ଗୋଡରେ ନୁହେଁ ମୁଣ୍ଡରେ ଚଢୁଛନ୍ତି ସିଡି ! ଏମିତି ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା

36

ଏ ଦୁନିଆରେ କିଛି ଲୋକ ଚାହାଁନ୍ତି ନିଜର ସୃଜନଶୀଳତା ଓ କାର୍ଯ୍ୟ ନିପୂଣତା ଦ୍ୱାରା କିଛି ଭିନ୍ନ କରି ଦେଖାଇବା ଏବଂ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା । ଆଉ ଏହି ବ୍ୟକ୍ତିଙ୍କୁ ଲୋକେ ଖୁବ୍ ପ୍ରଶଂସା କରିବା ସହ ତାଙ୍କର କାର୍ଯ୍ୟରେ ଆଶ୍ଚର୍ଯ୍ୟ ହୋଇଥାନ୍ତି ।

ଏମିତି ଜଣେ ହେଲେ ବେଜିଂର ଲି ଲଙ୍ଗ ଲଙ୍ଗ । ସମସ୍ତଙ୍କ ଠାରୁ ପୁରା ଅଲଗା ତାଙ୍କର ପାରଦର୍ଶିତା । ସେ ନିଜର ଗୋଡରେ ନୁହେଁ ମୁଣ୍ଡରେ ଚଢୁଛନ୍ତି ସିଡି । ରାଙ୍କ ନାଁରେ ୨୦୧୨ମସିହାର ଗିନିଜ୍ ୱର୍ଲ୍ଡ ରେକର୍ଡ ମଧ୍ୟ ରହିଛି । ସେତେବେଳେ ସେ କିଛି ମିନିଟରେ ମୁଣ୍ଡର ସହାୟତାରେ ୩୪ଟି ପାହାଚ ଚଢିଥିଲେ । ଆଉ ଏହାପରେ ଲି ଲଙ୍ଗ ଲଙ୍ଗ ତାଙ୍କର ଏହି ରେକର୍ଡକୁ ଭାଂଗିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ଦେଖନ୍ତୁ ଏହି ଭିଡିଓରେ ଲି’ଙ୍କ ଅଜବ ପାରଦର୍ଶିତାକୁ –