Browsing Category

ଦେଶ ବିଦେଶ

ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ…

କନକ ବ୍ୟୁରୋ: ତାରିଖ ଜୁଲାଇ ୧୪  । ସମୟ ଦିବା ୨ଘଣ୍ଟା ୩୫ ମିନିଟ । ଚନ୍ଦ୍ର ଅଭିମୁଖେ ଗତି କରିବ ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ ଥ୍ରୀ । ଆନ୍ଧ୍ର୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରରୁ ଚନ୍ଦ୍ରାଯାନ ଉତକ୍ଷେପଣ କରାଯିବ । ଶୀଘ୍ର ଇସ୍ରୋ ଏହାର ତୃତୀୟ ଚନ୍ଦ୍ରଯାନ…
Read More...

ଜଳବାୟୁ ପରିବର୍ତ୍ତନର ପଡୁଛି ବଡ଼ ପ୍ରଭାବ: ଦେଶରେ ଜୁନ ମାସ ଯାଏଁ ତାତିରୁ ତ୍ରାତି ମିଳିନଥିବାବେଳେ ଜୁଲାଇ ମାସରୁ ଆରମ୍ଭ…

କନକ ବ୍ୟୁରୋ: କଥାରେ ଅଛି ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ଠିକ ଏଭଳି ପରିସ୍ଥତି ଦେଶରେ ଦେଖାଦେଇଛି । କେବେ ମରୁଡ଼ି, କେବେ ପାଣିପ୍ରଳୟ । କିଛି ଦିନ ପୂର୍ବରୁ ଟୋପେ ପାଣି ପାଇଁ ସବୁଆଡ଼େ ହାହାକାର ପଡୁଥିଲା । ଲୋକେ ତ୍ରାହି ତ୍ରାହି ଡ଼ାକୁଥିଲେ । ଆଉ ଏବେ ଦେଶର ବିଭିନ୍ନ…
Read More...

କୋହଲିଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ଜିତୁ ବୋଲି ଚାହୁଁନଥିଲେ ଧୋନୀ । କିଏ କହିଥିଲା ଏମିତି କଥା, ଭାଇରାଲ ହେଉଛି…

କନକ ବ୍ୟୁରୋ : ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆଉ ଏହାସହ ଆରମ୍ଭ ହୋଇଛି ପୂର୍ବତନ କ୍ରିକେଟରଙ୍କ ବୟାନବାଜି । କିଏ ବିଶ୍ୱକପ ଜିତିବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ…
Read More...

ଭାରତର ଧନୀ ନେତାଙ୍କ ମଧ୍ୟରେ କିଏ ରହିଛନ୍ତି ଆଗରେ? ଜାଣନ୍ତୁ ଦେଶର ୫ ଧନୀ ନେତାଙ୍କ ସମ୍ପତ୍ତି

କନକ ବ୍ୟୁରୋ: ଭାରତକୁ ବିଶ୍ୱର ଗରୀବ ଦେଶ ମଧ୍ୟରେ ଗଣାଯାଏ । ଜିଡିପି ଦୃଷ୍ଟିରୁ ଦେଶ ୧୯୫ଟି ଦେଶ ମଧ୍ୟରୁ ୧୩୯ ନମ୍ବର ସ୍ଥାନରେ ରହିଛି । ଯାହାକୁ ଭଲ ପରିସ୍ଥିତି ବୋଲି କୁହାଯାଇନପାରେ । ତେବେ ଆମ ଦେଶ ଗରୀବ ହୋଇପାରେ । କିନ୍ତୁ ଦେଶକୁ ଚଳାଉଥିବା ନେତାମାନେ ଧନୀ । ଏମାନଙ୍କ ପାଖରେ ଏତେ…
Read More...

କିଏ ଏହି ତିନି ବ୍ୟକ୍ତି? ବିନା ପାସପୋର୍ଟରେ ସବୁ ଦେଶକୁ କରିପାରନ୍ତି ଯାତ୍ରା

କନକ ବ୍ୟୁରୋ: ଯେତେବେଳେ ଆମେ ବିଦେଶ ଯାତ୍ରା କରନ୍ତି ସେତେବେଳେ ପାସପୋର୍ଟ ଆଗେ ଦରକାର ହୋଇଥାଏ । ବିନା ପାସପୋର୍ଟରେ କୌଣସି ଦେଶକୁ ଯିବା ଅସମ୍ଭବ । ସେ ଯେତେ ବଡ଼ ଭିଆଇପି ହୁଅନ୍ତୁ କିମ୍ବା ସେଲିବ୍ରେଟୀ । ବିଦେଶ ଯାତ୍ରା ପାଇଁ ସମସ୍ତଙ୍କ ଲାଗି ପାସପୋର୍ଟ ନିହାତି ଦରକାର ହୋଇଥାଏ । କିନ୍ତୁ…
Read More...

