Browsing Category

ଦେଶ ବିଦେଶ

ନୀଳ ଚଢେଇର ଜାଗା ନେବ ‘X’ ! ଖୁବଶୀଘ୍ର ବଦଳିପାରେ ଟୁଇଟରର ଲୋଗୋ । ଜାଣନ୍ତୁ, କଣ ରହିଛି ଏହା ପଛର କାରଣ…

କନକ ବ୍ୟୁରୋ: ବଦଳିବ ଟୁଇଟରର ଲୋଗୋ । ନୀଳ ଚଢେଇ ବଦଳରେ ଟୁଇଟରର ନୂଆ ଲୋଗୋ ହେବ ଏକ୍ସ । ଏନେଇ ଖୋଦ୍ ନିଜେ ସୂଚନା ଦେଇଛନ୍ତି ଟୁଇଟରର ମାଲିକ ଏଲନ୍ ମସ୍କ । ତେବେ ଯେବେଠୁ ଏଲନ୍ ମସ୍କ ଟୁଇଟରର ମାଲିକାନା ହାସଲ କରିଛନ୍ତି, ସେବେଠୁ ସେ ଏଥିରେ ଅନେକ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି । ଆଉ…
Read More...

ଏସିଆନ୍ ଗେମ୍ସରୁ ବାଦ୍ ପଡିଲେ ଅଲମ୍ପିକ ରୌପ୍ୟପଦକ ବିଜେତା ରବି ଦହିୟା । ଟ୍ରାଏଲରେ ହରାଇଲେ ମହାରାଷ୍ଟ୍ର ଖେଳାଳି ଅତିଶ…

କନକ ବ୍ୟୁରୋ: ଆଗାମୀ ଏସିଆନ୍ ଗେମ୍ସରେ ଭାଗ ନେଇପାରିବେନି ଅଲମ୍ପିକ ରୌପ୍ୟ ପଦକ ବିଜେତା ରେସଲର ରବି ଦହିୟା । ରବିବାର ଇନ୍ଦିରା ଗାନ୍ଧୀ ଷ୍ଟାୟିୟମରେ ଆୟୋଜିତ ୫୭ କେଜି ବର୍ଗର ଟ୍ରାଏଲ୍ସରେ ରବି ଦହିୟା ପରାଜିତ ହେବା ସହିତ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି । ମହାରାଷ୍ଟ୍ରର ଖେଳାଳି ଅତିଶ…
Read More...

ବିଜେପି ଉପରେ ବର୍ଷିଲେ ପି. ଚିଦାମ୍ବରମ । କହିଲେ, ପଶ୍ଚିମବଙ୍ଗ, ରାଜସ୍ଥାନରେ ମହିଳାଙ୍କ ପ୍ରତି ହିଂସାର ତୁଳନା ମଣିପୁର…

କନକ ବ୍ୟୁରୋ: ମଣିପୁରରେ ଜାରି ରହିଛି ହିଂସା । ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ଆଉ ଏହାରି ଭିତରେ ମଣିପୁର ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ରବିବାର ଟୁଇଟ୍ କରି ସେ ବିଜେପିକୁ ଟାର୍ଗେଟ କରିଥିବାବେଳେ, ମଣିପୁରର ହିଂସା…
Read More...

ଭାରତକୁ ଚେକ୍ ଦେବାକୁ ସଂଘର୍ଷ କରୁଛି ଘରୋଇ ଦଳ ୱେଷ୍ଟଇଣ୍ଡିଜ : ତୃତୀୟ ଦିନ ଖେଳ ସୁଦ୍ଧା ୫ ୱିକେଟ ହରାଇ ୨୨୯ ରନ୍…

କନକ ବ୍ୟୁରୋ : ପୋର୍ଟ ଅଫ୍ ସ୍ପେନରେ ଚାଲିଛି ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ୱିକେଟ ହରାଇ ୨୨୯ ରନ୍ କରିଛି । ପ୍ରଥମ ଟେଷ୍ଟରେ ଘରୋଇ ଦଳ ହାରିବା ପରେ ଏବେ ଦ୍ୱିତୀୟ ଟେଷ୍ଟରେ ସମ୍ମାନ ରଖିବାକୁ ସଂଘର୍ଷ କରୁଛି । ବ୍ରାଥୱେଟଙ୍କ ଲଢୁଆ ବ୍ୟାଟିଂ…
Read More...

