Browsing Category

ଦେଶ ବିଦେଶ

ଲଗାତର ସପ୍ତମ ମାସରେ ବି ଜିଏସଟି ଆଦାୟ ଟପିଲା ୧.୫ ଲକ୍ଷ କୋଟି । ଜାଣନ୍ତୁ ସେପ୍ଟେମ୍ବର ମାସରେ କେତେ ଟଙ୍କା ହୋଇଛି…

କନକ ବ୍ୟୁରୋ : ଜିଏସଟି ଆଦାୟ ମାମଲାରେ ସେପ୍ଟେମ୍ବର ମାସରେ ବି ଆସିଲା ଭଲ ଖବର । ରବିବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ ରାଜକୋଷକୁ ୧,୬୨,୭୧୨ କୋଟି ଟଙ୍କା ଆସିଛି । ଏହା ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ୧୦.୨ ପ୍ରତିଶତ ଅଧିକ । ସେପ୍ଟେମ୍ବର ମାସରେ ୧.୬୩ ଲକ୍ଷ କୋଟି ଟଙ୍କା…
Read More...

ସାରା ଦେଶରେ ସ୍ୱଚ୍ଛତା ହିଁ ସେବା ଅଭିଯାନ: ହାତରେ ଝାଡୁ ଧରିଲେ ମୋଦୀ, ସଫେଇ କରିବାର ଭିଡିଓ ପୋଷ୍ଟ କଲେ…

କନକ ବ୍ୟୁରୋ: ମୋଦିଙ୍କ ହାତରେ ଝାଡୁ । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ବାର୍ତା  ଦେଇ ନିଜେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ଶ୍ରମଦାନ କରିଛନ୍ତି ନରେନ୍ଦ୍ର ମୋଦୀ । ସ୍ୱଚ୍ଛତା ପାଇଁ ଗୋଟିଏ ଘଂଟା ଶ୍ରମଦାନ କରିବାକୁ…
Read More...

ଅତଡା ଖସି ନିଆଳି ନୂଆବାଆବଜା ଗାଁରେ ବନ୍ୟା ପାଣି । ଲକ୍ଷାଧିକ ଟଙ୍କା ବ୍ୟୟ ପରେ ବି ହୋଇପାରିନି ପଥର ପ୍ୟାକିଂ କାମ

କନକ ବ୍ୟୁରୋ : କୂଳ ଖାଉଛି ନଦୀ । ଅତଡା ଖାଇବାରୁ ଗାଁରେ ବନ୍ୟା ପାଣି ପଶିଗଲାଣି । ସେପଟେ ନିଜକୁ ସୁରକ୍ଷିତ ରଖିବାକୁ ରାତି ଅନିଦ୍ରା ହୋଇ ନଦୀ କୂଳରେ ଜଗି ବସି ରହିଛନ୍ତି ଗାଁର ଲୋକମାନେ । ଏଭଳି ଚିତ୍ର ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ନୂଆବାଆବଜା ଆର୍ତତ୍ରାଣ ଗାଦିବହ୍ମ…
Read More...

ମଧ୍ୟପ୍ରଦେଶରେ ଫେରିବ କି କଂଗ୍ରେସ ସରକାର ! ନା ବିଜେପି ପୁଣି ଦକ୍ଷଲ କରିବ କ୍ଷମତା । ଚମକାଇଦେଲା ସର୍ଭେ ରିପୋର୍ଟ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବର ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କ କ୍ଷମତା ପ୍ରଚାର ମଇଦାନରେ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ବିଜେପି ହେଉ କି କଂଗ୍ରେସ ସମସ୍ତେ ଦାବି କରୁଛନ୍ତି କି, ଆଗାମୀ ବିଧାନସଭା ନିର୍ବାଚନରେ ସେମାନଙ୍କ ଦଳ ସରକାର ଗଠନ କରିବ । ଏହି…
Read More...

କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ଅର୍ଚ୍ଚନା ଗୌତମଙ୍କ ସହ ଗଣ୍ଡଗୋଳ । ଶୃଙ୍ଖଳାଭଙ୍ଗ କାରଣ ଦର୍ଶାଇ ୬ବର୍ଷ ପାଇଁ ଦଳ କଲା…

କନକ ବ୍ୟୁରୋ : କଂଗ୍ରେସ ନେତ୍ରୀ ତଥା ବିଗ୍ ବସ୍ ଫ୍ରେମ୍ ଅର୍ଚ୍ଚନା ଗୌତମଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କଂଗ୍ରେସର ପୂର୍ବତନ ଲୋକସଭା ପ୍ରାର୍ଥୀ ଅର୍ଚ୍ଚନାଙ୍କୁ କଂଗ୍ରେସ ଏବେ ୬ବର୍ଷ ପାଇଁ ନିଲମ୍ବିତ କରିଛି । କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ଅର୍ଚ୍ଚନା ଗୌତମଙ୍କ ସହ କିଛି ମହିଳା…
Read More...

