Browsing Category

ଦେଶ ବିଦେଶ

ଆମେରିକାରେ ଆଖିବୁଜା ଗୁଳିମାଡ: ପୋଲିସ ଅଧିକାରୀଙ୍କ ସମେତ ୫ ମୃତ, ଅନେକ ଗୁରୁତର

କନକ ବ୍ୟୁରୋ: ଉତ୍ତର ଆମେରିକାର କ୍ୟାରୋଲିନାରେ ଆତଙ୍କ । ନାବାଳକର ଆଖିବୁଜା ଗୁଳିମାଡରେ ପୋଲିସ ଅଧିକାରୀଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ସ୍ଥାନୀୟ ଇଲାକାକୁ ସିଲ କରି ଯାଞ୍ଚ ଚଳାଇଛି ପୋଲିସ । ଆକ୍ରମଣକାରୀର ବୟସ ୧୩ରୁ ୧୬ ବର୍ଷ ମଧ୍ୟରେ ହେବ । ଅଭିଯୁକ୍ତକୁ ଗିରଫ କରାଯାଇଥିବା…
Read More...

ମସ୍କୋରୁ ଆସୁଥିବା ବିମାନରେ ବୋମା ଆତଙ୍କ, ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ

କନକ ବ୍ୟୁରୋ: ମସ୍କୋରୁ ଦିଲ୍ଲୀ ଆସୁଥିବା ଏକ ବିମାନ ନଂ ଏୟୁ-୨୩ରେ ବୋମା ଥିବାର ସୂଚନା ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । ଫଳରେ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ବୋମା ନିରୋଧକ ଟିମ୍ ଓ ଉଦ୍ଧାରକାରୀ ଟିମର…
Read More...

ଜାତିସଂଘରେ ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ: ଭୋଟିଂରୁ ଦୂରେଇ ରହିଲା ଭାରତ

କନକ ବ୍ୟୁରୋ: ଜାତିସଂଘର ଜରୁରୀ ସ୍ୱତନ୍ତ୍ର ଅଧିବେଶନରେ ରୁଷ୍‌ ବିରୋଧରେ ବୁଧବାର ଦିନ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ୟୁକ୍ରେନର ୪ ଅଞ୍ଚଳକୁ ରୁଷ୍‌ ଦଖଲ କରିବାକୁ ବିରୋଧ କରି ଅଣାଯାଇଥିବା ନିନ୍ଦା ପ୍ରସ୍ତାବକୁ ୧୪୩ଟି ରାଷ୍ଟ୍ର ସମର୍ଥନ କରି ଭୋଟ୍‌ ଦେଇଥିଲେ। କେବଳ ୪ଟି ରାଷ୍ଟ୍ର…
Read More...

ଗ୍ରାହକଙ୍କ ଠାରୁ ଋଣ ଅସୁଲ କରିପାରିଲେନି, ଆତ୍ମହତ୍ୟା କଲେ ବ୍ୟାଙ୍କ ମ୍ୟାନେଜର ।

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ କାକିନାଡା ଜିଲ୍ଲା ୟନମ୍ ପଡାବଲା ଗଳିରେ ରହୁଥିବା ୟୁକୋ ବ୍ୟାଙ୍କ ମ୍ୟାନେଜର ସାଇ ରତ୍ନ ଶ୍ରୀକାନ୍ତ ଆତ୍ମହତ୍ୟା କରିଛନ୍ତି । ଶ୍ରୀକାନ୍ତ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ଭଡା ଘରେ ଖୁସିରେ ରହୁଥିଲେ । ହେଲେ କାଳ ହେଲା ଗ୍ରାହକଙ୍କୁ ଋଣ ଦେବା । ଶ୍ରୀକାନ୍ତ…
Read More...

ଟିମ୍ ଇଣ୍ଡିଆକୁ ପାକିସ୍ତାନର ପୂର୍ବତନ ଖେଳାଳୀଙ୍କ ଚେତାବନୀ: ଅଷ୍ଟ୍ରେଲିଆରେ ସଂଘର୍ଷ କରିପାରେ ରୋହିତ ବାହିନୀ

କନକ ବ୍ୟୁରୋ : ଭାରତର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭକୁ ଆଉ ମାତ୍ର ୧୦ ଦିନରୁ କମ ସମୟ ରହିଛି । ଅଷ୍ଟ୍ରେଲିଆରେ ପହଞ୍ଚି ଟିମ୍ ଅଭ୍ୟାସ ଆରମ୍ଭ କରିଛି । ପ୍ରଥମ ୨ଟି ଅନଅଫିସିଆଲ ଅଭ୍ୟାସ ମ୍ୟାଚରେ ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି । ତେବେ…
Read More...

ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ହିମାଚଳରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ । ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରେଳମନ୍ତ୍ରୀ…
Read More...

ଚୀନରେ ମାଓ ଜେଡୋଙ୍ଗ ଯୁଗର ହେବ କି ପୁନରାବୃତି, ସି ଜିନପିଙ୍ଗଙ୍କୁ ପୁଣି ରାଷ୍ଟ୍ରପତି କରିବାକୁ ଚୀନ କମ୍ୟୁନିଷ୍ଟ…

କନକ ବ୍ୟୁରୋ : ଚୀନ୍ କମ୍ୟୁନିଷ୍ଟ ପାର୍ଟି ଏହାର ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ଯୁଗର ପୁନରାବୃତି କରିବାକୁ ଯାଉଛି । ଆମେରିକା ଓ ପାଶ୍ଚାତ୍ୟ ଦେଶର ଚାପ ମଧ୍ୟରେ ସି ଜିନପିଙ୍ଗଙ୍କୁ ରାଷ୍ଟ୍ରପତି ଭାବରେ ଚୟନ କରିବାକୁ ଚୀନ କମ୍ୟୁନିଷ୍ଟ ପାର୍ଟି ନିଷ୍ପତି ନେଇଛି । ବୁଧବାର ଏ ନେଇ ବେଜିଂରେ…
Read More...

ପୁଣି ବିବାଦରେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ, ହିନ୍ଦୁ ବିରୋଧୀ ବିଜ୍ଞାପନ କରିଥିବା ନେଇ ଆସିଲା ଅଭିଯୋଗ

କନକ ବ୍ୟୁରୋ : ପୁଣି ବିବାଦରେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍ । ବିଜ୍ଞାପନକୁ ବିବାଦରେ ଛନ୍ଦି ହୋଇଛନ୍ତି ଆମୀର । ଘରୋଇ ବ୍ୟାଙ୍କର ବିଜ୍ଞାପନରେ ଘର ଜ୍ୱାଇଁ ଭାବେ ନଜର ଆସିଥିଲେ ଆମିର । ବିଜ୍ଞାପନରେ ଆମୀର- କିଆରା ନବବିବାହିତ ଦମ୍ପତି ଭାବେ ନଜର ଆସିଛନ୍ତି । ବିବାହ ପରେ କନ୍ୟାଙ୍କ ଗୃହ…
Read More...

ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ବିବାଦ ଭିତରେ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି,  କହିଲେ, କିଛି ବଡ଼ କରିବାକୁ…

କନକ ବ୍ୟୁରୋ : ବିସିସିଆଇ ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରୋଜର ବିନ୍ନିଙ୍କ ନାଁ ସବୁଠାରୁ ଆଗରେ ରହିଛି । ତେବେ ଏସବୁ ଚର୍ଚ୍ଚା ଭିତରେ ପ୍ରଥମଥର ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ଗାଙ୍ଗୁଲି ମଧ୍ୟ…
Read More...

ବହୁଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ମାମଲା, ବୃହତ ଖଣ୍ଡପୀଠରେ ହେବ ଶୁଣାଣି

କନକ ବ୍ୟୁରୋ : ସ୍କୁଲ ଓ କଲେଜରେ ହିଜାବ ପିନ୍ଧିବାର ଅଧିକାର ମିଳିବା ଦରକାର ନା ନାହିଁ । କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ଉପରେ ନିଷ୍ପତି ଏବେ ସୁପ୍ରିମକୋର୍ଟର ବୃହତ ଖଣ୍ଡପୀଠ ନେବେ । ଦୁଇ ଜଣିଆ ଖଣ୍ଡପୀଠ ହିଜାବ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଅଲଗା ଅଲଗା ରାୟ ଦେଇଥିଲେ । ଯେଉଁ…
Read More...