Browsing Category

ଦେଶ ବିଦେଶ

ଆଜି ବାୟୁସେନାରେ ସାମିଲ ହେବ ସି-୨୯୫ ପରିବହନ ବିମାନ : ପାହାଡିଆ ଏବଂ ଅଣ ଓସାରିଆ ଅଞ୍ଚଳରେ ସିଧାସଳଖ ଯବାନଙ୍କୁ…

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଶକ୍ତି ଆଜି ଦ୍ୱିଗୁଣିତ ହେବାକୁ ଯାଉଛି । ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ୍ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗାଜିଆବାଦର ହିଣ୍ଡେନ ଏୟାରବେସରେ ଏକ ସମାରୋହରେ ଏହି ବିମାନଗୁଡ଼ିକୁ ବାୟୁସେନାକୁ ହସ୍ତାନ୍ତର…
Read More...

ରାସ୍ତାରେ ବିଛେଇ ହୋଇ ପଡିଥିଲା ହୀରା, ପିଲାଠୁ ବୟସ୍କ ସମସ୍ତେ ଗୋଟାଇବାକୁ ଧାଇଁ ଆସିଲେ  । କାହା ହାତରେ ଡର୍ଜନେ ତ ଆଉ…

କନକ ବ୍ୟୁରୋ: ରାସ୍ତାରେ ପଡିଥିଲା ହୀରା ଖଣ୍ଡ । ଯେମିତି ଏକଥା କାନରେ ପଡିଲା, ବାଟୋଇ ହୁଅନ୍ତୁ ବା ସ୍ଥାନୀୟ ବ୍ୟବସାୟୀ ସମସ୍ତେ ଧାଇଁ ଆସିଲେ ଏହାକୁ ଗୋଟାଇବାକୁ । ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୁଜୁରାଟର ରାଜଧାନୀ ସୁରଟକୁ ଡାଇମଣ୍ଡ ଓ ଟେକ୍ସଟାଇଲ ସିଟି କୁହାଯାଏ । ହୀରାର…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା : ସାମିଲ ହେଲେ ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ…

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା । ରାଜସ୍ଥାନ ଉଦୟପୁରରେ ସରିଲା ବିବାହ । ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମେତ ବହୁ ରାଜନେତା ଏବଂ ସେଲିବ୍ରିଟି ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ…
Read More...

ଧରାପଡିଲା ଆତଙ୍କବାଦକୁ ନେଇ ଆମେରିକାର ଦୋମୁହାଁ ନୀତି : କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ; ଆମେରକୀୟ ଶିଖ…

କନକ ବ୍ୟୁରୋ : ଭାରତ-କାନାଡା ବିବାଦ ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବିବାଦର ସୁତ୍ରପାତ କରିଥିଲା ଆମେରିକା । କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ । ଯାହା ଆଧାରରେ ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରଙ୍କ ହତ୍ୟା ଭାରତୀୟ ଏଜେଂଟ କରିଥିବା କହିଥିଲେ ଜଷ୍ଟିନ ଟ୍ରୁଡୋ । କାନାଡାରେ…
Read More...

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଭାରତର ବିଶାଳ ସ୍କୋର, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ…

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ନିଜର କମାଲ ଦେଖାଇଛନ୍ତି । ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା । ଭାରତ ୫୦ ଓଭର ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୪୦୦ରନର…
Read More...

