Browsing Category

ସ୍ପେଶାଲ୍ ରିପୋର୍ଟ

ପୂଜାପାଠ ପରେ ପାଦ ପଡିବ ! ଗୃହପ୍ରବେଶ ଆଗରୁ ଶୁଦ୍ଧୀକରଣ

ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ, ସରକାର ଗଠନ କଲେ, ନୂଆ ରୋଡମ୍ୟାପ ଘୋଷଣା କଲେ । ପାଂଚ କାଳିଦାସ ମାର୍ଗରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସରେ ନାମଫକଳ ବଦଳିଗଲା । ହେଲେ ଏଯାଏଁ ଗୃହପ୍ରବେଶ କରିନାହାନ୍ତି ଆଦିତ୍ୟନାଥ । ଶୁଦ୍ଧୀକରଣ ଆଉ ପୂଜାପାଠ ପରେ…
Read More...

ଦୃଷ୍ଟିହୀନଙ୍କ ପାଇଁ ଆଧୁନିକ ଜ୍ଞାନ କୌଶଳରେ ଚଷମା ତିଆରି କଲେ ଛାତ୍ର ! ବିନା ବାଡିରେ ପାର କରିହେବ ରାସ୍ତା

ଆମ ଦେଶରେ ପ୍ରତିଭାର ଅଭାବ ନାହିଁ, ସେଥିପାଇଁ ତ ପ୍ରତିଦିନ ଛୋଟ ଛୋଟ ପିଲାମାନେ ଏମିତି ସବୁ କାମ କରୁଛନ୍ତି କି ପୁରା ଦୁନିଆରେ ଆମ ଦେଶ ସୁନାମ ଅର୍ଜନ କରୁଛି । ଏବେ ନିକଟରେ ଏକ ଖବର ଆସିଥିଲା ତାମିଲନାଡୁର ୧୦ମ ଶେଣ୍ରୀର ଜଣେ ଛାତ୍ର ଦୃହରୋଗ ଚିହ୍ନିବା ପାଇଁ ଏକ ଯନ୍ତ୍ର ତିଆରି କରିଛନ୍ତି ।…
Read More...

ଦିନ ମଜୁରୀଆରୁ ବାହୁବଳୀ ! ମାତ୍ର ୫ ଟଙ୍କାରେ କାମ କରି ଏବେ ୯୬ କୋଟି ଟଙ୍କା ସଂପତିର ମାଲିକ ଗ୍ରେଟ୍ ଖଲି

କୁହାଯାଏ ମଣିଷ ତାର ପରିଶ୍ରମବଳରେ ସବୁକିଛି ହାସଲ କରିପାରେ । ଏହାକୁ କାମରେ କରି ଦେଖାଇଛନ୍ତି ଗ୍ରେଟ୍ ଖଲି ଓରଫ୍ ଦିଲ୍ଲୀପ ସିଂହ ରାଣା । ତେବେ ଆଜିକା ଦିନରେ ଖଲି କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଖଲି ଜଣେ ଭାରତର ପ୍ରଥମ…
Read More...

କ୍ଷମତାକେନ୍ଦ୍ରର ଠିକଣା ଶହୀଦନଗର ଏ /୧୧୧

କନକ ବ୍ୟୁରୋ : ବିଜୁ ବାବୁଙ୍କ ଦେହାନ୍ତ ପରେ ଗଠନ ହେଲା ବିଜୁ ଜନତା ଦଳ । ମଙ୍ଗୁଆଳ ହେଲେ ନବୀନ । ଏହି ଆଂଚଳିକ ଦଳ ଗଠନରେ ଯେଉଁ କେତେ ଜଣଙ୍କର ପ୍ରମୁଖ ଭୂମିକା ଥିଲା ସେମାନଙ୍କ ମଧ୍ୟରୁ ପ୍ୟାରୀମୋହନ ଥିଲେ ଅନ୍ୟତମ । ଏକଦା ବିଜୁ ବାବୁଙ୍କ ସରକାର ସମୟରେ ପ୍ରମୁଖ ସଚିବ ଥିବା ପ୍ୟାରୀମୋହନ ଉଭୟ…
Read More...

କ୍ଷମତା ଯୁଦ୍ଧର କ୍ଷତାକ୍ତ ଚରିତ୍ର ! କଣ ଘଟିଥିଲା ଶହୀଦନଗରରେ?

କନକ ବ୍ୟୁରୋ : ମେ ୨୯, ୨୦୧୨ । ହଠାତ ରାଜ୍ୟ ରାଜନୀତି ହୋଇ ଉଠିଥିଲା ସରଗରମ । ଶହୀଦନଗରରେ ଗହଳି ବଢିଲା । ପ୍ୟାରୀମୋହନଙ୍କ ଘର ସାମ୍ନାରେ ଲୋକଙ୍କ ଭିଡ ଜମିଲା । ଅଭିଯୋଗ ଆସିଲା, କ୍ଷମତା ଅପହରଣ ପାଇଁ ପ୍ୟାରୀଙ୍କ ଘରେ ଚାଲିଛି ଷଡଯନ୍ତ୍ର । ଗଣମାଧ୍ୟମରେ ବ୍ରେକିଂ ନ୍ୟୁଜ ଆସିବା କ୍ଷଣି ହଟଚମଟ…
Read More...

