Browsing Category

ଦେଶ ବିଦେଶ

କାଟଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନ ପାଇଁ ମିଳିଲା ୨୦୨୩ ନୋବେଲ ପୁରସ୍କାର । ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଦିନ ହୋଇଛି । ଏହି କ୍ରମରେ ଆଜି ଫିଜିଓଲୋଜୀ ବା ମେଡିସିନ କ୍ଷେତ୍ର ପାଇଁ ଏହି ସମ୍ମାନ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଚଳିତବର୍ଷ କାଟଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ଅଦ୍ଭୁଦ ଆବିଷ୍କାର ପାଇଁ…
Read More...

ଟିକସ ଫାଙ୍କିଛନ୍ତି ୮୦ ରୁ ଅଧିକ ଗେମିଂ କମ୍ପାନୀ । କେବଳ ‘ଡ୍ରିମ ୧୧’ ନାମରେ ଆସିଛି ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସ…

କନକ ବ୍ୟୁରୋ : ବିପଦ ସଂଙ୍କୁଳ ଅବସ୍ଥାରେ ଏବେ ଅନେକ ଅନଲାଇନ ଗେମିଂ ଇଣ୍ଡଷ୍ଟ୍ରିଜ । ଜିଏସଟି ବିଭାଗ ତରଫରୁ ଆସୁଛି କୋଟି କୋଟି ଟଙ୍କାର କର ଠକେଇର ଅଭିଯୋଗ । ଡାଇରେକ୍ଟର ଜେନେରାଲ ଆଣ୍ଡ ସର୍ଭିସ ଟ୍ୟାକ୍ସ ଇଣ୍ଟେଲିଜେନ୍ସ ଡିଜିଜିଆଇ ଗତ ସେପ୍ଟେମ୍ବରରେ ପ୍ରାୟ ୬ଟି ବଡ ଗେମିଂ କମ୍ପାନୀକୁ କର…
Read More...

ଆତଙ୍କବାଦୀ ହାଫିଜ ସଇଦ ଉପରେ ବିପଦ ଘନେଇ ଆସିଲା

ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଆଉ ସୁରକ୍ଷିତ ସ୍ଥାନ ହେଇ ରହିନାହିଁ । ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କ ହତ୍ୟା ହେଇଚାଲିଛି । ଏହା ଆତଙ୍କବାଦୀ ସଂଗଠନ ମଧ୍ୟରେ ଏକ ଭୟ ବାତାବରଣ ସୃଷ୍ଟି କରିଦେଇଛି । ଅନ୍ୟପାଇଁ ଯେଉଁମାନେ ମୃତ୍ଯୁର ତାଣ୍ଡବ କରୁଥିଲେ ଏବେ ସେମାନଙ୍କ ନିଜ ଜୀବନ ଉପରେ ବିପଦ…
Read More...

ଗର୍ଜିଲା ବହୁତ, ବର୍ଷିଲା କମ୍ । ୬ ବର୍ଷ ମଧ୍ୟରେ ସବୁଠାରୁ କମ୍ ବର୍ଷା ସହ ଫେରିଗଲା ମୌସୁମୀ

କନକ ବ୍ୟୁରୋ : ସାମାନ୍ୟ ବର୍ଷା, ପ୍ରବଳ ଆଦ୍ରତା ଏବଂ ଅଧିକ ହାରାହାରି ତାପମାତ୍ରା ସହ ଆସିଥିବା ମୌସୁମୀ ସେପ୍ଟେମ୍ବର ମାସ ସରୁ ସରୁ ଭାରତରୁ ବିଦାୟ ନେଇଛି । ହେଲେ ଚଳିତ ଥର ମୌସୁମୀ ବର୍ଷା ଯେତିକି ହୋଇଛି ତାହା ଗତ ୬ବର୍ଷ ମଧ୍ୟରେ ସର୍ବନିମ୍ନ ବୃଷ୍ଟିପାତ ବୋଲି ପାଣିପାଗ ବିଭାଗ ସୂଚନା…
Read More...

ବିହାରରେ ସରିଲା ଜାତିଗତ ଜନଗଣନା । ରାଜ୍ୟ ସରକାର ଜାରିକଲେ ରିପୋର୍ଟ

କନକ ବ୍ୟୁରୋ : ବିହାର ସରକାର ଜାତିଗତ ଜନଗଣନା ରିପୋର୍ଟ ଜାରି କରିଛନ୍ତି । ସରକାରୀ ରିପୋର୍ଟ ମୁତାବକ ରାଜ୍ୟରେ ୩୬ ପ୍ରତିଶତ ଅତି ପଛୁଆବର୍ଗର ଲୋକ ବାସ କରୁଥିବା ବେଳେ ୨୭ ପ୍ରତିଶତ ପଛୁଆବର୍ଗର ଲୋକ ବାସ କରୁଛନ୍ତି । ସେହିଭଳି ୧୯ ପ୍ରତିଶତ ଅତି ଅନୁସୂଚିତ ଜାତି ଓ ୧.୬୮ ପ୍ରତିଶତ ଅନୁସୂଚିତ…
Read More...

