Browsing Category

ଦେଶ ବିଦେଶ

ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର: ଚାଲିଗଲା ୯ ଜୀବନ, ୧୦ରୁ ଅଧିକ ଆହତ

କନକ ବ୍ୟୁରୋ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର କହିବା ମୁତାବକ, ଶନିବାର ପାଖାପାଖି ରାତି ୧୧ଟା ସମୟରେ ଧର୍ମସ୍ଥଳ, ସୁବ୍ରମଣ୍ୟା, ହସନ୍ମା ମନ୍ଦିରରୁ ଦର୍ଶନ ସାରି ଫେରୁଥିବାବେଳେ ଅଟୋକୁ…
Read More...

ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଭାଗ ନେବେ ୧୬ ଦେଶ, ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ…

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ କ୍ରିିକେଟ ଦୁନିଆର ସବୁଠୁ ଆକର୍ଷଣୀୟ ଆଇସିସି ଟି-୨୦ ବିଶ୍ୱକପ୍ । ଟି୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ପାଇଁ ଉତ୍ସବ ମୁଖର ସାରା ବିଶ୍ୱ । ମୋଟ ୧୬ ଟି ଦେଶକୁ ନେଇ ଆୟୋଜିତ ଏହି ବିଶ୍ୱକପ ଅଷ୍ଟ୍ରେଲିଆର ୭ ଟି ଷ୍ଟାଡିୟମରେ ଖେଳ ହେବ । ଆଜିଠୁ ପ୍ରଥମ ରାଉଣ୍ଡ…
Read More...

ହିମାଚଳପ୍ରଦେଶରେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ, କଂଗ୍ରେସର କାମ କେବଳ ଆଉ କେବଳ ନିଆଁ ଲଗାଇବା

କନକ ବ୍ୟୁରୋ : ହିମାଚଳପ୍ରଦେଶରେ ଗୃହମନ୍ତ୍ରୀ ଅମିତ ଶାହା ଜନସଭାକୁ ସମ୍ବୋଧିତ କରିଛନ୍ତି । ସିରମୋରରେ ଆୟୋଜିତ ରାଲିରେ ଯୋଗ ଦେଇ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଶାହା । ୫୫ବର୍ଷ ଧରି ହିମାଚଳର ଜନଜାତି ହାଟି ସମୁଦାୟ ଉପରେ ଅତ୍ୟାଚାର ଓ ଅନ୍ୟାୟ କରିଛି କଂଗ୍ରେସ । ତେବେ ବିଜେପି…
Read More...

ପୁଣି ନାଟୋକୁ ପରମାଣୁ ଧମକ ଦେଲେ ପୁଟିନ । ଜି-୭ ରାଷ୍ଟ୍ର କହିଲେ ପରବର୍ତ୍ତୀ ସ୍ଥିତି ଘାତକ ହେବାକୁ ଯାଉଛି

କନକ ବ୍ୟୁରୋ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ନାଟୋକୁ ଚେତାବନୀ ଦେଇଛନ୍ତି । ପୁଟିନ କହିଛନ୍ତି ଯେ ରୁଷ୍ ସହ ନାଟୋର କୌଣସି ସିଧାସଳଖ ଯୁଦ୍ଧ କିମ୍ବା ମୁହାଁମୁହିଁ ପରିସ୍ଥିତି ହେଲେ, ଏହା ବିଶ୍ୱ ପାଇଁ ବଡ଼ ବିପର୍ଯ୍ୟୟ ଆଣିବ…
Read More...

ବଢିପାରେ ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କ ଶକ୍ତି । ଜିନପିଙ୍ଗଙ୍କ ହାତରେ ଶାସନ ଡୋରି ଆସିଲେ ବଢିବ ଭାରତ ଚିନ୍ତା

କନକ ବ୍ୟୁରୋ : ବଢିବ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଶକ୍ତି । ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହୋଇପାରନ୍ତି ସି ଜିନପିଙ୍ଗ୍ । ରବିବାରଠୁ ରାଜଧାନୀ ବେଜିଂରେ ଆରମ୍ଭ ହେବ ଚିନ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ । ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ହେବାକୁ ଥିବା…
Read More...

