Browsing Category

ସ୍ପେଶାଲ୍ ରିପୋର୍ଟ

ପୁରୁଣା ଟିଭି ବଦଳରେ ମାଗଣାରେ ମିଳୁଛି ଏହି ନୂଆ ସ୍ମାର୍ଟଫୋନ। ୮ ମେଗାପିକ୍ସଲ କ୍ୟାମେରା ସହ ପାଆନ୍ତୁ ଅନେକ ଆକର୍ଷଣୀୟ…

ଭାରତୀୟ ବଜାରରେ ଲାଭା କଂପାନୀ ନିଜର ନୂଆ ବଜେଟ୍ ସ୍ମାର୍ଟଫୋନ Lava Z62 ଲଂଚ କରିଛି । କଂପାନୀ ଏହି ଫୋନର ଦାମ ୬,୦୬୦ ଟଙ୍କା ରଖିଛି । ତେବେ ଫୋନଟିର ଦାମ ଏତେ କମ୍ ହୋଇଥିବା ସତ୍ୱେ ବି ଫୋନରେ ବେଶ୍ ଭଲ ଭଲ ଫିଚର୍ସ ଦିଆଯାଇଛି । ଏହି ଫୋନରେ ୬ ଇଂଚର ଟଚସ୍କ୍ରିନ ଫୁଲ ବ୍ୟୁ ଡିସପ୍ଲେ ରହିଛି ।…
Read More...

ଡାକ୍ତର ହେବ ତ ଏମିତି ! ୨୫ ବର୍ଷ ଧରି ୨୫ ଟଙ୍କା ଫିସରେ ବେସାହାରାଙ୍କୁ ଚିକିତ୍ସା କରି ଅନ୍ୟ ପାଇଁ ପ୍ରେରଣା…

ଟଙ୍କା ପାଇଁ ମଣିଷପଣିଆକୁ ଜଳାଂଜଳୀ ଦେଉଥିବା ଏହି ସଭ୍ୟ ସମାଜରେ ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ କି ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଗରିବଙ୍କ ପ୍ରତି ରହିଛି ସେମାନଙ୍କର ସ୍ୱତନ୍ତ୍ର ଭଲପାଇବା । ଆଉ ଗରିବଙ୍କ ପାଇଁ କିଛି କରିବାକୁ ଦେଖିଛନ୍ତି ସ୍ୱପ୍ନ, ସୃଷ୍ଟି କରିଛନ୍ତି ଉଦାହରଣ ।…
Read More...

ଆଜି ବିଶ୍ୱ ପିତୃ ଦିବସ । ପିତୃ ଦିବସ ଅବସରରେ ସମସ୍ତ ପିତାମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା । 

ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି ।…
Read More...

ବଢିବ ଏଟିଏମର ସୁରକ୍ଷା ବ୍ୟବସ୍ଥା : କାନ୍ଥ ଓ ଚଟାଣ ସହ ଏଟିଏମ୍ ଲଗାଇବା ପାଇଁ ଆରବିଆଇର ନିର୍ଦ୍ଦେଶ, ଇ-ନିରୀକ୍ଷଣ…

ଏଟିିଏମରୁ ହୋଇପାରିବନି ଟଙ୍କା ଚୋରି । ବଢ଼ିବ ଏଟିଏମର ସୁରକ୍ଷା ବ୍ୟବସ୍ଥା । ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ କାନ୍ଥ, ଚଟାଣ ସହ ଲାଗି ରହିବ ଏଟିଏମ୍ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି କାମ ଶେଷ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ସିସିଟିଭି ନିରୀକ୍ଷଣ ଓ ଚବିଶ ଘଂଟା…
Read More...

ରାଜସ୍ଥାନର ସୁମନ ରାଓ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୧୯ ବିଜେତା : ଅନୁକୃତି ଭାସ୍ ପିନ୍ଧାଇଲେ ମିସ୍ ଇଣ୍ଡିଆ ମୁକୁଟ

ରାଜସ୍ଥାନର ସୁମନ ରାଓ ମିସ୍ ଇଣ୍ଡିଆ ୨୦୧୯ ବିଜୟିନୀ ଘୋଷିତ ହୋଇଛନ୍ତି। ୨୦୧୮ ମିସ୍ ଇଣ୍ଡିଆ ତାମିଲନାଡୁ ବାସିନୀ ଅନୁକୃତି ବାସ୍ ସୁମନ ରାଓଙ୍କୁ ଉତ୍ତରାଧିକାରୀ ମୁକୁଟ ପିନ୍ଧାଇଥିଲେ। ଗତ ବର୍ଷର ଫାଷ୍ଟ ରନର୍ ଅପ୍ ବା ମିସ୍ ଗ୍ରାଣ୍ଡ ଇଣ୍ଡିଆ ହରିୟାଣାର ମୀନାକ୍ଷି ଚୌଧୁରୀ ମଧ୍ୟ ତାଙ୍କର…
Read More...

