Browsing Category

ଦେଶ ବିଦେଶ

କଂଗ୍ରେସକୁ ବଡ଼ ଝଟକା । ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କୁ କଲେ…

କନକ ବ୍ୟୁରୋ: ଗୁଲାମ ନବୀ ଆଜାଦଙ୍କ ଇସ୍ତଫା କଂଗ୍ରେସରେ ବଡ କମ୍ପନ ଆଣିଛି । ବଡ଼ କଥା ହେଉଛି, ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫା ପତ୍ରରେ, ଦଳରୁ ଦୂରେଇ ଯିବା ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । ଏପରିକି ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତି ପଛରେ ସୁରକ୍ଷାକର୍ମୀ ଓ…
Read More...

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା, ବିଧାୟକ ପଦକୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ ଆୟୋଗ

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଲେଖାଯାଇଛି କି ସୋରେନ ନିର୍ବାଚନ ମାନଦଣ୍ଡ ଉଲଙ୍ଘନ କରିଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ ହେବା ଆବଶ୍ୟକ ।…
Read More...

ସୋନିଆଙ୍କୁ ପ୍ରଶଂସା, ରାହୁଲଙ୍କୁ ଶାଣିତ ଆକ୍ରମଣ, ଇସ୍ତଫା ପତ୍ରରେ ଖୋଲିଲେ ଦଳ ବିପର୍ଯ୍ୟୟର କାରଣ

କନକ ବ୍ୟୁରୋ : କଂଗ୍ରେସରୁ ନିଜକୁ ଆଜାଦ କରିଛନ୍ତି ଦଳର ବରିଷ୍ଠ ନେତା ଗୁଲାମନବୀ । ଦଳ ସହ ନିଜର ୫୦ ବର୍ଷର ସଂପର୍କ ଛିନ୍ନ କରିଛନ୍ତି ଜାମ୍ମୁ-କାଶ୍ମୀରର ଏହି ବରିଷ୍ଠ ନେତା । ନିଜର ଇସ୍ତଫା ପତ୍ରରେ ଗୁଲାମନବୀ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେବା ସହ ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ…
Read More...

ନିଜ ଜନ୍ମଭୂମୀ ହିସାରରେ ହେଲା ସୋନାଲୀଙ୍କ ଅନ୍ତିମ ସଂସ୍କାର । କୁନି ଝିଅ ଦେଲା ମୁଖାଗ୍ନୀ

କନକ ବ୍ୟୁରୋ : ହରିଆଣା ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲୀ ଫୋଗଟଙ୍କ ଶେଷକୃତ୍ୟ ତାଙ୍କ ନିଜ ଜନ୍ମଭୂମୀ ହିସାର ଠାରେ କରାଯାଇଛି । ତାଙ୍କ ମରଶୀରରେ ମୁଖାଗ୍ନୀ ଦେଇଛନ୍ତି ସୋନାଲୀଙ୍କ କୁନିଝିଅ ଯଶୋଧାରା । ଏହି କ୍ରମରେ ଶବାଧାରରେ ଯାଇଥିବା ହଜାର ହଜାର ଲୋକ ସୋନାଲୀ ଅମର ରହେ ଓ ତାଙ୍କ…
Read More...

୨ଟି ବଲରେ ୩ଟି ୱିକେଟ, ତାହା ବି ହ୍ୟାଟ୍ରିକ । ଦମଦାର ପ୍ରଦର୍ଶନ ବଳରେ ଶାହାରୁଖଙ୍କ ଟିମକୁ ଜିତାଇଲେ ଗୀତିକା ।

କନକ ବ୍ୟୁରୋ : ୨ଟି ବଲରେ ୩ଟି ୱିକେଟ । ଆଉ ତାହା ବି ପୁଣି ହ୍ୟାଟ୍ରିକ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ । କ୍ରିକେଟରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି । ଆମେରିକାର ୧୮ ବର୍ଷୀୟ ଗୀତିକା କୋଡଲି ଏଭଳି ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ୱେଷ୍ଟଇଣ୍ଡିଜରେ…
Read More...

