Browsing Category

ସ୍ପେଶାଲ୍ ରିପୋର୍ଟ

ଚକ୍ରବ୍ୟୂହରେ ଇନଫୋସିସ୍‌ ସିଇଓ ! ନାରାୟଣମୂର୍ତ୍ତିଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ବିଶାଲ ସିକ୍କା

ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଇନଫୋସିସର ସିଇଓ ତଥା ପରିଚାଳନା ନିର୍ଦେଶକ ବିଶାଲ ସିକ୍କା ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ପାଇଁ ସେ ଇନଫୋସିସର ପ୍ରମୁଖ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତିଙ୍କୁ ଦାୟୀ କରିଛନ୍ତି । ସିକ୍କାଙ୍କ ଉପରେ ନାରାୟଣମୂର୍ତ୍ତିଙ୍କ ବାକ୍ୟ ଆକ୍ରମଣ ଏବଂ…
Read More...

ବଜାରକୁ ଆରବିଆଇ ଛାଡିିଲା ନୂଆ ୫୦ ଟଙ୍କିଆ ନୋଟ୍ : ଜାରି କଲା ନୂଆ ନୋଟର ଫଟୋ

ବଜାରକୁ ଆସିଲା ନୂଆ ୫୦ ଟଙ୍କିଆ ନୋଟ୍ । ଆରବିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନୂଆ ନୋଟ୍ ଆସିବ ଫଳରେ ପୁରୁଣା ୫୦ ଟଙ୍କିଆ ନୋଟ୍ ଉପରେ କୈାଣସି ପ୍ରଭାବ ପଡିବ ନାହିଁ । ଆରବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପୁରୁଣା ୫୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ପୂର୍ବପରି ବଳବତ୍ତର ରହିବ…
Read More...

ପରିବର୍ତ୍ତୀତ ରାଜନୀତିରେ ବଦଳୁଛନ୍ତି କି ନବୀନ ! ବିଜେପି ପ୍ରତି ଦେଖାଉଛନ୍ତି କି ନରମ ଆଭିମୁଖ୍ୟ! ଜାଣନ୍ତୁ ଚର୍ଚ୍ଚା…

କନକ ବ୍ୟୁରୋ: ପ୍ରଥମେ ରାଷ୍ଟ୍ରପତି ନିର୍ବାଚନରେ ସହଯୋଗର ହାତ ବଢ଼ାଇଲେ । ଆଜି ଆଇଓସିଏଲ ବିବାଦର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା । ପୁଣି ଓଡିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା । ଏ ତମାମ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ…
Read More...

ଖାଲି କଥାରେ ବ୍ୟସ୍ତ ଚାଇନା : ଡୋକଲାମ ବିବାଦ ବଢୁଥିବା ବେଳେ ଜାଣନ୍ତୁ ଭାରତ ସପକ୍ଷରେ ରହିଛନ୍ତି କେଉଁ ସବୁ ରାଷ୍ଟ୍ର

କନକ ବ୍ୟୁରୋ : ଡୋକଲାମ ବିବାଦକୁ ନେଇ ଦୁଇ ମାସରୁ ଅଧିକ ସମୟ ଧରି ସୀମାରେ ଭାରତ ଓ ଚୀନ୍ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଏସବୁ ଭିତରେ କିନ୍ତୁ ଚୀନ୍ ସରକାରୀ ଗଣମାଧ୍ୟମ ବାରମ୍ବାର ଭାରତକୁ ଯୁଦ୍ଧ ଧମକ ଦେଉଛି । କେତେବେଳେ ଯୁଦ୍ଧ ପାଇଁ କାଉଣ୍ଟଡାଉନ ଆରମ୍ଭ କରିବାକୁ କହୁଛି ତ ପୁଣି…
Read More...

ବାହାହେଲେ ‘ଆଇରନ୍ ଲେଡି’ ! ନିଜ ପ୍ରିୟ ବନ୍ଧୁକୁ ଇରୋମ ଶର୍ମିଲା କଲେ ଜୀବନସାଥୀ

ମଣିପୁରର ପରିଚିତ ମାନବାଧିକାର କର୍ମୀ ଇରୋମ ଶର୍ମିଲା ୪୫ ବର୍ଷ ବୟସରେ ତାଙ୍କର ବହୁ ଦିନର ବନ୍ଧୁ ୫୫ବର୍ଷୀୟ ବ୍ରିଟିଶ ନାଗରିକ ଡେସମଣ୍ଡ କୋଟିନହୋଙ୍କୁ ବିବାହ କରିଛନ୍ତି । ଡେସମଣ୍ଡ ହେଉଛନ୍ତି ଜଣେ ମାନବାଧିକାର କର୍ମୀ । ଗୁରୁବାର ତାମିଲନାଡୁର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ କୋଡାଇକେନାଲ ଠାରେ…
Read More...

