Browsing Category

ସ୍ପେଶାଲ୍ ରିପୋର୍ଟ

ଟିକଟକ୍ ମାୟାରେ ବାୟା ! ବାରମ୍ବାର ଟିକଟକରେ ଲିପ୍ତ ରହୁଥିବାରୁ ଗାଳି ଦେଲେ ସ୍ୱାମୀ,ଜହର ପିଇ ଅନ୍ତିମ ଭିଡିଓକୁ…

ଆଜିର ସମୟରେ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ଟିକଟକ୍ ମାୟାରେ ବାୟା । ସତ କହିବାକୁ ଗଲେ ଟିକଟକ୍ ପାଇଁ ଲୋକମାନେ ଜୀବନ ଦେବାକୁ ମଧ୍ୟ ପଛାଉନାହାନ୍ତି । ଟିକଟକ୍ ନିଶାରେ କେହି ସାପ ସହ ଖେଳୁଛି ତ ଆଉ କେହି ବନ୍ଧୁକ ଧରି ଟସନ୍ ଦେଖାଉଛି । ତେବେ ଗୁରୁବାର ଟିକଟକ୍ ଭିଡିଓ କରୁଥିବା…
Read More...

କଲିକତା ହାଇକୋର୍ଟଙ୍କ ରାୟ : ମୋଟା ଅଙ୍କର ଦରମା ପାଉଥିବା ପତ୍ନୀ ଦାବି କରିପାରିବେନି ଭରଣପୋଷଣ

କନକ ବ୍ୟୁରୋ : ମୋଟା ଅଙ୍କର ଦରମା ପାଉଥିବା ପତ୍ନୀ, ସେମାନଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଦାବି କରିପାରିବେ ନାହିଁ । କୋଲକାତା ହାଇକୋର୍ଟ ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି । କୋଲକାତାର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ।…
Read More...

ବିଲରେ କାମ କରୁଥିବା ମହିଳାଙ୍କୁ ମାସିକ ଋତୁସ୍ରାବରେ ହେଉଛି ଇନଫେକ୍ସନ୍ ! ମୃତ୍ୟୁର ଭୟ ଦେଖାଇ ଗର୍ଭାଶୟ ବାହାର…

ଗତ କିଛିଦିନ ଧରି ମହାରାଷ୍ଟ୍ରର ଏକ ଗାଁରେ ମହିଳାଙ୍କ ଠାରୁ ଅଧିକ କାମ କରିବା ଦ୍ୱାରା ହୃଦୟ ସହ ଜଡିତ ଥିବା ଏକ ଅମାବନୀୟ ଖବର ସାମ୍ନାକୁ ଆସିଛି । କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିବାହିତ ଏବଂ ସନ୍ତାନ ଥିବା ମହିଳା ମଧ୍ୟ ନିଜ ମାସିକ ଋତୁସ୍ରାବ ସମୟରେ କାମ କରୁଥିଲେ ତେଣୁ…
Read More...

ସହିଦ୍ ଯବାନଙ୍କ ଭଉଣୀ ବିବାହରେ ବନ୍ଧୁ ପୂରଣ କଲେ ଭାଇର ଅନୁପସ୍ଥିତି ! ଭଉଣୀର ବିଦାଇ ସମୟରେ ଫୁଲ ବଦଳରେ ବିଛାଇଦେଲେ…

୨ ବର୍ଷ ତଳେ ଆତଙ୍କବାଦୀଙ୍କ ଗୁଳିବିନିମୟରେ ସହିଦ୍ ହୋଇଥିବା ବିହାର ରୋହତାସ୍ ଅଞ୍ଚଳର ଅଶୋକ ଚକ୍ର ବିଜେତା ବାୟୁସେନାର ଗରୁଡ କମାଣ୍ଡୋ ଜ୍ୟୋତି ପ୍ରକାଶ ନିରାଲାଙ୍କ ଭଉଣୀ ବିବାହରେ ତାଙ୍କ କମାଣ୍ଡୋ ବନ୍ଧୁ ମାନେ ଯେଉଁ ରୀତିନୀତି ଆପଣାଇଛନ୍ତି ତାହା ଏବେ ଉଦାହରଣ ସୃଷ୍ଟି କରିଛି । ସହିଦ୍…
Read More...

ଚିକିତ୍ସା ପାଇଁ ଟଙ୍କା ନଥିବାରୁ ୭ ମାସର ଝିଅକୁ ଜିଅନ୍ତା ମାରିଲା ମା’ ! ଦୁର୍ଗନ୍ଧ ନ ବାହାରିବା ପର୍ଯ୍ୟନ୍ତ ଶବକୁ…

ମଧ୍ୟପ୍ରଦେଶର ଖଣ୍ଡୱା ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ଦାରିଦ୍ର‌୍ୟର କରୁଣ ପରିଣତିର ବିକଳ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଜଣେ ହତଭାଗିନୀ ମା’ ଦାରିଦ୍ର‌୍ୟର କରୁଣ ପରିସ୍ଥିତିକୁ ସହି ନପାରି ନିଜର ୭ ମାସର ଝିଅକୁ ମାରିଦେଇଛି । ପ୍ରକୃତ ଘଟଣା ହେଉଛି ୭ ମାସ ଝିଅଟି…
Read More...

