Browsing Category

ଦେଶ ବିଦେଶ

ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ । ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ସୂଚନା

କନକ ବ୍ୟୁରୋ : ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହେଲେ ବଲିଉଡ଼ର ଲୋକପ୍ରିୟ ଅଭିନେତା ବିବେକ ଓବରୟ । ସେ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି । ଆଉ ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ଠକିଥିବା ସୂଚନା ମିଳିଛି । ଏହାକୁ ନେଇ ବିବେକଙ୍କ ଚାଟାର୍ଡ଼ ଆକାଉଟାଂଟ ୩ ଜଣଙ୍କ…
Read More...

ବିକ୍ରି ହେଲା ଦେଶର ପ୍ରଥମ ଘରୋଇ ହିଲ୍ ଷ୍ଟେସନ ।  ୧୮ଶହ ୧୪ କୋଟି ଟଙ୍କାରେ ବିକ୍ରି ହେଲା ଲାଭାସା

କନକ ବ୍ୟୁରୋ : ବିକ୍ରି ହେଲା ଦେଶର ପ୍ରଥମ ଘରୋଇ ହିଲ୍ ଷ୍ଟେସନ ଲାଭାସା । ସୌନ୍ଦର୍ଯ୍ୟରେ ଭରପୂର ଏହି ହିଲ୍ ଷ୍ଟେସନକୁ କିଣିଛି ଡର୍ବିନ ପ୍ଲାଟଫର୍ମ ଇନଫ୍ରାଷ୍ଟ୍ରକଚର ନାମକ ସଂସ୍ଥା । ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ୧୮ଶହ ୧୪ କୋଟି ଟଙ୍କାରେ ଏହି ହିଲ ଷ୍ଟେସନକୁ ବିକ୍ରି କରିବାକୁ…
Read More...

ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତପ୍ତ ମାସ । ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ

କନକ ବ୍ୟୁରୋ : ଜୁଲାଇ ୨୦୨୩ ଇତିହାସର ସବୁଠୁ ଉତପ୍ତ ମାସ ବୋଲି ନାସା ପକ୍ଷରୁ କୁହାଯାଇଛି । ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ଏତେମାତ୍ରାରେ ଅସହ୍ୟ ଯେ, ଯାହା ଅନେକ ରେକର୍ଡ଼ ଭାଙ୍ଗିଛି । ଆମେରିକାର ଗବେଷଣା ସଂସ୍ଥା ନାସାର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ଜୁଲାଇ…
Read More...

ବର୍ଷା ଆଣିଛି ବନ୍ୟା ବିଭୀଷିକା । ବର୍ଷାରେ ବେହାଲ ଗୁଜରାଟ ଓ ମହାରାଷ୍ଟ୍ର, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଆଦି…

କନକ ବ୍ୟୁରୋ : ଦେଶର ଅଧା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା । ପ୍ରବଳ ବର୍ଷା କାରଣରୁ କେଉଁଠି ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ବିଭିନ୍ନ ସ୍ଥାନରେ ଘର, ଅଫିସ ଆଦି କାର୍ଯ୍ୟାଳୟରେ ପାଣି ପଶିଯାଇଛି । ଘର ଭିତରେ ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।…
Read More...

କେନ୍ଦ୍ର ସରକାରଙ୍କ ସପ୍ତମ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ୭୦ ହଜାର ନିଯୁକ୍ତି ପତ୍ର । କହିଲେ,…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର । ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ହଜାର ଯୁବବର୍ଗଙ୍କୁ ଏହି ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୋଦୀ । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜିତ ହୋଇଛି । ନିଯୁକ୍ତି ପତ୍ର ଦ୍ୱାରା ଯୁବବର୍ଗ ଯୁବ ରାଜସ୍ୱ…
Read More...

ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଇବା ଘଟଣାରେ ଆଉ ଜଣେ ଗିରଫ । ଦେଶର ବିଭିନ୍ନ ସ୍ଥାନରୁ ଆସିଲା ପ୍ରତିବାଦର…

କନକ ବ୍ୟୁରୋ : ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଥମୁନି ହିଂସା । ଆଜି ବି ମଣିପୁରର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରତିବାଦକାରୀଙ୍କ ରୋକିବା ପାଇଁ ଲୁହ ବୁହା…
Read More...

ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା । ଚୋରି ଅଭିଯୋଗରେ ଦୁଇ ମହିଳାଙ୍କୁ ଉଲଗ୍ନ କରାଇ ଟଣାଓଟରା କରୁଥିବାର ଭିଡିଓ ହେଲା…

କନକ ବ୍ୟୁରୋ : ମଣିପୁର ପରେ ପଶ୍ଚିମବଙ୍ଗରୁ ଆସିଛି ଲଜ୍ଜାଜନକ ଘଟଣା । ଦୁଇ ମହିଳାଙ୍କୁ ଉଲଗ୍ନ କରି ଟଣାଓଟରା କରିଛନ୍ତି ମହିଳା ଗୋଷ୍ଠୀ । ଚୋରି ପାଇଁ ମାଲଦାରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ମମତା ସରକାରଙ୍କୁ ଘେରିଛି ବିଜେପି । ଶୁକ୍ରବାର…
Read More...

ଥମୁନି ମଣିପୁର ହିଂସା । ଭାଇରାଲ ଭିଡିଓ ଘଟଣାରେ ସାରା ଦେଶରେ ପ୍ରତିବାଦ ଜାରି । ୩ ମାସ ଧରି ମଣିପୁରରେ ଚାଲିଛି ହିଂସା,…

କନକ ବ୍ୟୁରୋ: ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଥମୁନି ହିଂସା । ଆଜି ବି ମଣିପୁରର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅନ୍ୟପଟେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ…
Read More...

୯ ରନରେ ଗଲା ୪ଟି ୱିକେଟ୍ । ଭାରତ ହାତରୁ ବିଜୟ ଛଡେଇ ନେଲା ବାଂଲାଦେଶ ଦଳ । ୧-୧ରେ ବରାବର ରହିଲା ଭାରତ-ବାଂଲାଦେଶ…

କନକ ବ୍ୟୁରୋ: ଡ୍ର’ରେ ଶେଷ ହେଲା ଭାରତ-ବାଂଲାଦେଶ ତୃତୀୟ ଦିନିକିଆ । ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ମାତ୍ର ୧ ରନ୍ ପାଇଁ ବିଜୟରୁ ବଞ୍ଚିତ ହେଇଛି । ଏଥିସହିତ ଆଇସିସି ମହିଳା ଚାମ୍ପିୟନସିପରେ ଚାଲିଥିବା ଏହି ସିରିଜ୍ ୧-୧ ସ୍ଥିତିରେ ଶେଷ ହୋଇଛି । ଶନିବାର ବାଂଲାଦେଶ ମହିଳା ଟିମ୍…
Read More...

ଚୀନକୁ ଘେରିବାକୁ ଭାରତର ବଡ ପ୍ଲାନ୍ । ଭିଏତନାମକୁ ଆଇଏନଏସ୍ କୃପାଣ ଭେଟିଦେବ ଭାରତ । 

କନକ ବ୍ୟୁରୋ: ପଡୋଶୀ ଚୀନକୁ ଘେରିବାକୁ ଭାରତର ନୂଆ ପ୍ଲାନ୍ । ଚୀନର ପଡୋଶୀ ରାଷ୍ଟ୍ର ଭିଏତନାମକୁ ଯୁଦ୍ଧ ଜାହାଜ ଆଇଏନଏସ୍ କୃପାଣ ଭେଟିଦେବ ଭାରତୀୟ ନୌସେନା । ଶନିବାର ଦକ୍ଷିଣ ଚୀନ ସାଗରର ଏକ ମିଲିଷ୍ଟ୍ରି ବେସରେ ଭିଏତନାମ ନୌସେନାକୁ ଏହି ଆଇଏନଏସ୍ କୃପାଣ ଉପହାରରେ ଭେଟିଦେବେ ନୌସେନା ମୁଖ୍ୟ…
Read More...