Browsing Category

ଦେଶ ବିଦେଶ

୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ପରେ ହେବ କି ୫୦୦ ଟଙ୍କିଆ ନୋଟର ପ୍ରତ୍ୟାହର ! ଚର୍ଚ୍ଚା ଭିତରେ ଏହା ଗୁଜବ ବୋଲି ସଫେଇ…

କନକ ବ୍ୟୁରୋ : ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କିମ୍ବା ୧୦୦୦ ଟଙ୍କିଆ ନୋଟ୍ ପୁନଃପ୍ରଚଳନ କରିବାର ଯୋଜନା ନ ଥିବାରୁ ସେ ବିଷୟରେ କୌଣସି ଗୁଜବ କରନ୍ତୁ ନାହିଁ । ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି । ୨୦୨୪ ଆର୍ôଥକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ‘ମନିଟାରି ପଲିସି’…
Read More...

ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଉଦଘାଟନ କଲେ ଦିଲ୍ଲୀ ଉପ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ କମ୍ପିଲା ମୋଦି ମୋଦି ନାରା । ଆଉ ହାତଯୋଡ଼ିଦେଲେ କେଜ୍ରିୱାଲ । ମୋଦି ନାରା ଶୁଣିବା ପରେ ହାତ ଯୋଡ଼ି ନିଜ ଭାଷଣ ଶୁଣିବା ପାଇଁ କେଜ୍ରିୱାଲ ସମୟ ମାଗିବା ସହ ନାରା ପଛରେ ଦେବାକୁ କହିଛନ୍ତି । ଦିଲ୍ଲୀରେ ଗୁରୁ ଗୋବିନ୍ଦ ସିଂହ…
Read More...

କାନାଡାରେ ପ୍ୟାରେଡ ବେଳେ ରାସ୍ତାରେ ଗଡିଲା ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ପ୍ରଜ୍ଞାପନ ମେଢ, ଜୟଶଙ୍କରଙ୍କ ଚେତାବନୀ

କନକ ବ୍ୟୁରୋ : କାନାଡ଼ାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଉତ୍ସବ ପାଳନ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ଏହା ଦୁହିଁଙ୍କ ସମ୍ପର୍କ ପାଇଁ ଭଲ ନୁହେଁ । ଏହି ଭିଡିଓଟି ଉପରେ ନଜର ପକାନ୍ତୁ । ଇଏ ସେହି ଦୃଶ୍ୟ…
Read More...

ବିଜେପିକୁ ଆରଏସଏସର ଚେତାବନୀ । ନିର୍ବାଚନ ଜିତିବା ପାଇଁ କେବଳ ମୋଦୀ ଏବଂ ହିନ୍ଦୁତ୍ୱ ହୋଇପାରିବନି ଆଧାର

କନକ ବ୍ୟୁରୋ : ବିଜେପି ଆତ୍ମଚିନ୍ତନ କରିବାର ଆବଶ୍ୟକ ରହିଛି । କର୍ଣ୍ଣାଟକରେ ବିଜେପି ହାରିବା ପରେ ଆରଏସଏସ ବିଜେପିକୁ ଏଭଳି ପରାମର୍ଶ ଦେଇଛି । ସଂଘର ମୁଖ୍ୟ ଏକ ଆଲେଖ୍ୟ ଜରିଆରେ କହିଛନ୍ତି, କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହିନ୍ଦୁତ୍ୱ ସବୁ ସ୍ଥାନରେ ବିଜୟ ପାଇଁ ପର୍ଯ୍ୟାପ୍ତ…
Read More...

ଜୁନ୍ ୨୩ରେ ବିହାର ପାଟନାରେ ଏକାଠି ହେବେ ମୋଦୀ ବିରୋଧୀ । ସାମିଲ ହେବେ ୧୫ ରାଜନୈତିକ ଦଳର ନେତା

କନକ ବ୍ୟୁରୋ : ବଳ ଗୋଟାଉଛନ୍ତି ବିରୋଧୀ । ବିହାରରେ ତିଆରି ହେବ ୨୪ ପାଇଁ ରଣନୀତି । ହାତକୁ ଶକ୍ତି ଦେଇଛି କର୍ଣ୍ଣାଟକ । ଏହି ଶକ୍ତିକୁ ୨୪ ପାଇଁ ବଡ ପୁଞ୍ଜି କରିବାକୁ ଚେଷ୍ଟା କରୁଛି କଂଗ୍ରେସ । ଲଢେଇ କରିବା ପାଇଁ କଂଗ୍ରେସକୁ ଦରକାର ଅନ୍ୟ ବିରୋଧୀଙ୍କ ସହଯୋଗ । ପୂର୍ବରୁ କଂଗ୍ରେସ ବୈଠକକୁ…
Read More...