ମଦ ପିଇବାକୁ ସଫେଇ କର୍ମଚାରୀ କବାଡିବାଲାକୁ ବିକିଦେଲା ସରକାରରୀ ଫାଇଲ । ଅନେକ ବର୍ଷର ରେକର୍ଡ ହୋଇଗଲା ଗାଏବ

କନକ ବ୍ୟୁରୋ : ସରକାରୀ ବିଭାଗର ଅବେହେଳା ନେଇ ଆପଣ ଅନେକ ସମୟରେ ଆଶ୍ଚର୍ଯ୍ୟକର ଘଟଣାମାନ ଶୁଣିଥିବେ । କେଉଁଠି ମୂଷା କୋଟି କୋଟି ଟଙ୍କାର ଗଞ୍ଜେଇ ଖାଇଦେଉଛି ତ କେଉଁଠି ମୂଷା ଧରିବାକୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହେଉଛି । ହେଲେ ଏହି ଘଟଣା ଟିକେ ନିଆରା । ଏଠାରେ ଜଣେ ସଫେଇ କର୍ମଚାରୀ ମଦ…
Read More...

ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ । ବର୍ଷା କାରଣରୁ ଅଟକିଛି ଖେଳ

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଖେଳାଯାଉଛି । ଇନ୍ଦୋରର ହୋଲ୍କର ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ହେଲେ ବର୍ଷା କାରଣରୁ ଏବେ ମ୍ୟାଚ୍ ସ୍ଥଗିତ ରହିଛି । ଭାରତ ୯.୫ ଓଭରରେ ଗୋଟିଏ ୱିକେଟ ହରାଇ ୭୯ ରନ୍ କରିଛି । ଶୁଭମନ ଗିଲ ୨୭ ବଲରେ…
Read More...

ମହିଳା କୁସ୍ତିଯୋଦ୍ଧା ନିର୍ଯାତନା ମାମଲାରେ ଦିଲ୍ଲୀ ପୋଲିସର ସାଂଘାତିକ ଅଭିଯୋଗ । କହିଲା, କୌଣସି ସୁଯୋଗ ହାତଛଡା…

କନକ ବ୍ୟୁରୋ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ହୋଇଥିବା ମାମଲାରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଅଭିଯୁକ୍ତ ବ୍ରିଜଭୂଷଣଙ୍କୁ କୋର୍ଟରେ ହାଜର ହେବାରୁ ମୁକ୍ତି ଦେଇଛନ୍ତି । ଏହି ସମୟରେ ଦିଲ୍ଲୀ ପୋଲିସ କୋର୍ଟରେ…
Read More...

ଏସୀୟ କ୍ରୀଡାରେ ପ୍ରଥମ ଦିନରେ ଭାରତ ହାତେଇଲାଣି ୫ଟି ପଦକ । ନୌଚାଳନାରେ ୨ ସିଲଭର, ଗୋଟିଏ ବ୍ରୋଞ୍ଚ, ବନ୍ଧୁକ ଚାଳନାରେ…

କନକ ବ୍ୟୁରୋ: ଏସିଆନ୍ ଗେମ୍ସରେ ଭାରତର ଦମ୍ଦାର ପ୍ରଦର୍ଶନ ଆରମ୍ଭ । ପ୍ରଥମ ଦିନରେ ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ପଦକ ହାତେଇଛି । ରୋଇଂରେ ତିନିଟି ଓ ସୁଟିଂରେ ୨ଟି ପଦକ ହାସଲ କରିଛି ଭାରତ । ରୋଇଂରେ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ମିଳିଥିବା ବେଳେ ସୁଟିଂରେ ଗୋଟିଏ ରୌପ୍ୟ ଓ…
Read More...

NIA ଜାରି କଲା ୧୯ ଖଲିସ୍ତାନୀ ଆତଙ୍କବାଦୀଙ୍କ ତାଲିକା, ଜବତ ହେବ ଏମାନଙ୍କ ସମ୍ପତ୍ତି । ବିଦେଶରେ ରହି ରଚୁଛନ୍ତି ଭାରତ…

କନକ ବ୍ୟୁରୋ: ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର ବଡ ଆକ୍ସନ୍ । ଭାରତ-କାନାଡା ବିବାଦ ଭିତରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଏବେ ତତ୍ପର ହୋଇଛି । ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପଞ୍ଜାବରେ ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁଙ୍କ…
Read More...