ଆପଣ ଜାଣନ୍ତି କି ? ବଡ ଠାକୁରଙ୍କ ବଡ ଦେଉଳର ରହସ୍ୟମୟ କାହାଣୀ

ଭାରତର ରହସ୍ୟମୟ ମନ୍ଦିର । ଭାରତରେ ହଜାର ହଜାର ସଂଖ୍ୟକ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ମାନ ରହିଛି । ଆଉ ପ୍ରତିଟି ମନ୍ଦିର ନିଜର ମାନ୍ୟତା ଏବଂ ଚମକ୍ରାରିତା କାରଣରୁ ପ୍ରସିିଦ୍ଧ ଅଟେ । କିନ୍ତୁ ଭାରତରେ କିଛି ଏଭଳି ମନ୍ଦିର ମଧ୍ୟ ଅଛି ଯାହାର ରହସ୍ୟ ଏବେ ବି ଇତିହାସ ହୋଇ ରହିଛି । ତେବେ…
Read More...

ଧୃର୍ତ୍ତ ଚୋର : ଅନଲାଇନରେ କାର୍ ବିକି ମାଲାମାଲ୍ !

କନକ ବ୍ୟୁରୋ : ପ୍ରତିଦିନ କେଉଁଠି ନା କେଉଁଠି ଚୋରି ହେବାର ଖବର ଶୁଣୁଥିବେ । ହେଲେ କାର୍ ଚୋରି କରି ,ଅନଲାଇନରେ ବିକ୍ରି କରିବା କେବେ ଶୁଣି ନଥିବେ । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି । ଯାହା ତାଜୁବ କରିବ ଆପଣଙ୍କୁ । କ୍ରାଇମ୍ ବ୍ରାଂଚ ଏବେ ଏକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ।…
Read More...

ଚା’ ରୋକିବ ବାର୍ଦ୍ଧକ୍ୟ ! ଲୁଚିଯିବ ବୟସ୍କର ଛାପ, ଲୋକେ ହେବେ ଚିରଯୌବନ

କନକ ବ୍ୟୁରୋ : ଆଜିକାଲି ଲୋକେ ଚିରଯୌବନ ହେବାକୁ ଅନେକ ତରିକା ଆପଣାଉଛନ୍ତି । କିଏ କୃତ୍ରିମ ଉପାୟରେ ସର୍ଜରୀ କରୁଛି ତ ,କିଏ ପ୍ରାକୃତିକ ଜଟିବୁଟିର ବ୍ୟବହାର କରୁଛି । ଏହି ସ୍ୱାସ୍ଥ୍ୟ ଓ ସୈାନ୍ଦର୍ଯ୍ୟକୁ ଆୟତ୍ତରେ ରଖିବା ପାଇଁ ଆୟୁର୍ବେଦରେ ଅନେକ ଔଷଧି ବିଷୟରେ କୁହାଯାଇଛି । ଲୋକଙ୍କୁ ଏହା…
Read More...

ଏମିତି ଏକ ଗାଁ : କାଠ କି ପଥର ନୁହେଁ ପ୍ଲାଷ୍ଟିକ୍ ବୋତଲରେ ତିଆରି ସବୁ ଘର !

କନକ ବ୍ୟୁରୋ : ପଥର ଓ କାଠରେ ତିଆରି ଅନେକ ଘର ଆପଣ ଦେଖିଥିବେ । ହେଲେ ପ୍ଲାଷ୍ଟିକର ବୋତଲରେ କେବେ ଘର ହେବାର ଦେଖିନଥିବେ । କିନ୍ତୁ ପନାମା ନାମକ ଏକ ଦେଶରେ ଖୁବ୍ ଶୀଘ୍ର ଏମିତି ସବୁ ଘର ଦେଖିବାକୁ ମିଳିବ । ଯେଉଁଠି ଏକ ଗାଁ ଅଛି ,ସବୁ ଘର ସେଠି ପ୍ଲାଷ୍ଟିକ୍ ବୋତଲରେ ନିର୍ମାଣ ହେଉଛି । ଏହା…
Read More...

ବଂଚିଛନ୍ତି ଶ୍ରବଣ କୁମାର ! ୨୧ବର୍ଷ ହେବ କାନ୍ଧରେ ଧରି ମା’ଙ୍କୁ କରାଉଛନ୍ତି ତୀର୍ଥଯାତ୍ରା

ଆପଣ ପ୍ରାୟ ୫୦୦୦ବର୍ଷ ପୁରୁଣା ରାମାୟଣ ପଢିଥିବେ । ଯେଉଁଥିରେ ମାତୃପିତୃ ଭକ୍ତ ଶ୍ରବଣ କୁମାରଙ୍କ ବିଷୟ ଉଲ୍ଲେଖ ରହିଛି । କିପରି ନିଜ ଚକ୍ଷୁହୀନ ମାତା ପିତାଙ୍କୁ କାଉଡିରେ ବସାଇ କାନ୍ଧରେ ପୁରା ଦେଶ ବୁଲାଇଥିଲେ ଶ୍ରବଣ କୁମାର । ଦଶରଥଙ୍କ ବାଣରେ ଯଦିଓ ତାଙ୍କର ମୃତ୍ୟୁ ହୋଇଥିଲା ତେବେ ଆଜି ବି…
Read More...