Browsing Category

ଦେଶ ବିଦେଶ

ଜ୍ଞାନବାପୀ ମାମଲାରେ ବାରଣାସୀ କୋର୍ଟଙ୍କ ବଡ ନିଷ୍ପତ୍ତି, କଥିତ ଶିବଲିଙ୍ଗର ହେବ ନାହିଁ କାର୍ବନ ଡେଟିଂ

କନକ ବ୍ୟୁରୋ : ଜ୍ଞାନବାପୀ ମାମଲାରେ ହିନ୍ଦୁ ପକ୍ଷଙ୍କ ଆବେଦନକୁ ବାରଣାସୀ କୋର୍ଟ ଖାରଜ କରିଦେଇଛନ୍ତି । ଜ୍ଞାନବାପୀ ମସଜିଦ ପରିସରରୁ ମିଳିଥିବା କଥିତ ଶିବଲିଙ୍ଗର କାର୍ବନ ଡେଟିଂ ନେଇ ହିନ୍ଦୁ ପକ୍ଷ ବାରଣାସୀ କୋର୍ଟରେ ଆବେଦନ କରିଥିଲେ । ହେଲେ ଏହି ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି…
Read More...

ଡେରା ପ୍ରମୁଖ ରାମ ରହିମଙ୍କ ଆବେଦନକୁ କୋର୍ଟଙ୍କ ମଞ୍ଜୁରୀ, ପାରୋଲରେ ଯିବେ ୪୦ ଦିନ

କନକ ବ୍ୟୁରୋ : ହରିଆଣାର ସୁନାରିଆ ଜେଲରେ କାରାଦଣ୍ଡ କାଟୁଥିବା ଡେରା ସୌଦା ପ୍ରମୁଖ ରାମ ରହିମ ସିଂଙ୍କ ୪୦ ଦିନିଆ ପରୋଲ ଆବେଦନକୁ କୋର୍ଟ ସ୍ୱିକାର କରିଛନ୍ତି । ଏକ ସୂତ୍ର ସୂଚନା ମୁତାବକ ଏନେଇ ସୂଚନା ମିଳିଛି । କୁହାଯାଉଛି କି, ଆଦମପୁର ବିଧାନସଭା ଉପ ନିର୍ବାଚନର ଠିକ୍ ପୂର୍ବରୁ ତାଙ୍କୁ…
Read More...

ଗୋଟିଏ କି ଦୁଇଟି ନୁହେଁ, ଆଜି ବଲିଉଡରେ ଏକା ସାଂଗରେ ରିଲିଜ ହେଉଛି ୧୦ ଟି ସିନେମା

କନକ ବ୍ୟୁରୋ : ବଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୦ ସିନେମା ଆଜି ରିଲିଜ ହେଉଛି । ଏଥିମଧ୍ୟରେ ଆୟୁଷ୍ମାନ ଖୁରାନାଙ୍କ ଡକ୍ଟର ଜୀ ବ୍ୟତୀତ ପରିଣତି ଚୋପ୍ରାଙ୍କର କୋଡ ନମ୍ବର ତ୍ରିରଙ୍ଗା, ଏହାସହ ବହୁଭାଷୀ ଫିଲ୍ମ କାନ୍ତାରାର ହିନ୍ଦି ଭର୍ସନ ବି ଆଜି ରିଲିଜ ହେଉଛି । ଏହି…
Read More...

କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : କହିଲେ ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ

କନକ ବ୍ୟୁରୋ : ମ୍ୟାରେଜ ରେଜିଷ୍ଟ୍ରେସନ ବା ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ । କେରଳ ମ୍ୟାରେଜ ରେଜିଷ୍ଟ୍ରେସନ ନିୟମ ୨୦୦୮ ଆଧାରରେ ଏହା କହିଛନ୍ତି କେରଳ ହାଇକୋର୍ଟ । ଏକ ଆବେଦନର ବିଚାର କରି କେରଳ ହାଇକୋର୍ଟର ବିଚାରପତି ପି ଭି କୁନହିକ୍ରିଷ୍ଣନ ଏହି ରାୟ…
Read More...

ଟି-୨୦ ବିଶ୍ୱକପ: ଭାରତ-ପାକ ମୁକାବିଲା ପୂର୍ବରୁ ୧୦ ମିନିଟରେ ବିକ୍ରିହେଲା ୯୦ ହଜାର ଟିକେଟ ।

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଆଇସିସି ଟି୨୦ ବିଶ୍ୱକପ ପାଇଁ ୬ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି । ଅକ୍ଟୋବର ୧୬ରୁ ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବାକୁ ଯାଉଛି । ଅକ୍ଟୋବର ୨୨ରୁ ମୁଖ୍ୟ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ୭ଟି ସହରରେ ଖେଳାଯାଉଥିବା ଏହି ମ୍ୟାଚକୁ ନେଇ…
Read More...

