Browsing Category

ଦେଶ ବିଦେଶ

ଦୀପାବଳି ପରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର : ହେଲେ ସବୁ ଓଲଟାଇଦେଲା ନିର୍ବାଚନୀ ଫଳାଫଳ,…

କନକ ବ୍ୟୁରୋ : ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତିଶ କୁମାର । ରାଜ୍ୟରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ତେଣୁ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ଖବର ଅନୁସାରେ, ୧୬ ନଭେମ୍ବରରେ ନୀତିଶଙ୍କ ଶପଥଗ୍ରହଣ ସମାରୋହ ହୋଇପାରେ । ସପ୍ତମ ଥର ଲାଗି…
Read More...

ବଲିଉଡର ଡ୍ରଗ୍ସଲିଙ୍କ୍ ମାମଲା । ଏନସିବି ରାର୍ଡାରରେ ଅଭିନେତା ଅଜୁନ ରାମପାଲ୍ । ଆଜି ହୋଇପାରେ ଜେରା

କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସଲିଙ୍କ୍ ଚେର କେତେ ବାଟ ଲମ୍ବିଛି ତାହା ଏବେ ବି ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ତା’ର ଚେର ପାଉନାହିଁ । ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତି ଠାରୁ ଆରମ୍ଭ ହୋଇଥିବା ଖୋଳତାଡ ଏବେ ଅଭିନେତା ଅଜୁର୍ନ ରାମପାଲଙ୍କ ନିକଟରେ ପହଂଚିଲାଣି ।…
Read More...

ବେଲରେ ଆସିଲେ, ଉଦ୍ଧବଙ୍କ ଉପରେ ବର୍ଷିଲେ : ସୁପ୍ରିମକୋର୍ଟଙ୍କ ଠାରୁ ଜାମିନ ପାଇ ଜେଲରୁ ବାହାରିଲେ ଅର୍ଣ୍ଣବ ଗୋସ୍ୱାମୀ;…

କନକ ବ୍ୟୁରୋ : ବେଲରେ ଆସିଲେ ଉଦ୍ଧବଙ୍କ ଉପରେ ବର୍ଷିଲେ । ଇଂଟେରିୟର ଡିଜାଇନରଙ୍କ ଆତ୍ମହତ୍ୟା ଘଟଣାରେ ଗିରଫ ହୋଇ ଜେଲରେ ଥିବା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ବେଲରେ ମୁକୁଳିବା ପରେ ଏକ ରାଲି କରି ଘରକୁ ଯାଇଥିଲେ । ଏହା ପରେ ରିପବ୍ଲିକ୍ ଷ୍ଟୁଡିଓରେ ପହଂଚି, ମହାରାଷ୍ଟ୍ର ସରକାରଙ୍କ…
Read More...

ସୀମାରେ ବଢ଼ିଲା ଶାନ୍ତିର ସମ୍ଭାବନା । ସୈନ୍ୟ ଅପସାରଣ ନେଇ ଭାରତ ଓ ଚୀନ୍ ମଧ୍ୟରେ ସହମତି ହୋଇଥିବା ସୂଚନା, ୩ଟି…

କନକ ବ୍ୟୁରୋ : ଲଦାଖ ସୀମାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଚାଲିଥିବା ଛକାପଂଝା ଭିତରେ ଶୀଘ୍ର ସମାଧାନ ବାହାରିବାର ସମ୍ଭାବନା ଦେଖାଦେଇଛି । ପୂର୍ବ ଲଦାଖ ସେକ୍ଟରରୁ ସୈନ୍ୟ ଅପସାରଣ ପାଇଁ ଦୁଇ ଦେଶର ସେନା ସହମତି ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଷ୍ଟମ କର୍ପସ୍ କମାଣ୍ଡର…
Read More...

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ଅଜବ ପରିସ୍ଥିତି । ଏବେବି ପରାଜୟ ମାନିବାକୁ ନାରାଜ ଟ୍ରମ୍ପ, ଟ୍ରମ୍ପଙ୍କ…

କନକ ବ୍ୟୁରୋ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଜବ ପରିସ୍ଥିତି । ପରାଜୟ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ । ସେପଟେ ମାଇକ ପମ୍ପିଓଙ୍କ ନୂଆ ମନ୍ତବ୍ୟ ବିବାଦକୁ ବଢ଼ାଇ ଦେଇଛି । ଆମେରିକାବାସୀ ଦ୍ୱିତୀୟଥର ଟ୍ରମ୍ପ ପ୍ରଶାସନ ପାଇଁ ପ୍ରସ୍ତୁତ ହେଉଥିବା ପମ୍ପିଓ…
Read More...

