Browsing Category

ଦେଶ ବିଦେଶ

କାହିଁକି ଦୁର୍ଘଟଣାର ଶିକାର ‘ସେନା’ର ଶକ୍ତିଶାଳୀ ହେଲିକପ୍ଟର ଓ ବିମାନ, କଣ କହୁଛନ୍ତି ବିଶେଷଜ୍ଞ

କନକ ବ୍ୟୁରୋ : ୨୦୨୨ ଅକ୍ଟୋବର ୧୨, ମିଗ୍ ୨୯-କେ ଗୋଆରେ ଦୁର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ ସମୁଦ୍ରକୁ ଡେଇଁ ଜୀବନ ରକ୍ଷା କରିଥିଲେ । •    ୨୦୨୨ ଅକ୍ଟୋବର ୫ରେ ଅରୁଣାଚଳପ୍ରଦେଶରେ ତବାଙ୍ଗରେ ଚିତା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ସେନାଧିକାରୀ ସହିଦ ଓ…
Read More...

କେରଳରେ ଚାଞ୍ଚଲ୍ୟ, ଦୁଇ ମହିଳାଙ୍କୁ ଗଳାକାଟି ହତ୍ୟା

କନକ ବ୍ୟୁରୋ : ଘରେ ଧନ-ସମ୍ପତି ବୃଦ୍ଧି ପାଇଁ ଟପିଗଲେ ସବୁ ସୀମା । ଦେଲେ ଦୁଇ ମହିଳାଙ୍କ ନରବଳି । କେରଳର ପଥନମଥିତ ଜିଲ୍ଲାର ତିରୁଭଲ୍ଲାରୁ ଆସିଛି ଏମିତି ଏକ ଛାତିଥରା ଘଟଣା । ଏଭଳି ଏକ ଚରମ ହତ୍ୟାକାଣ୍ଡ ଭିଆଇଛନ୍ତି ଏକ ଦମ୍ପତି । ହତ୍ୟା ପଛର ମାଷ୍ଟର ମାଇଣ୍ଡ ହେଉଛି ରଶିଦ୍ ଓରଫ ମହମ୍ମଦ…
Read More...

ପୁଟିନଙ୍କ ‘ପରମାଣୁ’ ଧମକ ପରେ ବାଇଡେନଙ୍କ ପ୍ରତିକ୍ରିୟା । ଜାଣନ୍ତୁ କଣ ଗେମ୍ ପ୍ଲାନ ପ୍ରସ୍ତୁତ କରିଛନ୍ତି ଆମେରିକା…

କନକ ବ୍ୟୁରୋ :  ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧ ଭିତରେ ‘ପରମାଣୁ’ ଆକ୍ରମଣ ସମଗ୍ର ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ପୁଟିନଙ୍କ ଦ୍ୱାରା ବାରମ୍ବାର ପରମାଣୁ ଧମକ ଓ ୟୁକ୍ରେନ୍ ଉପରେ ମିଜାଇଲ ଆକ୍ରମଣକୁ ଗୁରୁତ୍ୱର ସହ ନେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବେ ବଡ଼ ବୟାନ ଦେଇଛନ୍ତି ।…
Read More...

ଆଇସିସି ଟୁର୍ଣ୍ଣାମେଣ୍ଟରେ ଡରୁଆ ଭଳି ଖେଳେ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ ପୂର୍ବରୁ ଇଏ କଣ କହିଗଲେ ଇଂଲଣ୍ଡର…

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ବିଶ୍ୱକପରେ ବାଜିମାତ କରିବାକୁ ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଏପରିକି ପ୍ରଥମ ଅଭ୍ୟାସ ମ୍ୟାଚରେ ମଧ୍ୟ ବିଜୟୀ ହୋଇଛି ଭାରତ । ଆସନ୍ତା ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍…
Read More...

ଯଦି ପୁଟିନ ପକାଇବେ ପରମାଣୁ ବୋମା …… ତେବେ ଜାଣନ୍ତୁ କଣ କରିବାକୁ ଯୋଜନା କରିଛନ୍ତି ବାଇଡେନ

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ସେହି ସ୍ଥିତିରେ ପହଂଚିସାରିଛି ଯେଉଁଠି କି ପରମାଣୁ ବୋମା ଆକ୍ରମଣ କରିବା ଭଳି ଧମକ ଦେବା ଆରମ୍ଭ ହୋଇଯାଇଛି । ସେପଟେ କ୍ରିମିୟା ବ୍ରିଜ ଆକ୍ରମଣ ପରେ ଋଷ ତରଫରୁ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରାଯାଇଛି । ୟୁକ୍ରେନର କ୍ୱିବ୍,…
Read More...

