Browsing Category

ଦେଶ ବିଦେଶ

ରେଳ ସୁରକ୍ଷା ନେଇ ବଡ଼ ପଦକ୍ଷେପ । ସୁରକ୍ଷିତ ହେବ ସିଗନାଲିଂ ସିଷ୍ଟମ କ୍ୟାବିନ୍, ରହିବ ‘ଡବଲ ଲକିଂ’ର ବ୍ୟବସ୍ଥା

କନକ ବ୍ୟୁରୋ : ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୮ ଜଣଙ୍କ ମୃତ୍ୟୁ ହେବା ପରେ ରେଳ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତିି କେନ୍ଦ୍ର ସରକାର । ସିଗନାଲିଂ ସିଷ୍ଟମ ଫେଲ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । କିନ୍ତୁ କେଉଁ ପରିସ୍ଥିତିରେ କାହା ଭୁଲ ଯୋଗୁ ସିଗନାଲ…
Read More...

୩ଶହ ଫୁଟ ତଳେ କୁନିଝିଅ କରୁଛି ଜୀବନ-ମରଣ ସହ ସଂଘର୍ଷ, ମଧ୍ୟପ୍ରଦେଶ ସିହୋରରେ ଚାଲିଛି ରେସ୍କ୍ୟୁ ଅପରେସନ

କନକ ବ୍ୟୁରୋ : ଘର ପାଖରେ ଥିବା କ୍ଷେତରେ ନୀରିହ ପିଲାଟି ମନ ଖୁସିରେ ଖେଳୁଥିଲା । ହଠାତ ସବୁ କିଛି ଓଲଟପାଲଟ ହୋଇଗଲା ଯେତେବେଳେ ଅଢେଇବର୍ଷର ଶିଶୁ କନ୍ୟା କ୍ଷେତରେ ଖେଳୁ ଖେଳୁ ୩ ଶହ ଫୁଟ ବୋରୱେଲରେ ଖସିପଡ଼ିଥିଲା । ମଧ୍ୟପ୍ରଦେଶ ସିହୋର ଜିଲ୍ଲାର ମୁଗାଭଲି ଗାଁରେ ଏହି ଅଘଟଣ ଘଟିଛି । ସୋମବାର…
Read More...

ମଣିପୁର ହିଂସା ଭିତରେ ଆସିଲା ଅଭାବନୀୟ ଘଟଣା- ଆମ୍ବୁଲାନ୍ସରେ ନିଆଁ ଲଗାଇ ୩ଜଣଙ୍କ ଜୀବନ୍ତ ଦଗ୍ଧ କଲେ ଉପଦ୍ରବକାରୀ, ଆହତ…

କନକ ବ୍ୟୁରୋ : ଦିନକୁ ଦିନ ଅଧିକ ଭୟଙ୍କର ଓ ହିଂସାତ୍ମକ ମୋଡ଼ ନେଉଛି ମଣିପୁର ହିଂସା । ବିଭିନ୍ନ ସମୟରେ ମଣିପୁରର ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସୁଥିବାବେଳେ ଏବେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ନିଷ୍ଠୁର ହୋଇପଡ଼ିଛନ୍ତି , ପ୍ରଦର୍ଶନକାରୀ , ମରିଯାଇଛି ସେମାନଙ୍କ ମାନବିକତା…
Read More...

ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ସହ କ୍ରୀଡା ମନ୍ତ୍ରୀଙ୍କ ୫ ଘଣ୍ଟାର ବୈଠକ । ଅନୁରାଗ ଠାକୁର କହିଲେ, ଜୁନ ୧୫ ତାରିଖ…

କନକ ବ୍ୟୁରୋ : ଗୋଟିଏ ମାସରୁ ଅଧିକ ସମୟ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସହ ଆଜି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବୈଠକ କରିଛନ୍ତି । ଏହି ବୈଠକରେ ଅଲମ୍ପିକରେ କାଂସ୍ୟପଦକ ବିଜେତା ବଜରଙ୍ଗ ପୁନିଆ ନେତୃତ୍ୱ ନେଇଥିଲେ । ସେ ଏକା ହିଁ ଅନୁରାଗ ଠାକୁରଙ୍କ ସହ କଥା ହୋଇଥିଲେ । ବୈଠକ…
Read More...