କିଏ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ? ଭାରତ ପାଇଁ ଚିନ୍ତାର ବିଷୟ କାହିଁକି?

କନକ ବ୍ୟୁରୋ: ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ହୋଇଛନ୍ତି ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଳଦୀପ ପାର୍ଟିର ମୁଖ୍ୟ ମୋହମ୍ମଦ ମୁଇଜୁ । ୫୪ ପ୍ରତିଶତ ଭୋଟ ପାଇ ସେ ଇବ୍ରାହିମ୍ ମୋହମ୍ମଦ ସୋଲିହଙ୍କୁ ହରାଇଛନ୍ତି । ତେବେ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ଭାରତକୁ ଝଟକା ଲାଗିଥିବା କୁହାଯାଉଛି…
Read More...

ବିଶ୍ୱକପ୍ ପୂର୍ବରୁ ଆଇସିସି ନିକଟରେ ପାକିସ୍ତାନ କ୍ରିକେଟ ବୋର୍ଡର ଦାବି । ଭିସା ସମସ୍ୟାକୁ ନେଇ ଚିଠି ଲେଖିଲା ପିସିିବି…

କନକ ବ୍ୟୁରୋ : ବିଶ୍ୱକପରେ ଭାଗ ନେବାକୁ ପାକିସ୍ତାନ କ୍ରିକେଟ ଟିମ୍ ଦୀର୍ଘ ୭ ବର୍ଷ ପରେ ଭାରତ ଗସ୍ତରେ ଆସିଛି । ତେବେ ବିଶ୍ୱକପ ଆରମ୍ଭ ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମ୍ ଆଇସିସି ସାମ୍ନାରେ ଏକ ଦାବି ରଖିଛି । ପାକିସ୍ତାନର କ୍ରୀଡା ସାମ୍ବାଦିକ ଓ ପ୍ରଂଶସକଙ୍କ ପାଇଁ ଭିସା ପ୍ରକ୍ରିୟାକୁ…
Read More...

ତୁର୍କୀ ପୁଲିସ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ । ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପୁରା ଇଲାକା ।

କନକ ବ୍ୟୁରୋ: ତୁର୍କୀ ରାଜଧାନୀ ଅଙ୍କାରା ସ୍ଥିତ ପୁଲିସ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ । ଆଜି ସକାଳ ୯ଟା ସମୟରେ ଆତ୍ମଘାତୀ ବିସ୍ଫୋରଣରେ ଏହି ଆକ୍ରମଣ ହୋଇଥିବାବେଳେ ଅନ୍ୟ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ କେତେଜଣଙ୍କର ମୃତ୍ୟୁ ହୋଇଛି କେତେ…
Read More...

ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ : ରେସଲର ଅଙ୍କିତଙ୍କ ସହ ସଫେଇ କରିବାର ଭିଡିଓ ପୋଷ୍ଟ କଲେ…

କନକ ବ୍ୟୁରୋ : ଆଜି ଦେଶ ପାଳିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ନିଜେ ହାତରେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରମଦାନ କରିଛନ୍ତି । ଶ୍ରମଦାନ କରିବାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ନରେନ୍ଦ୍ର…
Read More...

୧୬ ଜଣ ଭିକାରୀଙ୍କୁ ବିମାନରୁ ଓହ୍ଲାଇଲା ପାକିସ୍ତାନ । ତୀର୍ଥଯାତ୍ରୀ ବେଶରେ ଯାଉଥିଲେ ସାଉଦି ଆରବ ।

କନକ ବ୍ୟୁରୋ: ଭିକାରୀଙ୍କୁ ବିମାନରୁ ଓହ୍ଲାଇଲା ପାକିସ୍ତାନ । ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଆରବ ଯାଉଥିବାବେଳେ, ତାଙ୍କୁ ବିମାନ ବନ୍ଦରରେ ଅଟକାଇ ବିମାନରୁ ଓହ୍ଲାଇଛି ପାକିସ୍ତାନ । ମିଳିଥିବା ସୂଚନା ମୁତାବକ, ପାକିସ୍ତାନରୁ ସାଉଦି ଆରବ ଯାଉଥିବା ଏକ ବିମାନରେ ୧୬ ଜଣ ଭିକାରୀ…
Read More...