ଜିପିଏସ୍ ପାଇଁ ଗଲା ଜୀବନ । ଜିପିଏସ୍ ଭୁଲ ରାସ୍ତା ଦେଖାଇବା ଯୋଗୁଁ ନଦୀରେ ପଡ଼ିଗଲା କାର୍, କେରଳର ୨ଯୁବ ଡାକ୍ତରଙ୍କ…

କନକ ବ୍ୟୁରୋ : ଏବେ କୌଣସି ଅଜଣା ସ୍ଥାନକୁ ଗଲେ ଆମେ ଗୁଗୁଲ ମ୍ୟାପର ସହାୟତା ନେଉଛୁ । କିନ୍ତୁ ବେଳେବେଳେ ଜିପିଏସ୍ ଭୁଲ ରାସ୍ତା ଦେଖାଇଥାଏ । ଆଉ ଜିପିଏସ୍ ଦର୍ଶାଉଥିବା ରାସ୍ତାରେ ଯାଇ ଆମେ ଭୁଲ ସ୍ଥାନରେ ପହଂଚିଯାଇଥାଉ । ଯାହାର ଅନୁଭୂତି ବି ଆମ ସମସ୍ତଙ୍କର ଅଛି । କିନ୍ତୁ ଭୁଲ ଜିପିଏସ ଯେ…
Read More...

ରାଜସ୍ଥାନରେ ଭାଙ୍ଗିବ ୩୦ ବର୍ଷର ପୁରୁଣା ପରମ୍ପରା । ବିଧାନସଭା ନିର୍ବାଚନ ପୂର୍ବରୁ ସଚିନଙ୍କ ବୟାନ ବଢାଇଲା ବିଜେପିର…

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ସଚିନ ପାଇଲଟ ବଡ ବୟାନ ଦେଇଛନ୍ତି । ସଚିନ କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ଏକଜୁଟ୍ ହୋଇ ଲଢିବ ଏବଂ ପୁଣିଥରେ ସରକାର ଗଢିବ । କେବଳ ଏତିକି ନୁହେଁ ୨୦୨୪ରେ ବିଜେପିକୁ ସେତେବେଳେ ଟକ୍କର ଦିଆଯାଇପାରିବ ଯଦି କଂଗ୍ରେସ ରାଜସ୍ଥାନରେ…
Read More...

ସାମାଜିକ ବିଜ୍ଞାନ ପରୀକ୍ଷାରେ ଛାତ୍ର ଲେଖିଲେ ବାହାଘରର ସଂଜ୍ଞା । ଯାହାକୁ ପଢିଲେ ଆପଣ ହସି ହସି ବେଦମ ହେବେ । ଭାଇରାଲ…

କନକ ବ୍ୟୁରୋ: ସ୍କୁଲ ହେଉ ବା ଅନ୍ୟ କୌଣସି ସମୟ ପ୍ରତି ବ୍ୟାଚରେ ଏଭଳି କିଛି ଛାତ୍ର ଥାଆନ୍ତି ଯିଏ ଅନେକ ସମୟରେ ଅଦ୍ଭୁତ କାଣ୍ଡ କରିବସନ୍ତି । କ୍ଲାସରେ ଯାହା ପଢାଯାଏ ସେମାନେ କିନ୍ତୁ ତାକୁ ନିଜ ଢଙ୍ଗରେ ବୁଝନ୍ତି । ଯାହାର ପରିଣାମ କିଛି ଅଜବ ହୁଏ । ଏଭଳି ଏକ ଘଟଣାର ପରିଣାମ ଏବେ ସୋସିଆଲ…
Read More...

ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ : ରାଜଘାଟ ଓ ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ । କହିଲେ ବାପୁଙ୍କ ସମୟାନୁବର୍ତିତା ଆଜିବି ସମସ୍ତଙ୍କୁ ଦେଉଛି ପ୍ରେରଣା । ତାଙ୍କର ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି…
Read More...

ସୁପର ସଣ୍ଡେରେ ସୁପର୍ ଶୋ । ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର୍ ଶୋ’ । ରବିବାର ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ୩ହଜାର ମିଟର୍ ଷ୍ଟିପଲଚେଜରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ଅବିନାଶ ସାବଲେ । ଅବିନାଶ ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡ଼ାର ୩ହଜାର ମିଟର ଷ୍ଟିପଲଚେଜ୍ରେ ଏହି…
Read More...