ଦେଶରେ କୌଣସି ଧର୍ମ ଅସୁରକ୍ଷିତ ନୁହେଁ । ଡୋଭାଲଙ୍କ ବଡ ବୟାନ୍

କନକ ବ୍ୟୁରୋ : ଦେଶରେ କୌଣସି ବି ଧର୍ମର ଲୋକ ଅସୁରକ୍ଷିତ ନାହାନ୍ତି । ସବୁ ଧର୍ମର ଲୋକଙ୍କୁ ଭାରତରେ ସମାନ ଅଧିକାର ଦିଆଯାଇଛି । ସମସ୍ତେ ତାଙ୍କର ଧର୍ମ ଓ ସଂସ୍କୃତିକୁ ନେଇ ଆଗକୁ ବଢୁଛନ୍ତି । ଏଥିରେ କେହି ବି କୌଣିସି ବାଧା ସୃଷ୍ଟି କରିବେ ନାହିଁ । ଏକ ସଭାରେ ଜାତୀୟ ସୁରକ୍ଷା ପରାମର୍ଶଦାତା…
Read More...

ସ୍ୱାମୀ, ସ୍ତ୍ରୀଙ୍କ କଳି ଭିତରେ ବଳି ପଡିଲେ ହୋମଗାର୍ଡ କମାଣ୍ଡାଣ୍ଟ । ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣାରେ ସସପେଣ୍ଡ…

କନକ ବ୍ୟୁରୋ: ଏସଡିଏମ୍ ଜ୍ୟୋତି ମୌର୍ଯ୍ୟ ଓ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ କଳି ଭିତରେ ବଳି ପଡିଲେ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେ । ଜ୍ୟୋତିଙ୍କ ସହ ମନୀଷଙ୍କ ସମ୍ପର୍କ ଥିବା ନେଇ ଆଲୋକ ଅଭିଯୋଗ କରିବା ପରେ ସାକ୍ଷୀ ପ୍ରମାଣର ଯାଞ୍ଚ କରିଥିଲେ ବିଭାଗୀୟ ଅଧିକାରୀ । ଏହି ଘଟଣାରେ ସମସ୍ତ…
Read More...

ସେନାରେ ସାମିଲ ହେବ ‘ସୁଇସାଇଡ୍’ ଡ୍ରୋନ୍ । ଶତ୍ରୁର ଘରେ ପଶିବ, ଭୟଙ୍କର ବିସ୍ଫୋରଣ କରିବ । ଆଖି ପିଛୁଳାକେ ଶତ୍ରୁ…

କନକ ବ୍ୟୁରୋ : ଚୀନ୍ ସୀମାରେ ଲଗାତାର୍ ଉତ୍ତେଜନା ଲାଗିରହିଛି । ପାକିସ୍ତାନ ବି ତାର ନାପାକ୍ କାର୍ଯ୍ୟକଳାପରୁ ବାଦ ପଡୁନି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରତିରକ୍ଷା ଶକ୍ତିକୁ ବଢାଇବା ଉପରେ ଗୁରୁତ୍ୱ ଦେଉଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ଅନ୍ୟ ଦେଶ ଉପରେ ନିର୍ଭର ନହୋଇ, ନିଜେ…
Read More...

ଟିମ୍ ଇଣ୍ଡିଆରେ ସବୁ କିଛି ଠିକ୍ ଚାଲିଛି ତ? କାହିଁକି ଉଠିଲା ଏଭଳି ପ୍ରଶ୍ନ, କଣ କହିଲେ ସୁନୀଲ ଗାଭାସ୍କର?

କନକ ବ୍ୟୁରୋ : ଟିମ୍ ଇଣ୍ଡିଆରେ ସବୁକିଛି ଠିକ୍ ଚାଲିଛି ତ? ଉପରକୁ ସବୁ ଠିକ୍ ଲାଗୁଥିଲେ ମଧ୍ୟ ଡ୍ରେସିଂ ରୁମର ମାହୋଲ ପୂରା ଠିକ୍ ଅଛି ତ? ଏଭଳି ପ୍ରଶ୍ନ ଉଠିବା ପଛର ସବୁଠୁ ବଡ କାରଣ ହେଲା ଅଶ୍ୱିନୀଙ୍କ ବୟାନ । ଯାହାକୁ ବଳ ଯୋଗାଇଛି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ପ୍ରତିକ୍ରିୟା ।…
Read More...

ସ୍କୁଲରେ ପ୍ରାର୍ଥନା ସମୟରେ ଛାତ୍ରଙ୍କୁ ହୃଦଘାତ । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଛତରପୁର ମହର୍ଷି ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ହୃଦଘାତ । ପ୍ରାର୍ଥନା ସଭା ଚାଲିଥିବାବେଳେ ଛାତ୍ର ସାର୍ଥକ ଟିକରିୟା ହଠାତ୍ ଅଚେତ ହୋଇପଡିଯାଇଥିଲେ । ତାଙ୍କୁ ତୁରନ୍ତ ସିପିଆର ଦିଆଯାଇଥିଲେ ବି କିଛି ଲାଭ ନହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ।…
Read More...