ଏବେ ଏହି ରାଜ୍ୟରେ ବିକ୍ରି ହୋଇପାରିବ କୁକୁର ମାଂସ, ୩ବର୍ଷ ପରେ ହାଇକୋର୍ଟ ଦେଲେ ଅନୁମତି

କନକ ବ୍ୟୁରୋ : ମଣିଷ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ ମାଂସ ଖାଇବା କଥା ଆପଣ ଶୁଣିଥିବେ । ହେଲେ କୁକୁର ମାଂସ କଥା କହିଲେ ପ୍ରତିଟି ଲୋକ ଘୃଣା କରିବେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ଏବେ ଏକ ରାଜ୍ୟକୁ କୁକୁର ମାଂସ ବିକ୍ରି କରିବା ନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି । ସୂଚନା…
Read More...

ଲକ୍ଷ୍ନୌ କୋର୍ଟ ପରିସରରେ ଗୁଳିକାଣ୍ଡ , ମୁଖତାର ଅନସାରୀଙ୍କ ନିକଟତର କୁହାଯାଉଥିବା ଗ୍ୟାଙ୍ଗଷ୍ଟରକୁ ଗୁଳିକରି ହତ୍ୟା

କନକ ନ୍ୟୁଜ: ଉତ୍ତର ପ୍ରଦେଶରେ ପୁଣିଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳିକରି ହତ୍ୟା କରାଯାଇଛି । ଲକ୍ଷ୍ନୌ କୋର୍ଟ ପରିସରରେ ଏହି ହତ୍ୟାକାଣ୍ଡ ଘଟିଛି । କେହିଜଣେ ଓକିଲ ପୋଷାକରେ ଆସି କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟରକୁ ଗୁଳିକରି ହତ୍ୟା କରିଛି । ମୃତକ ଗ୍ୟାଙ୍ଗଷ୍ଟ ସଂଜୀବ ଜୀବା ମୁଖତାର ଅନସାରୀର…
Read More...

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ମାଗିଲେ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ସମାଜବାଦୀ ପାର୍ଟି ମୁଖ୍ୟ…
Read More...

ମାସକ ତଳେ ହୋଇଥିଲା ବାହାଘର, ଦୁର୍ଘଟଣାରେ ନିଖୋଜ ହୋଇଯାଇଛନ୍ତି ବିହାରର ଅଖିଳେଶ । ପୁଅକୁ ଖୋଜି ଖୋଜି ନୟାନ୍ତ ବାପା ଓ…

କନକ ବ୍ୟୁରୋ: ଗତ ମାସ ୭ ତାରିଖରେ ହୋଇଥିଲା ବାହାଘର । ଆଜି ବାହାଘରକୁ ମାସେ ପୁରିଛି । ହେଲେ କାଳ ରାତିର ସେ ଦୁର୍ଘଟଣା ପରେ ପୁଅକୁ ଖୋଜି ଖୋଜି ବିହାରରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାପା । ହେଲେ ମିଳୁନି ପତ୍ତା । ସୂଚନା ଅନୁସାରେ ବାହାଘରର କିଛି ଦିନ ପରେ କିଛି କାମ ଆଶାରେ ଚେନ୍ନାଇ…
Read More...

ବାହାନଗା ଦୁର୍ଘଟଣାରେ ଘରର ମୁରବୀଙ୍କୁ ହରାଇ ହତାଶ ପରିବାର ଲୋକେ । କ୍ଷତିପୂରଣ ନୁହେଁ ଚାକିରି ପାଇଁ ହେଉଛି ଦାବୀ ।…

କନକ ବ୍ୟୁରୋ: ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକେ କ୍ଷତିପୂରଣ ଭାବେ କେବଳ ଆର୍ଥିକ ସହାୟତା ନୁହେଁ ବରଂ ତାଙ୍କ…
Read More...

କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଲେ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧା, ଉପସ୍ଥାପନ କଲେ ୫ଟି ଦାବି

କନକ ବ୍ୟୁରୋ : ଦର୍ଘଦିନ ଧରି ଭାରତୀୟ କୁସ୍ତିସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଗିରଫ ଦାବିରେ ଧାରଣାରେ ବସିଛନ୍ତି । ଏହି କ୍ରମରେ ଆଜି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀମଲ୍ଲିକ କ୍ରୀଡମନ୍ତ୍ରୀ ଅନୁରାଗ…
Read More...