ଜମ୍ମୁକାଶ୍ମୀରରେ କଂଗ୍ରେସକୁ ବଡ ଝଟକା। ଗୁଲାମଙ୍କ ସମର୍ଥନରେ ୫ ପୂର୍ବତନ ବିଧାୟକଙ୍କ ଇସ୍ତଫା।

କନକ ବ୍ୟୁରୋ : ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ଜମ୍ମକଶ୍ମୀରରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଦଳର ୫ ପୂର୍ବତନ ବିଧାୟକ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏମାନେ କଂଗ୍ରେସ ଟିକଟରେ ବିଜୟୀ…
Read More...

ଏମିତି ବି ହୁଏ ପ୍ରେମ… ୭୦ ବର୍ଷର ପ୍ରେମିକାକୁ ୩୭ ବର୍ଷର ପ୍ରେମିକଙ୍କ ନିଆରା ପ୍ରେମ କାହାଣୀ । 

କନକ ବ୍ୟୁରୋ: ହୁଏତ କେବେ ଶୁଣିନଥିବେ ଏପରି ପ୍ରେମ କାହାଣୀ  । ଜନ୍ମର କିଛି ମାତ୍ର କିଛି ବର୍ଷ ପରେ ପ୍ରେମ ଆଉ ଟିକେ ହେତୁ ପାଇବା ବେଳକୁ ପ୍ରେମକୁ ପାଖରେ ପାଇବାର ଇଚ୍ଛା । ପାକିସ୍ତାନରୁ ସାମନାକୁ ଆସିଛି ଏଭଳି ଏକ ପ୍ରେମ କାହାଣୀ ଯାହାକୁ ସହଜେ ଗ୍ରହଣ କରିନହେଲେ ବି ଏହା ସତ ।…
Read More...

ପାର୍ଟିରେ ଜୋରଜବରଦସ୍ତି ସୋନାଲିଙ୍କୁ ପିଆଯାଇଥିଲା କିଛି ପଦାର୍ଥ । ୨ ଘଣ୍ଟା ଧରି ଶୌଚାଳୟରେ ରଖାଯାଇଥିଲା, ସିସିଟିଭି…

କନକ ବ୍ୟୁରୋ : ବିଜେପି ନେତ୍ରୀ ସୋନାଲି ଫୋଗଡଙ୍କ ମୃତ୍ୟୁର ବଡ ଖୁଲାସା । ଗୋଆ ପୋଲିସ ଯେଉଁ ତଥ୍ୟ ସାମ୍ନାକୁ ଆଣିଛି ତାହା ସମସ୍ତଙ୍କୁ ଚକିତ କରିଦେବ । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଗୋଆ ପୋଲିସ ହାତରେ ଲାଗିଛି ବଡ ତଥ୍ୟ । ସୋନାଲି ଫୋଗଡଙ୍କୁ ପାର୍ଟିରେ ଜୋରଜବରଦସ୍ତି…
Read More...

କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମନବୀଙ୍କ ବଡ ଘୋଷଣା । ଜମ୍ମୁ-କାଶ୍ମୀର ଫେରିବି, ନିଜର ନୂଆ ଦଳ ଗଢିବି ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ବଡ ଘୋଷଣା କରିଛନ୍ତି । ଗୁଲାମନବୀ କହିଛନ୍ତି, ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି । ଏହାସହ ବିଜେପିରେ ସାମିଲ ହେବା…
Read More...

ଆପ୍ ବିଧାୟକ ସୋମନାଥ ଭାରତୀଙ୍କ ଦାବି: ‘ମୋତେ ହନିଟ୍ରାପରେ ଫଶାଇବାକୁ ଚେଷ୍ଟା ହେଉଛି’

କନକ ବ୍ୟୁରୋ: ଆପ ବିଧାୟକ ସୋମନାଥ ଭାରତୀଙ୍କ ବଡ ଦାବି, ଯାହା ଏବେ ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ତାଙ୍କୁ ବାରମ୍ବାର ହନିଟ୍ରାପରେ ଫଶାଇ କରାଯାଇ ଦଳରୁ ଦୂରେଇନେବାକୁ ଚେଷ୍ଟା କରାଯାଉଛି । ତେଣୁ ଏହି ଘଟଣାର ଯଥାଶୀଘ୍ର ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ…
Read More...