Browsing Category

ଦେଶ ବିଦେଶ

‘ଅପରେସନ ଲୋଟସ’ କୁ ନେଇ ବିଜେପି ଉପରେ ବର୍ଷିଲା ଶିବସେନା । ମୁଖପତ୍ର ‘ସାମନା’ ମାଧ୍ୟମରେ କଡା ସମାଲୋଚନା

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ଚାଲିଥିବା ରାଜନୈତିକ କାର୍ଯ୍ୟକଳାପର ଘଟଣାକ୍ରମକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଶିବସେନା । ଶିବସେନାର ମୁଖପତ୍ର ‘ସାମନା’ ମାଧ୍ୟମରେ ବିଜେପିକୁ କଡା ସମାଲୋଚନା କରାଯାଇଛି । ‘ସାମନା’ ରେ ବିଜେପିର ଅପରେସନ ଲୋଟସକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର…
Read More...

ଇସ୍ତଫା ପତ୍ରରେ କଂଗ୍ରେସକୁ ଗୁଲାମନବୀଙ୍କ ପରାମର୍ଶ । କହିଲେ ପ୍ରଥମେ ଦେଶକୁ ନୁହେଁ କଂଗ୍ରେସକୁ ଏକଜୁଟ କରିବା ଜରୁରୀ

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଶୁକ୍ରବାର ଦିନ ଦଳର ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଥିବା ୫ ପୃଷ୍ଟା ସମ୍ବଳିତ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣାତ୍ମକ ମନୋଭାବ…
Read More...

ଗୁଲାମନବୀଙ୍କ ଇସ୍ତଫା ପରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ବରିଷ୍ଠ ନେତା କହିଲେ ଏଭଳି କଥା

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ନେଇ ଦୁଃଖ ପ୍ରକାଶ କରାଯାଇଛି । କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି ଆଜାଦ୍ ଦଳ ଛାଡିବା ଏକ…
Read More...

କଂଗ୍ରେସର ‘ହାତ’ ଛାଡି ଗୁଲାମନବୀ ‘ଆଜାଦ’ । ଇସ୍ତଫାପତ୍ରରେ ଦର୍ଶାଇଲେ କାରଣ, ରାହୁଲଙ୍କୁ ନେଇ କିଛି ଏମିତି କହିଲେ ।

କନକ ବ୍ୟୁରୋ : କଂଗ୍ରେସରୁ ଇସ୍ତଫା ଦେଲେ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦ୍ୟସତା ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ । ୫ ପୃଷ୍ଠାର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି ଆଜାଦ ।…
Read More...

ପଣ୍ଡ ହେଲା ପାକିସ୍ତାନର ଷଡ଼ଯନ୍ତ୍ର : ୩ ଆତଙ୍କୀଙ୍କୁ ନିପାତ କଲା ସେନା

କନକ ବ୍ୟୁରୋ : ପଣ୍ଡ ହେଲା ପାକିସ୍ତାନର ଷଡ଼ଯନ୍ତ୍ର । ଫେଲ ମାରିଲା ଜମ୍ମୁକାଶ୍ମୀର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ । ଭାରତୀୟ ସୀମାରେ ପ୍ରବେଶ କରୁଥିବା ବେଳେ ଧରିଥିଲା ଭାରତୀୟ ସେନାର ସର୍ଭିଲାନ୍ସ ସିଷ୍ଟମ । ସେନାର ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସଭିଲାନ୍ସ ଗେଜେଟ୍ ଦ୍ୱାରା ୩…
Read More...

ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ । ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡି ମୋତିଲାଲ ସିଂହଙ୍କର ଆଜି ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଗୋରଖପୁର ମେଡିକଲ କଲେଜରେ ଭର୍ତ୍ତି କରାଯାଇଛି । ମୋତିଲାଲଙ୍କ ପତ୍ନୀଙ୍କ ଅବସ୍ଥା…
Read More...

ସୋନାଲୀ ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ : ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ; ବ୍ୟକ୍ତିଗତ ସହାୟକ, ତାଙ୍କ ସାଙ୍ଗ ଗିରଫ

କନକ ବ୍ୟୁରୋ : ସୋନାଲୀ ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁରେ ଆସିଲା ନୂଆ ଟ୍ୱିଷ୍ଟ । ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ସୋନାଲିଙ୍କ ଶରୀରରେ ଏକାଧିକ ଗଭୀର ଆଘାତ ଠାବ ହେବା ପରେ ଏହାକୁ…
Read More...

ଆମେରିକାରେ ଭାରତୀୟ ମହିଳାଙ୍କ ସହ ଭେଦଭାବ । ‘ମୁଁ ଭାରତୀୟଙ୍କୁ ଘୃଣା କରେ’ କହି ମାଡ ମାରିଲେ ଆମେରିକୀୟ ମହିଳା

କନକ ବ୍ୟୁରୋ: ଆମେରିକାରୁ ପୁଣି ସାମ୍ନାକୁ ଆସିଛି ସାମ୍ପ୍ରଦାୟିକ ଭେଦଭାବର ଆଉ ଏକ ଘଟଣା । ଇଂରାଜୀ କହିବାରେ ଭାରତୀୟ ଢାଞ୍ଚା ଥିଲା ବୋଲି ୪ଜଣ ଭାରତୀୟ ମହିଳାଙ୍କୁ ମାଡ ମାରିଲେ ଜଣେ ଆମେରିକୀୟ ମହିଳା । ଏହି ଘଟଣା ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଆଲୋଡନ ସୃଷ୍ଟି…
Read More...

ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ : ଗତକାଲି କେଜ୍ରିୱାଲଙ୍କ ବାସଭବନରେ ହୋଇଥିବା ବୈଠକରେ ଯୋଗ ଦେଇଥିଲେ ୫୩…

କନକ ବ୍ୟୁରୋ : ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଗତକାଲି କେଜ୍ରିୱାଲଙ୍କ ବାସଭବନରେ ଆୟୋଜିତ ହୋଇଥିଲା ବୈଠକ । ଏହି ବୈଠକରେ ସାମିଲ ହୋଇଥିଲେ ୫୩ ଜଣ ବିଧାୟକ । ତେବେ ରାଜଧାନୀ ଦିଲ୍ଲୀରେ ‘ଅପରେସନ ଲୋଟସ’ ନେଇ ରାଜନୈତିକ ହଟଚମଟ ଜାରି ରହିଛି । ଏହି ଲୋଟସ୍ ଅପରେସନ୍ ଫେଲ…
Read More...

ଦେଶରେ ଅକ୍ଟୋବରରୁ ଆରମ୍ଭ ହେବ ୫-ଜି ସେବା : ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କନକ ବ୍ୟୁରୋ : ଦେଶରେ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରି କହିଛନ୍ତି, ଏହା ପରେ ଧିରେ ଧିରେ ଅନ୍ୟ ଛୋଟ ବଡ ସହରକୁ ଏହି ସେବା ବିସ୍ତାର କରାଯିବ । ଆସନ୍ତା ୨ରୁ ୩ ବର୍ଷ ଭିତରେ ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହେବ ବୋଲି…
Read More...