ରେଳ କର୍ମଚାରୀଙ୍କ କେନ୍ଦ୍ର ସରକାରଙ୍କ ଦିପାବଳୀ ଉପହାର, ଜାଣନ୍ତୁ କେତେ ମିଳିବ ବୋନସ

କନକ ବ୍ୟୁରୋ : ଦିପାବଳୀ ଉପଲକ୍ଷେ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ବଡ ଉପହାର ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ଦେବାକୁ ଯାଉଛନ୍ତି । ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ମୋଟ ୧୮୩୨.୦୯ କୋଟି ଟଙ୍କାର ବୋନସ ଦେବେ । ଗତବର୍ଷ…
Read More...

ହାତ ଲଗେଇବା ମାତ୍ରେ ତଳକୁ ଖସିପଡିଲା ଆଖି, ମେଡିକାଲରେ ପହଂଚିବା ପରେ ଜଣା ପଡିଲା ହୋଇଛି ଆଖି ଚୋରି

କନକ ବ୍ୟୁରୋ : ଝାଡଖଣ୍ଡ ଜାମସେଦପୁରରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଏଠାରେ ଜଣେ ବୟସ୍କ ବ୍ୟକ୍ତି ନିଜ ଆଖିକୁ ହାତରେ ଧରି ମେଡିକାଲରେ ପହଂଚିଥିଲେ । ସେ ଡାକ୍ତରଙ୍କୁ କହିଥିଲେ ଅପରେସନ ସମୟରେ ଡାକ୍ତର ତାଙ୍କର ଅସଲି ଆଖି ଖୋଳି ନେଇ ଏକ ଖେଳନା ଆଖି ଲଗାଇ ଦେଇଛନ୍ତି । ଏହି ଘଟଣା…
Read More...

କେରଳରେ ନରବଳୀ : ଧନୀ ହେବା ପାଇଁ ୨ ମହିଳାଙ୍କୁ ବଳି ଦିଆଯାଇଥିବା ଅଭିଯୋଗ; ଦମ୍ପତି ସମେତ ୩ଜଣ ଗିରଫ

କନକ ବ୍ୟୁରୋ : କେରଳରେ ନରବଳୀ । ଧନୀ ହେବା ପାଇଁ ୨ ମହିଳାଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଖବର ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ଦମ୍ପତି ସମେତ ୩ଜଣଙ୍କୁ ଗିରଫ କରାଯାଇଛି । ୨ଜଣ ମହିଳାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ…
Read More...

ଋଷ-ୟୁକ୍ରେନ୍ ଯୁଦ୍ଧ : ପୁଟିନଙ୍କ ପାଇଁ ବାଇଡ଼େନଙ୍କ ପ୍ଲାନ୍; କହିଲେ, ୠଷର ପରମାଣୁ ଆକ୍ରମଣ ପାଇଁ ଆମେରିକା କରିଛି…

କନକ ବ୍ୟୁରୋ : ଭୟଙ୍କର ରୂପ ଧାରଣ କରିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନ୍ ଆକାଶରୁ ହେଉଛି ଅଗ୍ନିବର୍ଷା । ଋଷିଆ ସେନା ୟୁକ୍ରେନଠାରୁ ପରାସ୍ତ ହେବା ପରଠାରୁ ପରମାଣୁ ଆକ୍ରମଣ ନେଇ ପ୍ରସ୍ତୁତ ହେଉଛନ୍ତି । ତେବେ ଏହି ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପୁଟିନଙ୍କ ପାଇଁ ଜୋ -ବାଇଡ଼େନଙ୍କ ପ୍ଲାନ ।…
Read More...

ଏଲନ ମସ୍କ ବିକୁଛନ୍ତି ପରଫ୍ୟୁମ । ଗୋଟିଏ ଥରରେ ବିକ୍ରି ହେଲା ୧୦ ହଜାର ବୋତଲ, ଜାଣନ୍ତୁ କେତେ ରହିଛି ଦାମ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ ମସ୍କ ଏବେ ଫରଫ୍ୟୁମ୍ ବିକ୍ରେତା ସାଜିଛନ୍ତି । ଏନେଇ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ବ୍ରଣ୍ଟ ହେୟାର ନାମକୁ ଏକ ପରଫ୍ୟୁମ୍ ବ୍ରାଣ୍ଡ ଲଂଚ କରିଛନ୍ତି । ଏନେଇ ସେ ଦାବି କରିଛନ୍ତି କି ଏହି ପରଫ୍ୟୁମ…
Read More...