ଜେଲରୁ ମୁକୁଳିବେ ସିସୋର ଚିଟଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାଶ : ହାଇକୋର୍ଟରୁ ମିଳିଲା ଜାମିନ

 କନକ ବ୍ୟୁରୋ : ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ସି-ସୋର ଗ୍ରୁପ୍ ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଛି ଜାମିନ । ପ୍ରଶାନ୍ତଙ୍କୁ ସର୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । କୋର୍ଟରେ ପାସପୋର୍ଟ ଦାଖଲ କରିବା ସହ ବାହାରକୁ ଯିବା ଉପରେ କଟକଣା ଲଗାଇଛନ୍ତି ହାଇକୋର୍ଟ । ସି-ସୋର ଚିଟଫଣ୍ଡ…
Read More...

ଅଚିହ୍ନା ଶବକୁ ବଢ଼ିପାଣିରେ ଭସାଇଦେଲା ପୁଲିସ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ! ତଦନ୍ତ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ: ପୂର୍ଣ୍ଣଗର୍ଭା ନଦୀ । ଅଥଳ ବନ୍ୟାଜଳ । ବଢ଼ି ପାଣିକୁ ଚାହିଁଲେ ମୁଣ୍ଡ ବୁଲାଇଦେବ । ଭୁଲରେ ବି ଖସିପଡିଲେ ପତ୍ତା ମିଳିବା ମୁସ୍କିଲ । ହେଲେ ସେହି ଅଥଳ ଜଳରାଶିକୁ ଫିଙ୍ଗାଗଲା ମୃତଦେହ । ଫିଙ୍ଗିଲା ପୁଲିସ । ଆଉ ସୋସିଆଲ ମିଡିଆରେ ଭାଇରାଲ ହେଲା ଏଭଳି ଅଭାବନୀୟ ସମୟର ଭିଡିଓ ।…
Read More...

ମିଶନ ୩୫୦ ମୁଡରେ ବିଜେପି ! କେନ୍ଦ୍ରମନ୍ତ୍ରୀଙ୍କ ପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ କ୍ଲାସ ନେବେ ଶାହ ! ଗୁରୁମନ୍ତ୍ର…

କନକ ବ୍ୟୁରୋ: ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ପୁରାଦମରେ ଆଗଉଛି ବିଜେପି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ୩୫୦କୁ ସଫଳ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି । ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ ପରେ ଏବେ ବିଜେପି ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ…
Read More...

ମଇଦାନରେ ହିରୋ ହେଲେ ପ୍ରେମରେ ଜିରୋ ! ଜାଣନ୍ତୁ ଏହି ଖେଳାଳିଙ୍କ ସଂପର୍କରେ ଯିଏକି ପ୍ରେମ ମାମଲାରେ ହୋଇଛନ୍ତି ଫେଲ୍

ସିନେମା ଜଗତରେ ନାୟକ ନାୟିକାଙ୍କ  ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିବା ଏବଂ ବିଚ୍ଛେଦ ଘଟିବା ଏକ ଏକ ସାଧାରଣ କଥା ଅଟେ । ଯାହାକୁ ନେଇ ଅନେକ ସମୟରେ ଅନେକ ଖବରମାନ ଶୁଣିବାକୁ ମଧ୍ୟ ମିଳିଥାଏ । ତେବେ ଖାଲିଯେ ବଲିଉଡ ଜଗତରେ ଏହି ଘଟଣା ଦେଖିବାକୁ ମିଳିଥାଏ ତାହା ନୁହେଁ ବରଂ କ୍ରିକେଟ୍ ଜଗତରେ…
Read More...

ବଦଳିନି ଲୋକଙ୍କ ମିଜାଜ । ଏବେ ବି ମୋଦି ପ୍ରଥମ ପସନ୍ଦ । ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟରେ ଏନଡିଏକୁ ବହୁମତ ।

କନକ ବ୍ୟୁରୋ: ଆଗକୁ ଆସୁଛି ନିର୍ବାଚନ । ୨୦୧୮ ଓ ୨୦୧୯ରେ କେତେକ ରାଜ୍ୟରେ ନିର୍ବାଚନ ହେବା ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଆଜତକ’ ଓ ‘କାରଭେ’ ଇଂସାଇଟ ଲିମିଟେଡ ପକ୍ଷରୁ ନିର୍ବାଚନ ହେବାକୁ ଥିବା ବିଭିନ୍ନ ରାଜ୍ୟରେ ଏକ ସର୍ଭେ କରାଯାଇ ଓପିନିୟନ ପୋଲ ପ୍ରକାଶ କରାଯାଇଛି । ‘ମୁଡ ଅଫ ଦି…
Read More...