ବୋରୱେଲ ଭିତରେ ପଡି ଅଢେଇ ବର୍ଷର ଝିଅ ସୃଷ୍ଟି କୁଶୱାର ମୃତ୍ୟୁ, ବିହାରରେ ପୋଲ ପିଲର ଭିତରେ ଫସିଥିବା ୧୨ ବର୍ଷର ବାଳକର…

କନକ ବ୍ୟୁରୋ : ବଞ୍ଚିପାରିଲେନି ସୃଷ୍ଟି । ବୋରୱେଲରେ ଦୀର୍ଘ ଘଂଟା ଫସି ରହିବା ପରେ ଆଜି ଉଦ୍ଧାର ହୋଇଥିଲେ କିନ୍ତୁ ଅଢ଼େଇବର୍ଷର ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶ ବୋରୱେଲରେ ଫସିରହିଥିଲା ଏହି ଅଢ଼େଇବର୍ଷର ଶିଶୁ କନ୍ୟା । ତିନିଶହ ଫୁଟର ବୋରୱେଲରେ ଫସିଥିବା ସୃଷ୍ଟିକୁ ଦୀର୍ଘ ୫୫…
Read More...

୫୫ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲା ବୋରୱେଲରେ ଫଶିଥିବା ଅଢେଇ ବର୍ଷର ଶିଶୁକନ୍ୟା। ହେଲେ ବଞ୍ଚାଇ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସିହୋର ଜିଲ୍ଲାରେ ବୋରୱେଲରେ ଗଳିପଡିଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ୫୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଉଦ୍ଧାରକାରୀ ଦଳ ୧୫୦ ଫୁଟ ଗାତରୁ ଶିଶୁକନ୍ୟାଟିକୁ ବାହାର କରିବାରେ ସଫଳ ହୋଇଛନ୍ତି । ହେଲେ ଉଦ୍ଧାର ହେବା ପରେ ଶିଶୁକନ୍ୟାଟି ମୃତ ବୋଲି ଜଣାପଡିଛି…
Read More...

ପାଟଣାଗଡରେ ବିସ୍ଫୋରଣ। ଶୌଚ ପାଇଁ ଯାଇଥିବା ବେଳେ ବିସ୍ପୋରଣ।

କନକ ବ୍ୟୁରୋ: ପାଟଣାଗଡରେ ପୋଲ ତଳେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର । ବିଲାଇସାଥୀ ଗାଁରେ ପୋଲତଳେ ଏହି ବିସ୍ଫୋରଣ ଘଟିଛି । ଶୌଚ ପାଇଁ ଯାଇଥିବା ବେଳେ ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।
Read More...

୩ ବର୍ଷ ପରେ ପୁଅକୁ ଭେଟିବେ ଶିଖର ଧାୱନ, କୋର୍ଟ କହିଲେ- କେବଳ ମାଆର ଛୁଆ ଉପରେ ନାହିଁ ଅଧିକାର

କନକ ବ୍ୟୁରୋ: ଭାରତୀୟ ଦଳର ଷ୍ଟାର ଖେଳାଳୀ ଶିଖର ଧାୱନଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ କ୍ରିକେଟର ଶିଖରଙ୍କ ଠାରୁ ଅଲଗା ରହୁଥିବା ପତ୍ନୀ ଆଏଶାଙ୍କୁ କହିଛନ୍ତି ୯ ବର୍ଷର ପୁଅକୁ ପରିବାର ସହ ସାକ୍ଷାତ କରିବାକୁ ଦିଅନ୍ତୁ । ସେଥିପାଇଁ ତାଙ୍କୁ ଭାରତ…
Read More...

କର୍ଣ୍ଣାଟକରେ ହାରିବା ପରେ ବିଜେପିକୁ ଆରଏସଏସର ପରାମର୍ଶ। ମୋଦୀ, ହିନ୍ଦୁତ୍ୱ ଯଥେଷ୍ଟ ନୁହେଁ

କନକ ବ୍ୟୁରୋ: କର୍ଣ୍ଣାଟକରେ ପରାଜୟର ସ୍ୱାଦ ଚାଖିବା ପରେ ବିଜେପିକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆତ୍ମମନ୍ଥଥ କରିବା ପାଇଁ ପରାମର୍ଶ ଦେଇଛି । ସଂଘ ନିଜର ମୁଖପତ୍ରରେ କହିଛି ଯେ, ବିଜୟ ପାଇଁ ପ୍ରତ୍ୟେକ ସ୍ଥାନରେ ପ୍ରଧାନମନ୍ତ୍ରୀ ଏବଂ ହିନ୍ଦୁତ୍ୱ ଯଥେଷ୍ଟ ନୁହେଁ । ଆରଏସଏସ ବିଜେପିକୁ ମିଶନ…
Read More...