Browsing Category

ସ୍ପେଶାଲ୍ ରିପୋର୍ଟ

ରଜ ପାଇଁ ଚାଲିଛି ସଜବାଜ । ବାତ୍ୟାରେ ଉପୁଡିପଡିଛି ଗଛ, ‘ଫୋନି’ ପାଇଁ ଫିକା ପଡିବ ଦୋଳି ଖେଳ ।

କନକ ବ୍ୟୁରୋ : କୁଆଁରି ମନରେ ପୁଲକ ଭରି ଆସୁଛି ରଜ । ଆରମ୍ଭ ହୋଇଯାଇଛି ସଜବାଜ । ଉପକଣ୍ଠରୁ ସଂଚରି ଆସିବ ରଜ ଦୋଳି ଗୀତ । ମହକିବ ପୋଡ଼ ପିଠାର ବାସ୍ନା । କୃଷିଭିତ୍ତିକ ଏହି ପର୍ବରେ ସାଙ୍ଗ ସାଥୀଙ୍କ ଗହଣରେ କଟିବ ଦିନ । ପୁଚି, ଦଉଡ଼ି ଡିଆଁ, ଲୁଡୁପାଲି, ତାସ ଖେଳଠୁ ନେଇ କବାଡ଼ି ଖେଳର ଆସର…
Read More...

ସିକ୍ସର କିଙ୍ଗଙ୍କୁ ସବୁଦିନ ମନେ ରଖିବ ବାରବାଟୀ । ଓଡିଶାବାସୀ ଭୁଲିବେନି ଯୁବିଙ୍କ କୀର୍ତ୍ତି ।

କନକ ବ୍ୟୁରୋ : ଶେଷ ହୋଇଛି ଯୁବରାଜଙ୍କ ଯୁଗ । କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି ସିକ୍ସର କିଙ୍ଗ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି ଭାରତର ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ କ୍ରିକେଟ ବିଶ୍ୱକପରେ ବିଜୟର ହିରୋ ଯୁବରାଜ ସିଂହ । ପ୍ରାୟ ୨୦ବର୍ଷ ଧରି କ୍ରକେଟ ସହ ଜଡିତ ଥିଲେ ଏହି…
Read More...

ଏଟିଏମରୁ ଟଙ୍କା ଉଠାଉଛନ୍ତି କି? ତେବେ ମନେ ରଖନ୍ତୁ ୩ରୁ ୭ ଦିନର ନିୟମ, ଆରବିଆଇ ପକ୍ଷରୁ ଜାରି ନିର୍ଦ୍ଦେଶ

ଦେଶରେ ବ୍ୟାଙ୍କିଂ ସୁବିଧାଗୁଡିକ ଦିନ ପ୍ରତିଦିନ ବୃଦ୍ଧି ପାଇବା ସହ ଏନେଇ ନାନା ପ୍ରକାରର ଅପରାଧିକ ମାମଲା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇଛି । ଯାହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ତରଫରୁ ଅନେକ ନିୟମ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସଚେତନତା ଅଭାବରୁ ଲୋକମାନେ ବିଭିନ୍ନ ଠକେଇର ଶିକାର…
Read More...

କଠୁଆ କାଣ୍ଡ : ନିଶା ଦେଇ ବାରମ୍ବାର ୮ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରୁଥିଲେ ଅଭିଯୁକ୍ତ ! ମଇଁଷି ଚରାଇବାକୁ ଯାଇଥିଲା…

ଜାମ୍ମୁ-କାଶ୍ମୀରର କାଠ୍ରୁଆ ଜିଲ୍ଲାରେ ହୀରାନଗର ସବ୍ ଡିଭିଜନର ରସାନା ଗାଁରେ ଆଠ ବର୍ଷର ଝିଅ ସାଙ୍ଗରେ ହୋଇଥିବା ପାଶବିକତା ୨୦୧୮ ଜାନୁଆରୀ ୧୦ ତାରିଖରେ ହୋଇଥିଲା । ମଇଁଷି ଚରାଇବାକୁ ଯାଇଥିବା କୁନି ଝିଅର ପ୍ରଥମେ ଅପହରଣ ଏବଂ ଏହାର ସପ୍ତାହେ ପରେ ଅର୍ଥାତ୍ ଜାନୁଆରୀ ୧୭ ତାରିଖରେ କଠୁଆର ଏକ…
Read More...

ଭୀଷଣ ଗରମ କାରଣରୁ କେରଳ ଏକ୍ସପ୍ରେସରେ ୪ ଜଣ ଯାତ୍ରୀଙ୍କ ଗଲା ଜୀବନ ! ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଭର୍ତ୍ତି…

ଝାନ୍ସୀରେ ନିଜାମୁଦ୍ଦିନ୍ ରୁ ତ୍ରିବେନ୍ଦ୍ରମ ଯାଉଥିବା କେରଳା ଏକ୍ସପ୍ରେସ୍ ଟ୍ରେନରେ ଅତ୍ୟଧିକ ଗରମ ଯୋଗୁଁ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ଆଲୋଡନ ସୃଷ୍ଟି କରିଛି । ସୁଚନାନୁସାରେ , ଆଗ୍ରାର ଗ୍ୱାଲିୟରରେ ଭୀଷଣ ଗରମ କାରଣରୁ ୫ ଜଣ ଯାତ୍ରୀଙ୍କ ଦେହ ଅଚାନକ ଖରାପ ହୋଇଗଲା । ଯେଉଁଥିରେ…
Read More...