ଆମେରିକାରେ ଦିନକୁ ଦିନ ସଙ୍ଗୀନ ହେଉଛି କରୋନା ସ୍ଥିତି । ଗୋଟିଏ ଦିନରେ ଚିହ୍ନଟ ହେଲେ ୨ ଲକ୍ଷ ନୂଆ ଆକ୍ରାନ୍ତ, ଏଯାଏଁ…

କନକ ବ୍ୟୁରୋ : ଆମେରିକାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି । ସ୍ଥିତି ଏମିତି ହୋଇଛି ଯେ, ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ନୂଆ ଆକ୍ରାନ୍ତ । ଜନ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଆମେରିକାରେ ଗୋଟିଏ ଦିନରେ ୨ ଲକ୍ଷ ୧ ହଜାର ୯୬୧ ନୂଆ ଆକ୍ରାନ୍ତ ଚିହ୍ନଟ…
Read More...

ବିହାର ରାଜନୀତି ଗଣିତକୁ ବିଗାଡି ଦେଲେ ଦୁଇ ନେତା । ବଡ଼ ଭାଇରୁ ସାନ ଭାଇ ବନିଲେ ନୀତିଶ, ଧୂଳିସାତ୍ ହେଲା ତେଜସ୍ୱୀଙ୍କ…

କନକ ବ୍ୟୁରୋ : ବିହାର ରାଜନୀତିର ଗଣିତକୁ ବିଗାଡି ଦେଲେ ଦୁଇ ଜଣ ନେତା । ଚିରାଗ ପାଶୱାନ୍ ଓ ଅସଦୁଦ୍ଦିନ୍ ଓୱେସୀ । ଏହି ଦୁଇ ନେତାଙ୍କୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । କାରଣ ଜଣେ ନୀତିଶଙ୍କ ଜେଡିୟୁକୁ ବଡ ଭାଇରୁ ସାନ ଭାଇ ବନାଇଦେଲା ଏବଂ ଅନ୍ୟଜଣେ ତେଜସ୍ୱୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ହେବା…
Read More...

‘ବିହାର’ ବିଜୟ ପରେ ବିଜେପିର ବିଜୟ ଉତ୍ସବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଧୁମଧାମରେ ଚାଲିଛି ସେଲିବ୍ରେସନ । ସାମିଲ…

କନକ ବ୍ୟୁରୋ: ବିହାର ବିଜୟ ପରେ ବିଜେପିର ବିଜୟ ଉତ୍ସବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଏହି ବିଜୟ ଉତ୍ସବ ମନାଇଛି ଦଳ । ହଜାର ହଜାର ସଂଖ୍ୟାରେ କର୍ମୀ ଓ ଦଳର ତୁଙ୍ଗ ନେତା ବିଜୟ ଉତ୍ସବରେ ସାମିଲ ହୋଇଛନ୍ତି । ବିହାରରେ ବିଜେପି ଭଲ ପ୍ରଦର୍ଶ କରିବା ପରେ ଦଳ ଏହି ଉତ୍ସବର ଆୟୋଜନ କରିଛି । ଅମିତ…
Read More...

ଅନଲାଇନ ନ୍ୟୁଜ୍,ଭିଜୁଆଲ ଓ ଅଡିଓ ପ୍ରୋଗ୍ରାମ ପାଇଁ ସରକାର ଆଣିବେ ଗାଇଡ୍ ଲାଇନ

କନକ ବ୍ୟୁରୋ : ଦେଶରେ ଏବେ ପଞ୍ଜିକୃତ ମିଡିଆ ଠାରୁ ଅନଲାଇନ ମିଡିଆ ବହୁଳ ଭାବରେ ପ୍ରଚାର ପ୍ରସାର ଚାଲିଛି । ଏଥିରେ ଅନେକ ମିଛ ଖବର ସହ ଭୂଲତଥ୍ୟ ଦେଇ ଲୋକଙ୍କୁ ଭୂଅାଁବୋଲା ଯାଉଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହାକୁ ନିଜ ଅଧିନକୁ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।…
Read More...

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ଗିରଫର ୮ ଦିନ ପରେ ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ ।

କନକ ବ୍ୟୁରୋ : ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ରିପବ୍ଲିକ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ । ଗତ ୪ ତାରିଖରେ ଅନଭୟ ନାଏକଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ…
Read More...