ତେଣୁ ତାଙ୍କ ଦାୟିତ୍ୱର ଥିବା ଦୁଇଟି ବିଭାଗକୁ ଅନ୍ୟ ମନ୍ତ୍ରୀଙ୍କୁ ଦେବାକୁ ରାଜ୍ୟପାଳ ଆରଏନ ରବିଙ୍କୁ…
Read More...

ଗୁଜରାଟରେ ପହଁଚି ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ ଗୃହମନ୍ତ୍ରୀ ଅମିତ ଶାହା, ଆକାଶମାର୍ଗରୁ ପରଖିଲେ ସ୍ଥିତି

କନକ ବ୍ୟୁରୋ : ବାତ୍ୟା ବିପର୍ଯ୍ୟୟ । ଆରବ ସାଗରରେ ଜୁନ ୬ ତାରିଖରୁ ସୃଷ୍ଟି ହୋଇଥିବା ବାତ୍ୟାକୁ ନେଇ ବିଭିନ୍ନ ଆଶଙ୍କା କରାଯାଉଥିଲା । ଜୁନ ୧୫ରେ ଗୁଜରାଟ ଉପକୂଳ ଅତିକ୍ରମ କରିବା ସମୟରେ ତାର ଭୟାବହତା ଦେଖିବାକୁ ମିଳିଛି ଯାହା ଆକଳନ କରାଯାଉଥିଲା ତାଠୁ ବେଶୀ କ୍ଷତି କରିଛି ବାତ୍ୟା…
Read More...

ଉପହାସର ଶିକାର ହେଲେ ଆମେରିକା ରାଷ୍ଟ୍ରପତି, ଜୋ ବାଇଡେନଙ୍କ ତ୍ରୁଟିପୂର୍ଣ୍ଣ ଭାଷଣ ସାମାଜିକ ଗଣମାଧ୍ୟମରେ ହେଉଛି…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ଚର୍ଚ୍ଚାର କାରଣ କୌଣସି ରାଜନୈତିକ କିମ୍ବା କୁଟନୀତି ପ୍ରସଙ୍ଗ ନୁହେଁ । ନିଜ ଭାଷଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି ଆମେରିକା ରାଷ୍ଟ୍ରପତି । ଲଗାତାର କିଛି ଦନ ହେବ ବାଇଡେନଙ୍କ ଭାଷଣରେ ତ୍ରୁଟି…
Read More...

କେନ୍ଦ୍ରମନ୍ତ୍ରୀ ନୀତିଶ ପରମାଣିକଙ୍କ ଉପରେ ଆକ୍ରମଣ ଅଭିଯୋଗ, ପଶ୍ଚିମବଙ୍ଗ କୁଚ୍ଚବିହାରରେ ମନ୍ତ୍ରୀଙ୍କ କାର ଉପରେ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସାର ମାହୋଲ । ନାମାଙ୍କନ ତାରିଖ ଘୋଷଣା ପରଠୁ ଏଠାରେ ଚାଲିଛି ଉତେଜନା । ଶନିବାର କେନ୍ଦ୍ରମନ୍ତ୍ରୀ ନୀତିଶ ପରମାଣିକଙ୍କୁ କାର ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ଆକ୍ରମଣ ଅଭିଯୋଗ ଆଣିବା ସହ ଅଳ୍ପକେ…
Read More...

ମୋଦୀଙ୍କ ଆମେରିକା ଗସ୍ତକୁ ସଫଳ ରୂପ ଦେବା ପଛରେ ଏନଏସଏ ଅଜିତ୍ ଡୋଭାଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଚର୍ଚ୍ଚା,…

କନକ ବ୍ୟୁରୋ : ୨୦୧୪ ମସିହାରେ ଯେବେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ପ୍ରଥମେ ତାଙ୍କ ପାଖକୁ ଏକ ଫାଇଲ ଆସିଥିଲା । ଏହି ଫାଇଲରେ ଅଜିତ୍ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ନିଯୁକ୍ତି ପାଇଁ ପ୍ରସ୍ତାବ ଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆଣିଥିବା ଏହି…
Read More...