ସମୟ ସ୍ରୋତରେ ବଦଳୁଛି ମଣିଷ । କଂକ୍ରିଟ୍-ମୋବାଇଲ ଯୁଗରେ ଜୀବନ ଖୋଜୁଛି ମାଟି, ହଜି ଯାଉଛି କୁମ୍ଭାର କାରିଗରର କିର୍ତ୍ତୀ…

କନକ ବ୍ୟୁରୋ: ‘ମାଟି’ ଏମିତି ଏକ ଶବ୍ଦ ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଜୀବନରେ ଜଡ଼ିତ ହୋଇ ରହିଥାଏ । କଅଁଳ ଶିଶୁଟି ଜନ୍ମ ହେବାପରେ ମା’ଟି ତା ମୁଣ୍ଡରେ ମାଟି ଲଗାଇଥାଏ ,  ଆଉ କିଏ ଏହି ମାଟିକୁ ନିଜ ମା’ ପରି ପୂଜା କରେ, ଆଉ କିଏ ଏହି ମାଟିକୁ ନିଜର ବେଉସା କରିଥାଏ । ଏପରିକି…
Read More...

ଆଉ ମୂଳ ଲାଗିବାକୁ ପଡ଼ିବନି ! କଲେଜ୍ ପଢ଼ିବ ବଣ୍ଡା ଝିଅ ‘ଶାନ୍ତି’, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଲା…

କନକ ବ୍ୟୁରୋ : ଉଚ୍ଚଶିକ୍ଷା ପାଇଁ ଆଉ ବାଟ ଓଗାଳିବନି ଦାରିଦ୍ର୍ୟ । ସାକାର ହେବ ବଣ୍ଡା ଝିଅ ଶାନ୍ତିର ସ୍ବପ୍ନ । ମାଟ୍ରିକ ପାସ୍ କରିବା ପରେ କଲେଜରେ ପଢ଼ିବା ପାଇଁ ମୂଲ ଲାଗି ଅର୍ଥ ସଞ୍ଚୟ କରୁଥିବା ଶାନ୍ତି ପାଇଁ ବଢ଼ିଛି ସହାୟତାର ହାତ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମାଲକାନଗିରି…
Read More...

ଭାଇ ବଳରେ ବଳିଆନ : ପଞ୍ଜାବରେ ମହିଳାଙ୍କୁ ରାସ୍ତାରେ ପକାଇ ପିଟିଲେ କଂଗ୍ରେସ ବିଧାୟକଙ୍କ ଭାଇ

କନକ ବ୍ୟୁରୋ : ଭାଇ ବଳରେ ବଳିଆନ ହୋଇ ରାସ୍ତା ଉପରେ ଦବଙ୍ଗଗିରି ଦେଖାଇଛନ୍ତି ବିଧାୟକଙ୍କ ଭାଇ । ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ପକାଇ ପିଟିଛନ୍ତି ପଞ୍ଜାବର କଂଗ୍ରେସ ବିଧାୟକ ରାକେଶ ଚୌଧୁରୀଙ୍କ ଭାଇ ଓ ତାଙ୍କ ସହଯୋଗୀ । ମହିଳା ଜଣଙ୍କ ତଳେ ପଡିଛନ୍ତିି ଆଉ ବିଧାୟକଙ୍କ ଭାଇ ମନଇଚ୍ଛା ଗୋଇଠା…
Read More...

ଟିକଟକ୍ ମାୟାରେ ବାୟା ! ବାରମ୍ବାର ଟିକଟକରେ ଲିପ୍ତ ରହୁଥିବାରୁ ଗାଳି ଦେଲେ ସ୍ୱାମୀ,ଜହର ପିଇ ଅନ୍ତିମ ଭିଡିଓକୁ…

ଆଜିର ସମୟରେ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ଟିକଟକ୍ ମାୟାରେ ବାୟା । ସତ କହିବାକୁ ଗଲେ ଟିକଟକ୍ ପାଇଁ ଲୋକମାନେ ଜୀବନ ଦେବାକୁ ମଧ୍ୟ ପଛାଉନାହାନ୍ତି । ଟିକଟକ୍ ନିଶାରେ କେହି ସାପ ସହ ଖେଳୁଛି ତ ଆଉ କେହି ବନ୍ଧୁକ ଧରି ଟସନ୍ ଦେଖାଉଛି । ତେବେ ଗୁରୁବାର ଟିକଟକ୍ ଭିଡିଓ କରୁଥିବା…
Read More...

କଲିକତା ହାଇକୋର୍ଟଙ୍କ ରାୟ : ମୋଟା ଅଙ୍କର ଦରମା ପାଉଥିବା ପତ୍ନୀ ଦାବି କରିପାରିବେନି ଭରଣପୋଷଣ

କନକ ବ୍ୟୁରୋ : ମୋଟା ଅଙ୍କର ଦରମା ପାଉଥିବା ପତ୍ନୀ, ସେମାନଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଦାବି କରିପାରିବେ ନାହିଁ । କୋଲକାତା ହାଇକୋର୍ଟ ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି । କୋଲକାତାର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ।…
Read More...