Browsing Category

ଦେଶ ବିଦେଶ

ଜମ୍ମୁ-କାଶ୍ମୀରରେ ରହୁଥିବା ବାହାର ରାଜ୍ୟ ଲୋକେ ମଧ୍ୟ ଏଠାରେ ଦେଇପାରିବେ ଭୋଟ । ନିର୍ବାଚନ କମିଶନଙ୍କ ବଡ ଘୋଷଣା

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷ ହୋଇପାରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାରଙ୍କ ସୂଚନା ମୁତାବକ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର…
Read More...

ଆଜି ଭାରତ ଓ ଜିମ୍ବାୱେ ପ୍ରଥମ ଦିନିକିଆ : ଟି-୨୦ ବିଶ୍ୱକପ ପୂର୍ବରୁ ଯୁବ ବାହିନୀର ପ୍ରଦର୍ଶନ ଉପରେ ବିସିସିଆଇର ନଜର

କନକ ବ୍ୟୁରୋ :  ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯିବା ପ୍ରଥମ ଦିନିକିଆ ମ୍ୟାଚ । ଶୃଙ୍ଖଳାର ତିନୋଟି ମ୍ୟାଚରୁ ଆଜି ପ୍ରଥମ ମୁକାବିଲା । ଏହି ମ୍ୟାଚ ଜିମ୍ବାୱେର ହରାରେର ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ଆୟୋଜିତ ହେବ । ଟି-୨୦ ବିଶ୍ୱକପର ମାତ୍ର ଦୁଇ ମାସ ପୂର୍ବରୁ ଖେଳାଯାଉଥିବା ଏହି…
Read More...

ମାଗଣା ଯୋଜନା : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ …

କନକ ବ୍ୟୁରୋ : ରାବଡ଼ି କଲଚର ବା ମାଗଣା ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ମାଗଣା ଯୋଜାନାକୁ ବିରୋଧ କରି ହୋଇଥିବା ଏକ ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ଯେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ପ୍ରତିଶ୍ରୁତି ଉପରେ କୋର୍ଟ ରୋକ ଲଗାଇ ପାରିବେନି ।…
Read More...

କାବୁଲରେ ମସଜିଦରେ ନମାଜ ପାଠ ବେଳେ ବାହାରେ ବିସ୍ଫୋରଣ : ୨୧ ମୃତ, ୬୦ରୁ ଅଧିକ ଆହତ ସୂଚନା

କନକ ବ୍ୟୁରୋ : ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ବିସ୍ଫୋରଣ । ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିବା ସୂଚନା ରହିଛି । ଲୋକମାନେ ନମାଜ ପାଠ କରୁଥିବାବେଳେ ମସଜିଦରେ ବିସ୍ଫୋରଣ ଘଟିଥିଲା । କାବୁଲ ସୁରକ୍ଷା ବିଭାଗର ମୁଖପାତ୍ର ଖାଲିଦ ଜଡ୍ରାନ କହିଛନ୍ତି ଯେ…
Read More...

ଦେଶର ବିଭିନ୍ନ ସ୍ଥାନରେ ପାଣି ଘେରରେ ଲୋକ। ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡରେ ସ୍ଥିତି ସଙ୍ଗୀନ।

କନକ ବ୍ୟୁରୋ: ପ୍ରବଳ ବର୍ଷା, ବନ୍ୟା ଓ ତାର ପ୍ରଳୟଙ୍କାରୀ ରୂପ । ଦେଶର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହା ସହ ଜଳବନ୍ଦୀରେ ଜୀବନ କାଟୁଛନ୍ତି ଅଧିକାଂଶ ଲୋକେ । ଯେଉଁ ଆଡ଼େ ଦେଖିବ ପାଣି ହିଁ ପାଣି । ଘରଦ୍ୱାର, ରାସ୍ତାଘାଟ ସବୁଠି ଜଳମୟ ।…
Read More...

ଜ୍ୟାକଲିନଙ୍କ ବଢିଲା ଅଡୁଆ। ଅଭିନେତ୍ରୀଙ୍କୁ ଅଭିଯୁକ୍ତ କହିଲା ଇଡି।

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିଛି । କନମ୍ୟାନ ସୁକେଶ ଚନ୍ଦ୍ର ଶେଖର ମାମଲାରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୧୫କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଜଣେ ହିତାଧିକାରୀ ଥିଲେ ବୋଲି କୋର୍ଟରେ କହିଛି ଇଡି । ଇଡି…
Read More...

ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ମିଳିଲା ଜାମିନ। ଗୁଜରାଟ ସରକାରଙ୍କୁ ଘେରିଲେ ବିରୋଧୀ। 

କନକ ବ୍ୟୁରୋ: ବହୁଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଜାମିନ ଦେବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ଏ ପ୍ରସଙ୍ଗରେ ଲଗାତର କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଆସୁଛି । ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କ ଉପରେ ଜୋରଦାର ହମଲା କରିଛନ୍ତି…
Read More...

ଓଡିଶାର ଆଏଲ୍ଏମ୍ଏସ୍ ତରଫରୁ ପୁସ୍ତକ ଉନ୍ମୋଚିତ. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବିଚାରଧିନ ଥିବା ମାମଲା ୫୯ ପ୍ରତିଶତ…

କନକ ବ୍ୟୁରୋ : ଆଏଲ୍ଏମ୍ଏସ୍ (ଆଇନଗତ ମାମଲାଗୁଡିକର ଡିଜିଟାଲ ମନିଟରିଂ ପାଇଁଥିବା ଏକ ବ୍ୟବସ୍ଥା) ସହାୟତାରେ ଓଡିଶାର ଇଲେକ୍ଟ୍ରେନିକ୍ସ ଏବଂ ସୂଚନା ପ୍ରଯ୍ୟୁକ୍ତି ବିଭାଗ ଆଜି ଇଣ୍ଟିଗ୍ରେଟେଡ ମନିଟରିଂ ସିଷ୍ଟମ (ଆଇଏଲଏମଏସ) ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛି । ଏହି ପୁସ୍ତକରେ ଦୃଢ ଓ ନିରବହୀନ…
Read More...

ଗଣମାଧ୍ୟମର ଖବରକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଖଣ୍ଡନ, ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଘର ମିଳିବା ଉପରେ କହିଲେ ଏଭଳି କଥା

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଘର ଯୋଗାଇଦେବା ପ୍ରସଙ୍ଗରେ ମିଡିଆରେ ଚାଲିଥିବା ଖବରକୁ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ଖଣ୍ଡନ କରିଛନ୍ତି । ଗୃହମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି, ଦିଲ୍ଲୀର ବକ୍କରବାଲାରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଇଡବ୍ଲ୍ୟୁଲସ ଫ୍ଲାଟ…
Read More...

ହାଇଆଲର୍ଟରେ ରଜୌରୀ ଏବଂ ପୁଞ୍ଚ, ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା। 

କନକ ବ୍ୟୁରୋ: କାଶ୍ମୀରର ରଜୌରୀ ଏବଂ ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇଆଲର୍ଟ ଘୋଷଣା କରାଯାଇଛି । ଆତଙ୍କବାଦୀ ସେନା କ୍ୟାମ୍ପ, ଥାନା ଅଥବା ଧାର୍ମିକସ୍ଥଳରେ ଆକ୍ରମଣ କରିବା ନେଇ ସତର୍କ କରାଯାଇଛି । ରଜୌରୀରେ ତିନିଦିନ ପୂର୍ବରୁ ସେନା ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲ ।…
Read More...