ଦିଲ୍ଲୀରେ ପୁଣି ବଢୁଛି ଯମୁନା ନଦୀର ଜଳସ୍ତର : ରିଲିଫ ଶିବିରରେ ୨୭ହଜାର ଲୋକ

କନକ ବ୍ୟୁରୋ : ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ପୁଣିଥରେ ବୃଦ୍ଧି ପାଇଛି । ଦିଲ୍ଲୀରେ ଯମୁନା ଜଳସ୍ତର ଶୁକ୍ରବାର ସନ୍ଧ୍ୟାରୁ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି । ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀରେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ରିଲିଫ୍ ଶିବିର ପଠାଯାଇଛି । ୨୭ ହଜାରରୁ ଅଧିକ ଲୋକ ଏବେ ଘର…
Read More...

ଗୁଜରାଟରେ ବନ୍ୟା ସ୍ଥିତି : ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଲୋକେ; ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍ ନିୟୋଜିତ

କନକ ବ୍ୟୁରୋ : ଗୁଜରାଟରେ ବର୍ଷା ବିତ୍ପାତ । ଦକ୍ଷିଣ ଗୁଜରାଟ ଓ ସୌରାଷ୍ଟ୍ର ଅଞ୍ଚଳର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ତେଣୁ ବନ୍ୟା ଆଶଙ୍କା ଦେଖାଦେଇଛି । ନବସାରୀ, ଆମରେଲି ଓ ଜୁନାଗଡ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଚାରିଆଡେ ପାଣି ମାଡିଯିବାରୁ ଲୋକେ ଏବେ ଜଳବନ୍ଦୀ ହୋଇ…
Read More...

ଗରିବ ଓ ଶ୍ରମିକଙ୍କ ପାଇଁ ରେଳବାଇର ବଡ ଉପହାର ! ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ମିଳିବ ଅନେକ ସୁବିଧା

କନକ ବ୍ୟୁରୋ : ଗରିବ ଲୋକଙ୍କ ପାଇଁ ଖୁସି ଖବର ଆଣିଛି ଭାରତୀୟ ରେଳବାଇ । ଗରିବ ଲୋକଙ୍କୁ ରେଳ ଯାତ୍ରାରେ ସୁବିଧା ଯୋଗାଇ ଦେବା ଲାଗି ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ଏଣିକି ସସ୍ତାରେ ଯାତ୍ରା କରିପାରିବେ ଯାତ୍ରୀ । ଶ୍ରମିକ ଏବଂ ଗରିବ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା…
Read More...

ପୋଖରୀକୁ ଖସିଲା ବସ, ୧୭ ମୃତ : ୩୫ ଆହତ ମେଡିକାଲରେ ଚିକିତ୍ସିତ

କନକ ବ୍ୟୁରୋ : ପୋଖରୀକୁ ଖସିଲା ବସ । ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ୩ ଶିଶୁଙ୍କ ସମେତ ୮ଜଣ ମହିଳା ରହିଛନ୍ତି । ୩୫ ଆହତ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ବାଂଲାଦେଶର ଝଲାକାଠି ଛତ୍ରକୋଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ୫୨ ଜଣ କ୍ଷମତା…
Read More...

ପାକିସ୍ତାନରୁ ଆସିଥିବା ସୀମା ହାଇଦର ଅସୁସ୍ଥ : ସଚିନ ମଧ୍ୟ ଅସୁସ୍ଥ ଥିବା ନେଇ ପରିବାର ଲୋକଙ୍କ ସୂଚନା

କନକ ବ୍ୟୁରୋ : ପାକିସ୍ତାନରୁ ଆସିଥିବା ସୀମା ହାଇଦର ଅସୁସ୍ଥ । ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସୀମା କଥା କହିପାରୁନଥିବା ଜଣାପଡ଼ିଛି । ସୀମାଙ୍କ ସହ ସ୍ୱାମୀ ସଚିନ ମଧ୍ୟ ଅସୁସ୍ଥ ଅଛନ୍ତି । ସଚିନଙ୍କ ପିତା ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଉଭୟଙ୍କ ଚିକିତ୍ସା…
Read More...

ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଦଙ୍ଗାକାରୀ : ଘର କବାଟ ବନ୍ଦ କରି ବାହାରୁ ଲଗାଇ ଦେଲେ…

କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଦଙ୍ଗାକାରୀ । ମଣିପୁରର କାକଚିଙ୍ଗ ଜିଲ୍ଲାର ଏଭଳି ଅଭାବନୀୟ ଘଟଣା ଘଟିଛି । ୮୦ ବର୍ଷୀୟା ମହିଳାଙ୍କୁ ଘର ଭିତରେ ବନ୍ଦ କରି ବାହାରୁ ନିଆଁ ଲଗାଇ ଦେଇଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଉକ୍ତ ୮୦ ବର୍ଷୀୟା…
Read More...