ଭାରତ ଯୋଡର ୧୦୦୦ କିଲୋମିଟର ଯାତ୍ରା ପୂରା । ମଂଚରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : କର୍ଣ୍ଣାଟକରେ ଶନିବାର ମେଗା ଶୋ କରିଛି କଂଗ୍ରେସ । ଭାରତ ଯୋଡ ଯାତ୍ରା ଚାଲିଛି ଓ ଶନିବାର ଏହା ୧୦୦୦କିଲୋମିଟର ଯାତ୍ରା ପୂରା କରିଛି ଓ ଯାତ୍ରାକୁ ୩୮ଦିନ ପୂରିଛି । ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବେଲ୍ଲାରୀରେ ଏକ ବିଶାଳ ଜନସଭା କରିଛନ୍ତି । ଜନସଭାକୁ ସମ୍ବୋଧିତ…
Read More...

ପୁଣି ଅଶାନ୍ତ ହେଲା କାଶ୍ମୀର । ସରକାରଙ୍କ ବିରୋଧରେ ତେଜିଲା ଆକ୍ରୋଶ

କନକ ବ୍ୟୁରୋ : କିଛି ଦିନ ନ ଯାଉଣୁ ପୁଣି କଶ୍ମୀରପଣ୍ଡିତଙ୍କୁ ଟାର୍ଗେଟ କରି ତାଣ୍ଡବ କରିଛନ୍ତି ଆତଙ୍କବାଦୀ ।  ଶୁକ୍ରବାର ଦକ୍ଷିଣ କଶ୍ମୀରର ଶୋପିଆନର ଚୌନ୍ଦରିଗୁଣ୍ଡରେ ଜଣେ କଶ୍ମୀରପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପୁରଣ କୃଷ୍ଣ ଭଟ୍ଟ ।…
Read More...

ବିଶ୍ୱ କ୍ଷୁଧା ସୂଚୀରୁ ଆସିଲା ଏଭଳି ତଥ୍ୟ । ଗତ ବର୍ଷ ଅପେକ୍ଷା ଆହୁରି ତଳକୁ ଖସିଲା ଭାରତ

କନକ ବ୍ୟୁରୋ : ଦେଶରେ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ଚଳିତବର୍ଷ ରିପୋର୍ଟ ଭାରତ ପାଇଁ ଚିନ୍ତା ବଢାଇଛି । ୧୨୧ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭ରେ ରହିଛି । ଏହି ତାଲିକାରେ ଯୁଦ୍ଧ ପ୍ରପୀଡିତ ସମ୍ମୁଖୀନ ଆଫଗାନିସ୍ତାନକୁ ଛାଡିବା ପରେ ପ୍ରାୟ ଦକ୍ଷିଣ…
Read More...

ବିଶ୍ୱର ବିପଦଜ୍ଜନକ ଦେଶ ଭିତରେ ପାକିସ୍ତାନ ଅନ୍ୟତମ । ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ଦୁନିଆ ପାଇଁ ଆଣିପାରେ…

କନକ ବ୍ୟୁରୋ : ବର୍ତମାନ ଏଭଳି କିିଛି ଶଦ୍ଧ ସହ ଆତଙ୍କବାଦୀଙ୍କ ଗଡ କୁହାଯାଉଥିବା ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପାକିସ୍ତାନକୁ ଏଥରକ କୌଣସି ଆତଙ୍କୀ ଆକ୍ରମଣ ପାଇଁକି ନୁହେଁ ବଂର ଆଣବିକ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ବାଇଡେନ ସିଧାସଳଖ ଟାର୍ଗେଟ…
Read More...

ଭାରତୀୟ ଡାକ୍ତରଙ୍କ ବଡ ଆବିଷ୍କାର, ଏବେ ୧ ଟଙ୍କାରେ ବି ହୋଇପାରିବ ସ୍ତନ କର୍କଟ ଚିକିତ୍ସା

କନକ ବ୍ୟୁରୋ : ଦେଶରେ ଲାଗତର ଭାବେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ରୋଗର ଅଧିକ ମାମଲା ଶେଷ ପର୍ଯ୍ୟାୟରେ ଚିହ୍ନଟ ହୋଇଥାଏ । କିଛି କ୍ଷେତ୍ରରେ ବି ଦୁର୍ବଳ ଅର୍ଥିକ ସ୍ଥିତି କାରଣରୁ ରୋଗୀମାନେ ଏହି ରୋଗର ଚିକିତ୍ସା କରିପାରି ନଥାନ୍ତି । ଫଳରେ ରୋଗୀର ସୁନିଶ୍ଚିତ…
Read More...