ଘୋଷଣା ହୋଇପାରେ ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ। ଅପରାହ୍ମରେ ପ୍ରେସମିଟ କରିବେ ନିର୍ବାଚନ…

କନକ ବ୍ୟୁରୋ: ଗୁଜରାଟ ଏବଂ ହିମାଚଳପ୍ରଦେଶରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ । ନିର୍ବାଚନ ଆୟୋଗ ଅପରାହ୍ଣ ୩ଟାରେ ପ୍ରେସମିଟ କରି ତାରିଖ ଘୋଷଣା କରିପାରନ୍ତି । ତେବେ ଆଶା କରାଯାଉଛି ଡିସେମ୍ବର ମାସରେ ନିର୍ବାଚନ ହେବ । ନିକଟରେ…
Read More...

ଅବକାରୀ ନୀତି ମାମଲା: ଦିଲ୍ଲୀର ୨୫ ସ୍ଥାନରେ ଇଡିର ରେଡ ଜାରି ।

କନକ ବ୍ୟୁରୋ: ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିକୁ ନିର୍ଦ୍ଦାରଣ ଏବଂ କାର୍ଯ୍ୟାନ୍ୱୟନରେ କଥିତ ଦୁର୍ନୀତି ମାମଲାରେ ଇଡି ଶୁକ୍ରବାର ବଡ କାର୍ଯ୍ୟାନୁଷ୍ଠାନ ନେଇଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେସନ ଚଳାଇଛି । ସହରର ଅନେକ ବଡ ବଡ ମଦ…
Read More...

ଜଳିଗଲା ବସ୍: ୧୨ ଶିଶୁଙ୍କ ସହ ୧୮ଜଣ ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ: ପାକିସ୍ତାନ ଜମସୌର ଅଞ୍ଚଳରେ ଏକ ବସରେ ନିଆଁ ଲାଗିବାରୁ ୧୨ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକାରୀ ଓ ଉଦ୍ଧାରକାରୀ ଦଳ ଗୁରୁବାର ଏହି ସୂଚନା ଦେଇଛନ୍ତି । ଏମାନେ ବନ୍ୟା ଶିବିରରୁ ଘରକୁ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ବର୍ତ୍ତମାନେ ଦେଶରେ…
Read More...

‘ସରକାର Zomato ସର୍ଭିସ୍ ଚଳାଉନାହାଁନ୍ତି ଯେ, ତମ ଘରେ ନେଇ ଖାଦ୍ୟ ପହଞ୍ଚାଇବେ’ । ବନ୍ୟା ପୀଡିତଙ୍କୁ ଏପରି କହିଲେ IAS

କନକ ବ୍ୟୁରୋ: ଏବେ ଉତ୍ତରପ୍ରଦେଶର ବିଭନ୍ନ ଇଲାକାରେ ବନ୍ୟାର ପ୍ରକୋପ ଯୋଗୁଁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ହଜାର ହଜାର ଲୋକେ ବନ୍ୟା ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଥିବାବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଏପରି ସ୍ଥଳରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିବାକୁ…
Read More...

ଥମୁନି ପିଟବୁଲ ଆକ୍ରମଣ: ଗାଜିଆବାଦରେ ନାବାଳିକାକୁ ଝୁଣିଦେଲା ପୋଷା ପିଟବୁଲ

କନକ ବ୍ୟୁରୋ: ପିଟବୁଲ ଆତଙ୍କ ଥମିବାର ନାଁ ନେଉନି । ବାରମ୍ବାର ଏହି ଖବର ସାମ୍ନାକୁ ଆସୁଛି । ଏପରି ଆଉ ଏକ ଖବର ଆସିଛି ଦିଲ୍ଲୀ ଗାଜିଆବାଦରୁ । ସୋସାଇଟି ପାର୍କରେ ଖେଳୁଥିବା ଜଣେ ନାବାଳିକାକୁ ପିଟବୁଲ କାମୁଡି ଆହତ କରିଛି । ଫଳରେ ସେଠାରେ ଥିବା ଲୋକଙ୍କ ମନରେ ଛନକା ପଶିଛି । ଏଠାରେ ଥିବା…
Read More...