ଚଳନ୍ତା ଟ୍ରେନରେ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇ ଚର୍ଚ୍ଚାରେ ଟିଟି ! ରେଳ ମନ୍ତ୍ରାଳୟ ଏବଂ ସୋସିଆଇ ମିଡିଆରୁ ଛୁଟୁଛି…

ଆପଣ ଏଭଳି ଖବର ଶୁଣିଥିବେ ଯେ ଟ୍ରେନରେ ଯାତାୟତ କରୁଥିବା ସମୟରେ ଟିଟିଆଇ ଟଙ୍କା ନେଇ ସିଟ୍ ବିକ୍ରି କରିଥିବେ କିମ୍ବା ଯାତ୍ରୀଙ୍କୁ ଖରାପ ବ୍ୟବହାର କରିଥିବା ଘଟଣା ଶୁଣିଥିବେ । କିନ୍ତୁ କେହି ଟିଟି ଭଗବାନ ହୋଇ ଯାତ୍ରୀଙ୍କ ପାଇଁ ଆସିଥିବା କଥା କେବେ ଶୁଣିଛନ୍ତି । ଘଟଣାଟି କିଛି ଏଭଳି ।…
Read More...

ପଙ୍କରୁ ପଦ୍ମ : ଇଚ୍ଛା ଆଗରେ ପ୍ରତିବନ୍ଧକ ସାଜିପାରିନି ଅର୍ଥ, ପାଠ ପଢ଼ିବା ପାଇଁ ମଜୁରି ଖଟୁଛି ବଣ୍ଡାଘାଟିର ବଣ୍ଡାଝିଅ

ମେଧା ଆଗରେ ଅର୍ଥ ସାଜି ପାରନାହିଁ ବାଧକ । ଏକଥା ପ୍ରମାଣ କରିଛନ୍ତି ବଣ୍ଡାଘାଟିର ଝିଅ । ଶିକ୍ଷା ଓ ଆଧୁନିକ ସଭ୍ୟତାଠାରୁ ବହୁତ ପଛରେ ବଣ୍ଡାଘାଟି । ଅନ୍ଧାରୀ ମୂଲକ ଭାବେ ପରିଚିତ ଏହି ଅଞ୍ଚଳରେ ଏକ ପ୍ରକାର ଦୁର୍ବିସହ ଜୀବନ ବିତାଉଛନ୍ତି ଆଦିମ ଜନଜାତି ବଣ୍ଡା । ଯଦିଓ କିଛିଟା ସଚେତନତା…
Read More...

ରଜପାନର ବିଶେଷତ୍ୱ କ’ଣ ?

ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା…
Read More...

ଆଜି ପହିଲି ରଜ : ରଜ ପାନ ଓ ପୋଡ଼ପିଠାରେ ମହକୁଛି ଓଡିଶା, ଅଳତା ଓ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଝିଅବୋହୂ

କନକ ବ୍ୟୁରୋ : ଆଜି ପହିଲି ରଜ । ରଜ ଓଡିଆଙ୍କ ନିଜସ୍ୱ ପର୍ବ । ମିଥୁନ ସଂକ୍ରାନ୍ତିକୁ ନେଇ ଏହି ପର୍ବ ଅନୁଷ୍ଠିତ ହୁଏ । ବୃଷ ମାସର ଶେଷ ଦିନ, ମିଥୁନ ମାସର ଆରମ୍ଭ ଓ ତା ପରଦିନ - ଏହି ଦିନରେ ପାଳିତ ହୁଏ ରଜ ପର୍ବ । ଏହି ଦିନ ଗୁଡିକୁ ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ ବୋଲି କୁହାଯାଏ…
Read More...

ଆଜି ପହିଲି ରଜ : ଗାଁଠାରୁ ସହର ସବୁଠି ଉତ୍ସବ ମୁଖର ପରିବେଶ

କନକ ବ୍ୟୁରୋ : ଆଜି ପହିଲି ରଜ । ଗାଁରୁ ସହର, ପଲ୍ଲୀରୁ ଦିଲ୍ଲୀ , ସବୁଠି ଉତ୍ସବର ମାହୋଲ୍ । ପିଲା, ବୁଢା ସମସ୍ତେ ପାଳୁଛନ୍ତି ଏହି ପାରମ୍ପରିକ ପର୍ବ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି । ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର…
Read More...