ଲୋକଙ୍କୁ ସଚେତନ କରିବାକୁ ପୁଲିସ ବାବୁଙ୍କ ଭିନ୍ନ ପ୍ରୟାସ: ଅପରାଧ ବିଷୟରେ ସୂଚନା ଦେବା ସହ ଜାଗ୍ରତ ରହିବାକୁ ଗୀତ…

ତେଲେଙ୍ଗାନା ଟ୍ରାଫିକ ପୁଲିସର ଜଣେ ଅଧିକାରୀ ଲୋକଙ୍କୁ ସଚେତନ କରିବାକୁ ଏକ ଭିନ୍ନ ପ୍ରୟାସ କରୁଛନ୍ତି | ସୋସିଆଲ ମିଡ଼ିଆର ସବୁ ପ୍ଲାଟଫର୍ମରେ ନିଜେ ଗୀତ ଗାଇ ଅପଲୋଡ଼ କରୁଛନ୍ତି | ସାଧାରଣ ଲୋକଙ୍କୁ ଅପରାଧ ବିଷୟରେ ସୂଚନା ଦେବା ସହ କିଭଳି ସେମାନେ ଜାଗ୍ରତ ରହିପାରିବେ ସେ ନେଇ ଗୀତ ଗାଉଛନ୍ତି…
Read More...

ଥାନାରେ କିନ୍ନରଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ୍ ! ଭିଡିଓ ହେଲା ଭାଇରାଲ୍ , ଦେଖନ୍ତୁ ଭିଡିଓ

ଉତ୍ତରପଦେଶର ମେରଠରେ ଶୁଭେଚ୍ଛା ଜଣାଇ ଟଙ୍କା ନେଣଦେଣକୁ ନେଇ ଦୁଇ କିନ୍ନର୍ ଗୋଷ୍ଠୀଙ୍କ ମଧ୍ୟରେ ସୋମବାର ଗଣ୍ଡଗୋଳ ହେବାପରେ ଉକ୍ତ ସ୍ଥାନରେ ପୋଲିସ୍ ପହଂଚିଥିଲା । ଦୁଇ ପକ୍ଷରୁ ଲାଲକୁର୍ତ୍ତୀ କ୍ଷେତ୍ର ଫୱାରା ଚୌକ ପାଖ ଏକ ଘରେ ଉତ୍ପାତ ମଚାଇଥିଲେ । ତେବେ ଏହି ହଙ୍ଗାମାର ଖବର ପାଇ ପୋଲିସ୍…
Read More...

ଛୁଆର ମୃତ୍ୟୁ ପରେ ଅନ୍ତିମ ସଂସ୍କାର କଲେ ହାତୀ ପଲ, ଭିଡିଓ ଦେଖି ଭାବୁକ ହେଲେ ୟୁଜର୍ସ

ହାତୀ ଛୁଆର ମୃତ୍ୟୁ ହେବା ପରେ ହାତୀଙ୍କ ଅନ୍ତିମ ସଂସ୍କାର କରିବା ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି ମୃତ ହାତୀର ଶିଶୁକୁ ନେଇ ଏକ ହାତୀ ଆଗକୁ ଆଗକୁ ଯାଉଛି ଏବଂ ତା’ ସହିତ ପାଖାପାଖି ୮ଜଣ ହାତୀ ପଛରେ ଆସୁଛନ୍ତି । ଭିଡିଓ ଦେଖି ଭାବୁକ ହେଲେ ୟୁଜର୍ସ…
Read More...

ସାବଧାନ ! ଦୁର୍ଘଟଣାର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କଲେ ହୋଇପାରେ ଜେଲ, ଦେବାକୁ ପଡିପାରେ ଜରିମାନା

ଆଜି କାଲି ଦେଖିବାକୁ ମିଳେ କି କୌଣସି ଦୁର୍ଘଟଣାସ୍ଥଳରେ ଲୋକେ ପିଡୀତଙ୍କର ସହାୟତା କରିବା ପରିବର୍ତ୍ତେ ସେମାନଙ୍କର ଫଟୋ ଏବଂ ଭିଡିଓ ସୁଟ୍ କରିବାରେ ଲାଗିପଡିଥାନ୍ତି । ଯେଉଁ କାରଣରୁ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିକୁ ମେଡିକାଲରେ ଭର୍ତ୍ତି କରିବାରେ ସମସ୍ୟା ହୋଇଥିବା ବେଳେ ଅନେକ ସମୟରେ…
Read More...

ଦଶମ ପରୀକ୍ଷାରେ ଫେଲ୍ ହେବା ଆଶଙ୍କାରେ ଜୀବନ ହାରିଲା ଛାତ୍ର, ପରୀକ୍ଷା ଫଳ ଆସିବା ପରେ ଜଣାପଡିଲା ସେ ପାସ୍

ସିନିୟର ସେକେଣ୍ଡାରୀ ସ୍କୁଲ ପରୀକ୍ଷାର ଫଳାଫଳ ଆସିବା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଛାତ୍ରକୁ ପରୀକ୍ଷାରେ ଫେଲ ହେବା ଡର ଥିଲା । କିନ୍ତୁ ସେ ସବୁ ବିଷୟରେ ପାସ ହୋଇଛନ୍ତି । ପ୍ରଣବ ଗର୍ଗ ନାମକ ଛାତ୍ର ଗଣିତ ଓ ଇଂରାଜୀ ପରୀକ୍ଷାର ଫଳାଫଳକୁ ନେଇ ଚିନ୍ତିତ ଥିଲେ ।…
Read More...